Daily Archives

June 27, 2023

ବଡଦାଣ୍ଡରେ ବାପାର ଦୁଃଖ: ପତି ପତ୍ନୀ ଅଲଗା ହୋଇ ରହିବା ପରେ ନିଜ ପିଲାଙ୍କୁ ଝୁରୁଛନ୍ତି ବାପା

କନକ ବ୍ୟୁରୋ: ବୁଝାମଣାର ଅଭାବ ଓ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଖିଟପିଟ୍ ଯଦି ଉଗ୍ର ହୁଏ ତାହାଲେ ଏହାର ପ୍ରଭାବ ପଡେ ପିଲାଙ୍କ ଉପରେ । କାରଣ ମାମଲା ଯଦି କୋର୍ଟରେ ରୁହେ ତାହାଲେ ବାପ-ପୁଅ ହେଉ ଅବା ବାପ-ଝିଅ ଉଭୟ ପରସ୍ପରକୁ କେତେବେଳେ ଦେଖା କରିବେ ସେଥିପାଇଁ କୋର୍ଟଙ୍କର ଗୋଟିଏ ନିର୍ଦ୍ଦେଶ…

ସରିଲା ଆଡପ ମଣ୍ଡପରେ ଦର୍ଶନ: ସପରିବାର ସହ ଦର୍ଶନ କଲେ ଗଜପତି ମହରାଜ, ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି କାର୍ଯ୍ୟ

କନକ ବ୍ୟୁରୋ: ବାହୁଡିବେ ଜଗା ବଳିଆ । ଉଭଣୀକୁ ସାଙ୍ଗରେ ନେଇ ଫେରିବେ । ଆସନ୍ତାକାଲି ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି । ଆଜି ସଂଧ୍ୟା ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ତେବେ ୫ଟାରୁ ଦର୍ଶନ ବନ୍ଦ ରହିଥିବାରୁ ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟପଟେ ସପରିବାର ସହ…

ଭାରତୀୟଙ୍କ ଉପରେ ମାନସିକ ଉତ୍ପୀଡନର ଅଭିଯୋଗ ଆଣିଲେ ଆମେରିକୀୟ ସାମ୍ବାଦିକ । ସାମାଜିକ ଗଣମାଧ୍ୟମରେ ଧମକ ମିଳୁଥିବା…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ ପଚାରି ଏବେ ଅଡୁଆରେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ସାମ୍ବାଦିକା ସାବ୍ରିନା ସିଦ୍ଦିକ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାଗସ୍ତରେ ଯାଇଥିବାବେଳେ ସାବ୍ରିନା ତାଙ୍କୁ ଭାରତର ଅଳ୍ପସଂଖ୍ୟକଙ୍କୁ ନେଇ ଏକ ପ୍ରଶ୍ନ ପଚାରିଥିଲେ । ଏହାପରଠୁ…

ଟମାଟୋ ଦର ଆକାଶ ଛୁଆଁ: କିଲୋ ପିଛା ଦର ୧୦୦ ଟଙ୍କା

କନକ ବ୍ୟୁରୋ: ହଠାତ୍ ଟମାଟୋ ଦର ଆକାଶ ଛୁଆଁ । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦର ବୃଦ୍ଧି ପରେ ଏବେ ଗ୍ରାହକ କିଣିବାକୁ ପଛଘୁଂଚା ଦେଉଥିବା ବେଳେ ନନେଲେ ବି ଚଳିବନି ଚିନ୍ତା କରି ଅଳ୍ପ କିଣୁଛନ୍ତି । ଅନ୍ୟପଟେ ଦର ବୃଦ୍ଧି ପଛରେ ରୋଗପୋକ…

ବିଦେଶରୁ ଫେରି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶରେ ନିର୍ବାଚନୀ ରାଲିରେ ବିରୋଧୀ ମେଣ୍ଟ ବୈଠକକୁ…

କନକ ବ୍ୟୁରୋ: ବିଦେଶରୁ ଫେରିବା ପରେ ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିହାରରେ ପାଟଣାରେ ହୋଇଥିବା ବିରୋଧୀ ଦଳଙ୍କ ବୈଠକକୁ ସମାଲୋଚନା କରିଛନ୍ତି ମୋଦୀ । କହିଛନ୍ତି, ଅତି କମରେ ସବୁୁ ବିରୋଧୀ ୨୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ତେଣୁ ଭୟଭୀତ ହୋଇ…

ସନ୍ଦେହ ପାଇଁ ସ୍ତ୍ରୀଙ୍କୁ ହତ୍ୟା: ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ

କନକ ବ୍ୟୁରୋ: ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡାଦେଶ । ଆଜି ଭୁବନେଶ୍ୱର ଗମାଙ୍ଗଙ୍କୁ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଏମଏଲଏ, ଏମପି କୋର୍ଟ । ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡା ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଯାଇଛି । ୨୮…