Daily Archives

June 3, 2023

ମମତା-ଅଶ୍ୱିନୀ କଥା କଟାକଟି, ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ମମତା

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହି ସମୟରେ ମୃତ୍ୟୁସଂଖ୍ୟାକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମମତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ମମତା କହିଥିଲେ, ସ୍ଥାନୀୟ ଲୋକ କହୁଛନ୍ତି, ଏହି ଦୁର୍ଘଟଣାରେ…

ସାରାଦେଶରୁ ଛୁଟୁଛି ସମବେଦନାର ସୂଅ । ବିଭିନ୍ନ ମହଲରେ ଶୋକ ପ୍ରକାଶ

କନକ ବ୍ୟୁରୋ : ମତେ ରକ୍ଷାକର, ମତେ ବଂଚାଅ । ଆର୍ତ ଚିତ୍କାରରେ ଥରହର ହେଉଥିଲା ବାହାନଗା ରେଳଷ୍ଟେସନ । କେହି ଭାବି ନଥିଲେ ଅନେକଙ୍କ ପାଇଁ ଏହି ରେଳ ଯାତ୍ରା ଅନ୍ତିମ ଯାତ୍ରା ହେବ ବୋଲି । ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା କଥା ଭାବିଲେ…

ଅଧାବାଟରେ ବଦଳିଥିଲା ବଗି, ବଞ୍ଚିଗଲା ୧୧୦ ତୀର୍ଥଯାତ୍ରୀଙ୍କ ଜୀବନ

କନକ ବ୍ୟୁରୋ : କଥାରେ ଅଛି ରଖେ ହରି ତ ମାରେ କିଏ । ଏହି କଥାକୁ ବର୍ତମାନ ସେହିମାନେ ବେଶ ଭଲଭାବେ ଅନୁଭବ କରିପାରୁଥିବେ ଯେଉଁମାନେ ଶୁକ୍ରବାର ଭୟାବହ ରେଳ ଦୁର୍ଘଟଣାରେ ବର୍ତି ଯାଇଛନ୍ତି । । ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ବ୍ୟକ୍ତି ଯେତେବେଳେ ଅଙ୍ଗେନିଭା କଥା ବଖାଣୁଛନ୍ତି ସେତେବେଳ…

ଜାଣନ୍ତୁ ଦେଶରେ କେବେ ଓ କେଉଁଠି ହୋଇଥିଲା ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ?

କନକ ବ୍ୟୁରୋ : ବାହାନଗାରୁ ଆସୁଛି ବେଦନା ଓ କୋହଭରା ଚିତ୍ର । ଲୁହା, ଲୁହ ଓ ଲହୁ ହୋଇଯାଇଛି ଏକାକାର । ଭୟାବହ ରେଳ ଦୁର୍ଘଟଣାରେ ଚାଲିଯାଇଛି ଅନେକଙ୍କ ଜୀବନ ନେଇଛି । । ତେବେ ଭାରତରେ ରେଳ ଦୁର୍ଘଟଣା ଯେତିକ ଲମ୍ବା ସେତିକି ବିଭତ୍ସ । ବିହାର ରେଳ ଦୁର୍ଘଟଣାକୁ ଦେଶର ସବୁଠୁ ବଡ ଦୁର୍ଘଟଣା…

‘କରମଣ୍ଡଳ’ର କଳା ଇତିହାସ, ଜାଣନ୍ତୁ କେବେ ଓ କେଉଁଠି ହୋଇଥିଲା ଦୁର୍ଘଟଣା

କନକ ବ୍ୟୁରୋ : ପୂର୍ବରୁ ଅନେକ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି । କେବେ ଟ୍ରେନ ଆପେ ଆପେ ଲାଇନଚ୍ୟୁତ ହୁଏ ତ କେବେ ଅନ୍ୟ ଟ୍ରେନ ସହ ଧକ୍କା ହୋଇଥାଏ । କୈାଣସି ଯାନ୍ତ୍ରିକ ତ୍ରୁଟି ହେଉ କି ମାନବିକ ତ୍ରୁଟି ଟ୍ରେନ ଦୁର୍ଘଟଣା ସବୁବେଳେ ଅମାପ ଧନଜୀବନ ହାନି ଘଟାଇଛି । ଦେଶର ଗୁରୁତ୍ୱପୂର୍ଣ୍ଣ…

ଏକବିଂଶ ଶତବ୍ଦୀର ସବୁଠୁ ବଡ ଦୁର୍ଘଟଣା। ଗଲାଣି ୨୮୮ ଲୋକଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ଅଧିକ ଥିବା କହିଲେ…

କନକ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଏକବିଂଶ ଶତାବ୍ଦିର ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା ଘଟିଛି । ଯେଉଁ ଦୁର୍ଘଟଣା ସାରାଦେଶକୁ ସ୍ତବ୍ଧ କରିଦେଇଛି । କିନ୍ତୁ ଏହି ଦୁର୍ଘଟଣାରେ ପ୍ରକୃତରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଗୋଟିଏ ପଟେ ସରକାରୀ ତଥ୍ୟ, ଆଉ ଗୋଟିଏ…