Daily Archives

May 24, 2023

ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ବି-ଟେକ୍ ଛାତ୍ର। କୋରାପୁଟ ନନ୍ଦପୁରର ୩ ଜଣ ଛାତ୍ରଙ୍କୁ ଗିରଫ କଲା ପୁଲିସ

କନକ ବ୍ୟୁରୋ: ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଛାତ୍ର । କୋରାପୁଟ ନନ୍ଦପୁରରୁ ତେଲେଙ୍ଗାନାକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଗିରଫ ହୋଇଛନ୍ତି ତିନି ଜଣ ଛାତ୍ର । ତେଲେଙ୍ଗାନା ରାଜ୍ୟର ୨ ଜଣ ବି-ଟେକ୍ ଛାତ୍ର ଓ ଜଣେ ଏମବିଏ ଛାତ୍ରଙ୍କୁ ଗିରଫ କରାଯାଇଛି । ଏମାନେ ଏକ କାର ଯୋଗେ ନନ୍ଦପୁରରୁ…

ରାଜ୍ୟରେ ଡାକ୍ତରଖାନାର ଭିତିରି କଥା। ଡାକ୍ତର ନାହାନ୍ତି, ରୋଗୀ ହିନସ୍ତା

କନକ ବ୍ୟୁରୋ: କେଉଁଠି ରୋଗୀ ବାରଣ୍ଡାରେ ପଡିଛନ୍ତି ତ ଆଉ କେଉଁଠି ଡାକ୍ତରଙ୍କୁ ଅପେକ୍ଷା କରିଛନ୍ତି । ଡାକ୍ତରଙ୍କ ଦେଖା ନଥିବା ବେଳେ ରୋଗୀଙ୍କୁ ଜଗି ରହିଛନ୍ତି ସମ୍ପର୍କୀୟ । ତେବେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଅଭାବ ନେଇ ଖବର ଆସୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ସଚିବ…

ମୁଣ୍ଡଳି ଟୋଲଗେଟ୍ ଆକ୍ରମଣରେ ବର୍ତ୍ତିଲେ ନାହିଁ ମହିଳା ପର୍ଯ୍ୟଟକ। ମହିଳାଙ୍କୁ ଠେଙ୍ଗା ଓ ପ୍ଲାଷ୍ଟିକ ପାଇପରେ ମାଡ…

କନକ ବ୍ୟୁରୋ: ମୁଣ୍ଡଳି ଟୋଲ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ତତ୍ପରତା ପ୍ରକାଶ କରିଛନ୍ତି ସରକାର । ସ୍ୱତନ୍ତ୍ର ବସରେ ପର୍ଯ୍ୟଟକଙ୍କୁ ଛତିଶଗଡ ପଠାଇଛନ୍ତି । ଟୋଲ ଗେଟରେ ଛତିଶଗଡ ପର୍ଯ୍ୟଟକଙ୍କ ସହ ଟୋଲଗେଟ୍ କର୍ମଚାରୀଙ୍କ ମାରପିଟରେ ବାଦପଡିଲେ ନାହିଁ ମହିଳା ପର୍ଯ୍ୟଟକ । ଆକ୍ରମଣକାରୀମାନେ…

ହଠାତ୍ ଘରେ ଲାଗିଗଲା ନିଆଁ, ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ଥିବା ସାମଗ୍ରୀ

କନକ ବ୍ୟୁରୋ: ବିଧବା ମାଆର ସ୍ୱପ୍ନକୁ ଜାଳିଦେଲା ନିଆଁ । ଝିଅ ବାହାଘର କରିବା ପାଇଁ ଘରେ କେତେ କଣ ସାଇତି ରଖିଥିଲେ ଜଣେ ମାଆ । ଆଉ ଦିନ କେଇଟା ପରେ ଝିଅର ବାହାଘର କରିଥାନ୍ତେ, ହେଲେ ତା ଆଗରୁ ସବୁ ପୋଡି ଅଙ୍ଗାର ହୋଇଯାଇଛି । ଘରେ ନିଆଁ ଲାଗି ଯିବା ପରେ ଭାଙ୍ଗିପଡିଛନ୍ତି କେନ୍ଦୁଝର ଜିଲ୍ଲା…

ଅଦିନିଆ ଝଡ ଯୋଗୁଁ ରାୟଗଡାରେ ଅଟକିଲା ଟ୍ରେନ। ପାସେଞ୍ଜର ଟ୍ରେନ ଇଞ୍ଜିନ ଉପରେ ଉପୁଡି ପଡିଲା ତେନ୍ତୁଳି ଗଛ

କନକ ବ୍ୟୁରୋ: ଟ୍ରାକରେ ଟ୍ରେନ୍ ଅଟକାଇ ଦେଲା ଅଦିନିଆ ଝଡ । ଆଜି ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ହଠାତ୍ ଝଡତୋଫନ ହେବାରୁ ବିଶାଖାପାଟଣା-କୋରାପୁଟ ପାସେଞ୍ଜର ଟ୍ରେନ ଅଟକି ଯାଇଥିଲା । ଟ୍ରେନ ଇଞ୍ଜିନ୍ ଉପରେ ତେନ୍ତୁଳି ଗଛ ପଡିଯିବାରୁ ରାୟଗଡା ଜିଲ୍ଲା ବିସିଙ୍ଗପୁର ରୋଡ୍ ଠାରେ ଟ୍ରେନଟି…

ଉତ୍ତରାଖଣ୍ଡରୁ ଦିଲ୍ଲୀକୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ…

କନକ ବ୍ୟୁରୋ: ଉତ୍ତରାଖଣ୍ଡକୁ ମିଳିବାକୁ ଯାଉଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବାକୁ ଯାଉଛନ୍ତି । ଏହି ଟ୍ରେନ ଡେରାଡୁନରୁ ଦିଲ୍ଲୀ ମଧ୍ୟରେ ଚାଲିବ ।…