Daily Archives

June 24, 2023

ପୁଣି ମୋଦୀ ସରକାର ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ସତ୍ୟପାଲ ମଲ୍ଲିକ । କହିଲେ , ୨୦୨୪ ନିର୍ବାଚନରେ ନିଶ୍ଚୟ ହାରିବ…

କନକ ବ୍ୟୁରୋ: ବିଜେପି ସରକାରଙ୍କୁ ଟାର୍ଗେଟ କଲେ ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ୨୦୨୪ ଲୋକସଭା ନିର୍ବାଚନ ଏବଂ ବିରୋଧୀଙ୍କ ଏକତାକୁ ନେଇ ସାରା ଦେଶରେ ରାଜନୈତିକ ଉଷ୍ମତା ମଧ୍ୟରେ ତାଙ୍କ ବୟାନ ଚର୍ଚ୍ଚା ସୃଷ୍ଟି କରିଛି । ବିରୋଧୀଙ୍କୁ ସମର୍ଥନ କରି ମୋଦୀଙ୍କ…

ଉତ୍ତରପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଏୟାରଶୋ ‘ଗୋ ଆଣ୍ଡ ଟଚ୍’ଆୟୋଜିତ । ଉଚ୍ଚ ଆକାଶରେ କଳାକୌଶଳ ଦେଖାଇବା ସହ…

କନକ ବ୍ୟୁରୋ: ଯଦି ଆବଶ୍ୟକ ପଡିବ ତେବେ ଭାରତୀୟ ସେନାର ଲଢୁଆ ବିମାନ ଏଣିକି ରନୱେ ବଦଳରେ ରାସ୍ତା ଉପରେ ଅବତରଣ କରିପାରିବେ । କାରଣ ଏଥିପାଇଁ ଉତ୍ତରପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଖାସ କରି ନିର୍ମାଣ କରାଯାଇଛି । ଶନିବାର ଏଠାରେ ବାୟୁସେନାର ଲଢୁଆ ବିମାନ କଳାକୌଶଳ ପ୍ରଦର୍ଶନ କରିଛନ୍ତି…

ବନ୍ୟା ପାଇଁ ଆସାମରେ ହାହାକାର । ୨୨ଜିଲ୍ଲାର ୫ଲକ୍ଷ ଲୋକ ପ୍ରଭାବିତ । ଆଗାମୀ ୫ଦିନ ପାଇଁ ରେଡ ଆଲର୍ଟ ଜାରି । 

କନକ ବ୍ୟୁରୋ: ବନ୍ୟା ଯୋଗୁଁ ଆସାମରେ ହାହାକାର ପରିସ୍ଥିତି । ଲଗାଣବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ବଡ ସମସ୍ୟା ନେଇ ଆସିଛି । ୧୪ଜିଲ୍ଲାର ୫ଲକ୍ଷ ଲୋକ ଏବେ ସୁଦ୍ଧା ପ୍ରଭାବିତ ହେବା ସହ ୫ଜଣଙ୍କ ମୃତ୍ୟୁ ସୂଚନା ରହିଛି ।ପ୍ରଳୟଙ୍କାରୀ ବନ୍ୟାରେ ଏବେ ସୁଦ୍ଧା ୧୪ହଜାର…

ଜେଲ ଗଲେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ: ୭ ଜୁଲାଇ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ

କନକ ବ୍ୟୁରୋ: ଜୁଲାଇ ୭ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ଗଲେ ନବରଙ୍ଗପୁର ଅତିରିକ୍ତ ଉପ-ଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଗୋଟିଏ ପଟେ…

ମଣିପୁର ହିଂସାକୁ ନେଇ ବସିଲା ସର୍ବଦଳୀୟ ବୈଠକ । ସ୍ଥିତି ଉପରେ ଆଲୋଚନା କରି ଦଳମାନଙ୍କଠୁ ମତାମତ ଲୋଡିଲେ ଗୃହମନ୍ତ୍ରୀ…

କନକ ବ୍ୟୁରୋ: ଦେଢମାସରୁ ଅଧିକ ସମୟ ବିତିଲାଣି । ହିଂସା, ଆକ୍ରୋଶ, ଉତେଜନାରେ ଜଳୁଛି ମଣିପୁର । ଦୁଇ ସମ୍ପ୍ରଦାୟଙ୍କ ଅଧିକାରକୁ ନେଇ ଆରମ୍ଭ ହୋଇଥିବା ସାମାନ୍ୟ ସଂଘର୍ଷ ଏବେ ରାଜ୍ୟର ପରିସ୍ଥିତିକୁ ଅସମ୍ଭାଳ କରିପକାଇଛି । କେମିତି ହିଂସାରେ ରୋକାଯିବ, ଉପଦ୍ରବୀଙ୍କୁ ଦମନ କରାଯିବ, ରାଜ୍ୟକୁ…

ୱାଗନର ସେନାର ମୁଖ୍ୟ କିଏ? କାହିଁକି ବିଦ୍ରୋହ କଲେ?

କନକ ବ୍ୟୁରୋ: ଋଷରେ ଗୃହଯୁଦ୍ଧ । ସ୍ଥିତି ଅଣାୟତ । ୨୫ ହଜାରରୁ ଅଧିକ ଯୁଦ୍ଧବିମାନ ନେଇ ମସ୍କୋ ମୁହାଁ ୱାଗନର ସେନା । ତେଣୁ ମସ୍କୋ ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୱାଗନର ଗ୍ରୁପର ବିଦ୍ରୋହକୁ ଆଭ୍ୟନ୍ତରୀଣ ମାମଲା ବୋଲି…