Daily Archives

June 7, 2023

ମନ୍ତ୍ରୀଙ୍କୁ ଶାସକ ଦଳ ବିଧାୟକଙ୍କ ଚିଠି: ବିଜୁଳି ସମସ୍ୟାର କରାଯାଉ ସ୍ଥାୟୀ ସମାଧାନ 

କନକ ବ୍ୟୁରୋ: ଅସହ୍ୟ ଗରମର ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବାବେଳେ, ଅଘୋଷିତ ବିଜୁଳି କାଟ ଯୋଗୁଁ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ରାତି ଅଧରେ ଘଂଟା ଘଂଟା ଧରି ବିଦ୍ୟୁତ୍ କଟିବାରୁ ଦେଖିବାକୁ ମିଳିଛି ଏମିତି ଅସନ୍ତୋଷ । ପ୍ରତିବାଦ କରିଛନ୍ତି ଉପଭୋକ୍ତା । ବହୁ ସଂଖ୍ୟାରେ…

ସ୍ୱାମୀ ମୃତ କହି ସହାୟତା ରାଶି ହାତେଇବାକୁ ସ୍ତ୍ରୀଙ୍କ ଷଡ଼ଯନ୍ତ୍ର: ପୁଲିସର ଖୋଳତାଡ଼ ପରେ ଚମ୍ପଟ ମାରିଲେ ଗୀତାଂଜଳି

କନକ ବ୍ୟୁରୋ: ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାଠାରୁ ଅଧିକ ଚର୍ଚ୍ଚା କଟକ ମାଣିଆବନ୍ଧ ଅଂଚଳର ମହିଳାଙ୍କୁ ନେଇ । କୁହାଯାଉଛି ଟ୍ରେନ୍ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା କହି ସହୟତା ଟଙ୍କା ହଡପ କରିବାକୁ ଷଡଯନ୍ତ୍ର କରିଥିଲେ…

ଡରାଇଲାଣି ହରଡ଼ ଡାଲି ଦର: ୬ ମାସରେ ବଢିଲାଣି ୪୦ ଟଙ୍କା

କନକ ବ୍ୟୁରୋ: ଡରାଉଛି ଡାଲି ଡର, ଚିନ୍ତାରେ ଖାଉଟି । ଡାଲି ଭିତରେ ସବୁଠୁ ଅଧିକ ଚାହିଦା ଥିବା ହରଡ ଡାଲିର ଦର ୬ମାସ ଭିତରେ ୪୦ଟଙ୍କା ବଢିଲାଣି । ଜାନୁଆରୀରେ ହରଡ ଡାଲିର ମୂଲ୍ୟ ୧୦୦ ଟଙ୍କା ଥିଲା । ପରେ ଏହା ବଢି ଜୁନ ମାସରେ ୧୪୦ ଟଙ୍କାରେ ପଂହଚିଛି । ଡାଲି ଦର ବଢ଼ିବା ପାଇଁ ସରକାରଙ୍କ…

ରେଳ ଦୁର୍ଘଟଣାର ସେହି କାଳରାତି: ଦୁର୍ଘଟଣା ପରେ ଏବେ ମୃତଦେହ ପାଉନାହାନ୍ତି ପରିବାର

କନକ ବ୍ୟୁରୋ: ବିବାହର ମାସେ ନପୁରୁଣୁ ଆଶା ଆଶଙ୍କାରେ ବିହାରର ଅଖିଳେଶଙ୍କ ପରିବାର । ଗତ ମାସ ୭ତାରିଖରେ ହସଖୁସିରେ ସରିଥିଲା ବିବାହ, ଆଉ ଘର ଲୋକଙ୍କ ସହ କିଛି ସମୟ ବିତାଇବା ପରେ ପୁଣି ନିଜ କର୍ମସ୍ଥଳକୁ ଫେରିଯାଉଥିଲେ ବିହାରର ଅଖିଳେଶ । ଏହାରି ଭିତରେ ଟ୍ରେନ ଦୁର୍ଘଟଣା ସବୁକିଛି ଓଲଟ ପାଲଟ…

ଗୋଟିଏ ଶବ, ହେଲେ ଏକାଧିକ ଦାବିଦାର: ବାପା ପହଁଚିବା ପୂର୍ବରୁ ପୁଅର ଶବ ଆଉ କିଏ ନେଇ ଯାଇଥିବା ଅଭିଯୋଗ

କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣାକୁ ୬ଦିନ ବିତିଥିବା ବେଳେ ଗୋଟିଏ ପରେ ଗୋଟିଏ କରୁଣ କାହାଣୀ ସାମ୍ନାକୁ ଆସୁଛି । ଆତ୍ମୀୟ ସ୍ୱଜନଙ୍କୁ ଖୋଜି ଖୋଜି କିଏ ପଶ୍ଚିମବଙ୍ଗରୁ ଆସିଛି ତ ପୁଣି କିଏ ବିହାରରୁ ଧାଇର୍ଁଆସିଛି । ହେଲେ ବିଡମ୍ବନା ହେଉଛି ଏମ୍ସରେ ପହଂଚିବା ପରେ ଅନେକ ଲୋକଙ୍କୁ ନିଜ ପରିବାର…

ସତ ବାହାର କରିବାକୁ ସିବିଆଇର କସରତ: ଦ୍ୱିତୀୟ ଦିନରେ ବାହାନଗାରେ ସିବିଆଇର ୧୦ ଜଣିଆ ଟିମର ଛାନଭିନ୍ 

କନକ ବ୍ୟୁରୋ: ବାହାନଗା ଷ୍ଟେସନର ପ୍ୟାନେଲ୍ ଭିତରକୁ ଯାଇ ଛାନଭିନ କରିଛି । ଡାଟା ଲଗର ଓ ବିଭିନ୍ନ କାଗଜପତ୍ରର ଯାଂଚ କରାଯିବା ସହ ଦୁର୍ଘଟଣା ଦିନ ଦାୟିତ୍ୱରେ ଥିବା ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତ ପରିସରକୁ ନିଆଯାଇଛି । ସେପଟେ ସିବିଆଇ ଏଫଆଇଆରରେ କାହିିଁକି ଷଡଯନ୍ତ୍ର ଦଫା…