Daily Archives

June 17, 2023

ଗାଡି ଭିତରୁ ଜବତ ହେଲା ଗୋରୁ ଚମଡା । ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ଛକରେ ଉତ୍ତେଜନା ।

କନକ ବ୍ୟୁରୋ: ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ଛକରେ ଉତ୍ତେଜନା । ଗୋ ମାଂସ ବୋଝେଇ ଟ୍ରକ ଯାଉଥିବା ସନ୍ଦେହ କରି ସ୍ଥାନୀୟ ଲୋକ ଗାଡ଼ିକୁ ଅଟକାଇ ଥିଲେ । ଗାଡ଼ି ଭିତରେ ଗୋରୁ ଚମଡ଼ା ରହିଥିବା ଦେଖିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଟ୍ରକକୁ ଓଲଟାଇବା ସହ ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଲୋକ…

‘ହନୁମାନ’ ଭରସାରେ ଅମଲା । ବ୍ରହ୍ମପୁରରେ ଅମଲାଙ୍କ ନିଆରା ପ୍ରତିବାଦ

କନକ ବ୍ୟୁରୋ: ‘ହନୁମାନ’ଙ୍କ ଭରସାରେ ଅମଲା । ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଅମଲାଙ୍କ ନିଆରା ପ୍ରତିବାଦ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହନୁମାନ ଚାଳିଶା ଜପ କରି ପ୍ରତିବାଦ କରିଛନ୍ତି ଅମଲା । ଧାରଣା ସ୍ଥଳରେ ହନୁମାନ ଚାଳିଶା ଗାଇଛନ୍ତି ପ୍ରତିବାଦକାରୀ । ଦୀର୍ଘ ୧୭ ଦିନ…

ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ପଢନ୍ତୁ, କଣ କହିଲେ ଗଜପତି ମହାରାଜ

କନକ ବ୍ୟୁରୋ: ଇସ୍କନର ଅଦିନିଆ ରଥଯାତ୍ରା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ । କହିଛନ୍ତି, ଅସମୟରେ ରଥଯାତ୍ରା କରୁଥିବା ଲୋକମାନେ ଆସ୍ତେ ଆସ୍ତେ ବାଟକୁ ଆସୁଛନ୍ତି । ତେବେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରୁ ତ୍ରୟୋଦଶୀ, ମହାପ୍ରଭୁଙ୍କ ଯାତ୍ରା ସମୟରେ ରଥଯାତ୍ରା ହୋଇପାରିବ…

କନ୍ଧମାଳର ବିକାଶରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ମେଡିକାଲ କଲେଜରେ ଆସନ୍ତାବର୍ଷଠାରୁ ଆରମ୍ଭ ହେବ ପାଠପଢା ।…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା  ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଫୁଲବାଣୀ, ଦାରିଙ୍ଗବାଡୀ, କେ. ନୂଆଗାଁ, ବାଲିଗୁଡା ଓ ଜି. ଉଦୟଗିରୀ ବ୍ଲକ…

ରଥଯାତ୍ରୀର ଦୁଇ ଦିନ ପୂର୍ବରୁ ଦେବଦଳନ ରଥ ଅଖରେ ଫାଟ । ହେଲେ ବଦଳିବନି ଦର୍ପଦଳନ ରଥର ଅଖ । ଫାଟ ଥିବା ସ୍ଥାନରେ ଲାଗିବ…

କନକ ବ୍ୟୁରୋ: ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ । ରଥଯାତ୍ରାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ଚକରେ ଫାଟ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଅଖର ଫାଟ ମରାମତି କରାଯିବ ନା’ ଅଖ ପରିବର୍ତନ କରାଯିବ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏଭଳି ସନ୍ଦେହ ଭିତରେ ରଥ…

ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ତେଜୁଛି ବିବାଦ । ସ୍ପଷ୍ଟୀକରଣ ରଖିଲେ ଇସ୍କନର ଆଞ୍ଚଳିକ ସଂପାଦକ ।

କନକ ବ୍ୟୁରୋ: ଇସ୍କନ ଅଦିନିଆ ରଥଯାତ୍ରା ପାଳନ ନେଇ ପ୍ରଚାର ପ୍ରସାର କରିବା ପରେ ଏଥିପାଇଁ କିଏ ଅନୁମତି ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ବିବାଦ ଭିତରେ ଇସ୍କନର ଆଞ୍ଚଳିକ ସମ୍ପାଦକ ସ୍ପଷ୍ଟିକରଣ ରଖି କହିଛନ୍ତି, ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଅନେକ ଥର ଗଜପତି ମହାରାଜ, ତକ୍ରାଳୀନ…