Daily Archives

June 28, 2023

ସାଙ୍ଗ ରଚିଥିଲା ସାଙ୍ଗର ହତ୍ୟା ଷଡଯନ୍ତ୍ର! ପୁଲିସର ସନ୍ଦେହୀ ଆଖିରୁ ବର୍ତ୍ତିପାରିଲାନି ଅଭିଯୁକ୍ତ

କନକ ବ୍ୟୁରୋ: ନାଁ ବିକାଶ ମହାପାତ୍ର । ସାଙ୍ଗକୁ ହତ୍ୟା କରି ଯିଏ ଦୁର୍ଘଟଣାର ରୂପ ଦେଇ ଖସି ଯିବାକୁ ଯୋଜନା କରିଥିଲା । ହେଲେ ପୋଲିସର ସନ୍ଦେହୀ ଆଖି ଖୋଲିଦେଲା ଅଭିଯୁକ୍ତ ବିକାଶ ମହାପାତ୍ରର ଅସଲ ମୁଖା । ଗତ ଜୁନ ୨୧ତାରିଖ ରାତିରେ ଶିରିପୁର ଛକରେ ଜଣେ ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନଜର ଅମିତ…

ତ୍ରିପୁରାରେ ହୃଦୟ ବିଦାରକ ଦୃଶ୍ୟ । ଇସ୍କନ ରଥରେ ନିଆଁଲାଗି ୬ ମୃତ, ୧୫ ଗୁରୁତର

କନକ ବ୍ୟୁରୋ : ତ୍ରିପୁରାରେ ଇସ୍କନ ରଥଯାତ୍ରାବେଳେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । କୁମାରଘାଟ ଠାରେ ଭଗବାନଙ୍କ ରଥଯାତ୍ରା ଚାଲିଥିବା ବେଳେ ରଥଟି ହାଇ ଟେନସନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରଥରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ରଥରେ ଥିବା ଲୋକମାନଙ୍କ ମଧ୍ୟରୁ ୬ ଜଣଙ୍କର…

ରେଳମନ୍ତ୍ରୀଙ୍କୁ ଇଞ୍ଜିନିୟରଙ୍କ ପରାମର୍ଶ। ସମୟାନୁବର୍ତ୍ତି ହେବା ଅପେକ୍ଷା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ

କନକ ବ୍ୟୁରୋ: ଜୁନ ୨ ତାରିଖରେ ହୋଇଥିବା ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖ ଏବେ ବି ତାଜା ହୋଇ ରହିଛି । କିନ୍ତୁ ଏହାରି ଭିତରେ ସ୍ୱାଭାବିକ ହୋଇଆସୁଛି ଏହି ରୁଟରେ ରେଳ ଚଳାଚଳ । ଦୁର୍ଘଟଣା ପରେ ବାହାନଗା ଷ୍ଟ୍ରେସନରେ ଟ୍ରେନ ରହୁନଥିଲା । ମଙ୍ଗଳବାର ଠାରୁ ଏହି ଷ୍ଟେସନରେ ଟ୍ରେନ ଅଟକୁଛି ।…

ଛତିଶଗଡ ପ୍ରଦେଶ କଂଗ୍ରେସ କଳିକୁ ତୁଟାଇବାକୁ ଅଣ୍ଟାଭିଡିଛି ଦଳ, ପିସିସି ସଭାପତି ଓ ସାଧାରଣ ସମ୍ପାଦକଙ୍କ ମଧ୍ୟ ଚାଲିଛି…

କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି । କିଭଳି ରାଜ୍ୟର ଶାସନ ଡୋରି ପୁଣି ହାତରେ ରହିବ ଏନେଇ ବର୍ତ୍ତମାନଠୁ କସରତ ଆରମ୍ଭ କରିଛି କଂଗ୍ରେସ । ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ନେତା ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଛତିଶଗଡ ପ୍ରଦେଶ…

କନ୍ୟା ଡାକରା ପାଇଁ ଯିବା କାଳ ହେଲା। ପଟାଙ୍ଗୀରେ ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାର

କନକ ବ୍ୟୁରୋ: ମଙ୍ଗଳବାର କୋରାପୁଟ ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ୨୭ନଂ ଜାତୀୟ ରାଜପଥରେ ଦୁର୍ଘଟଣାରେ ଚାଲିଗଲେ ଗୋଟିଏ ପରିବାର । କନ୍ୟା ଡାକରା ପାଇଁ ଯିବା କାଳ ହେଲା । ଅଧାରେ ଅଟିକିଗଲା ବାହାଘର । ବାହା ବେଦୀ ସାଜସଜ୍ଜା ସରିଥିଲା । ଭୋଜି ପାଇଁ ପରିବା କଟାକଟି ବି ସରିଥିଲା । ଖାଲି ଚୁଲି…

ଭାରତ-ଆମେରିକା ପ୍ରତିରକ୍ଷା ଚୁକ୍ତି ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ ‘ ଅନ୍ୟଦେଶ ତୁଳନାରେ ୪ଗୁଣା ଦାମରେ ଆମେରିକା ଠାରୁ…

କନକ ବ୍ୟୁରୋ : ନିକଟରେ ମପ୍ରଧାନମନ୍ତ୍ରୀ ମୋଦୀ ଆମେରିକାଗସ୍ତ କରିଥିଲେ । ଏହି ସମୟରେ ଦୁଇ ଦେଶ ମଧରେ ଗୁରୁତ୍ୱପୂର୍ଣ୍ଣ ତଥା ବଡ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତେବେ ଏହି ପ୍ରତିରକ୍ଷା ଡିଲକୁ ନେଇ ବଡ ଅଭିଯୋଗ ଆଣିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା…