Daily Archives

May 24, 2023

ଆଇପିଏଲ ପ୍ଲେ ଅଫରୁ ବାଦ୍ ପଡିବା ପରେ ଆସିଲା ବିରାଟଙ୍କ ପ୍ରତିକ୍ରିୟା । କହିଲେ, ସମସ୍ତଙ୍କୁ ଧନ୍ୟବାଦ,…

କନକ ବ୍ୟୁରୋ : ଗୁଜୁରାଟ ବିପକ୍ଷରେ ଶେଷ ଲିଗ୍ ମ୍ୟାଚରେ ପରାଜିତ ହେବା ସହ ବାଙ୍ଗାଲୋରର ଆଇପିଏଲ ଟ୍ରଫି ଜିତିବା ସ୍ୱପ୍ନ ପୁଣିଥରେ ଭାଙ୍ଗିଛି । ତେବେ ଏହି ପରାଜୟ ପରେ ପ୍ରଥମଥର ପାଇଁ କିଙ୍ଗ କୋହଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କୋହଲି କହିଛନ୍ତି, ଆରସିବି ଟିମ୍ ୨୦୨୩ରେ ନିରାଶଜନକ…

ସୁଶାନ୍ତ ସିଂହଙ୍କ ବୟାନକୁ ନେଇ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା। କହିଲେ, ନେତାଙ୍କୁ ଖୁସି ପାଇଁ ଦେଇଛନ୍ତି ବୟାନ

କନକ ବ୍ୟୁରୋ: ଆସନ୍ତା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେଡିର ବିପୁଳ ବିଜୟ ନେଇ ସୁଶାନ୍ତ ସିଂହଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ବିଜେପି ନେତା ପ୍ରଦୀପ ପୁରୋହିତ । ବିଜୁ ଜନତା ଦଳର ନେତାଙ୍କୁ ଖୁସି କରିବାକୁ ସୁଶାନ୍ତ ଏପରି ବକ୍ତବ୍ୟ ଦେଇଥିବା ପ୍ରଦୀପ କହିଛନ୍ତି । ପଶ୍ଚିମ…

କଟକ ମେୟରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ: ସିଏମସି କାଉନସିଲର ବୈଠକରେ କଂଗ୍ରେସ କର୍ପୋରେଟରଙ୍କ ହଟ୍ଟଗୋଳ

କନକ ବ୍ୟୁରୋ: କଟକ ମେୟରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । ସିଏମସି କାଉନସିଲ ବୈଠକ ଆରମ୍ଭରୁ ଦୁର୍ନୀତି ଅଭିଯୋଗ ଆଣି କଂଗ୍ରେସ କର୍ପୋରେଟର ହଟ୍ଟଗୋଳ କରିଥିଲେ । ସରକାରୀ ଅର୍ଥର ଅପବ୍ୟବହାର ନେଇ କଂଗ୍ରେସ କର୍ପୋରେଟର ହଟ୍ଟଗୋଳ କରିଥିଲେ । ସରକାରୀ ଅର୍ଥରେ ମୋ ୱାର୍ଡ ଅଭିଯାନ କଲେ ଏଥିରେ…

ପ୍ରଧାନମନ୍ତ୍ରୀ କରିବେ ନୂଆ ସଂସଦ ଭବନର ଉଦଘାଟନ, ଜାଣନ୍ତୁ ସମ୍ବିଧାନରେ କଣ ରହିଛି ବ୍ୟବସ୍ଥା

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୮ ତାରିଖରେ ନୂଆ ସଂସଦ ଭବନର ଉଦଘାଟନ କରିବେ । ବିରୋଧୀ ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି । ବିରୋଧୀ ଦାବି କରିଛନ୍ତି ଯେ, ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନକରି ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଉ…

ଜୁଲାଇ ୩ରୁ ୮ ଯାଏଁ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ମେ ୨୬ରୁ ଫର୍ମ ଫିଲଅପ

କନକ ବ୍ୟୁରୋ: ଜୁଲାଇରେ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ ୩ରୁ ୮ ଯାଏଁ ପରୀକ୍ଷା ଆୟୋଜନ କରାଯିବ । ମେ ୨୬ରୁ ଜୁନ ୧ ଯାଏଁ ସପ୍ଲିମେଣ୍ଟାରୀ ଫର୍ମ ଫିଲଅପ କରିପାରିବେ ଛାତ୍ରଛାତ୍ରୀ । ଏନେଇ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା ବଦଳିଥିଲେ ମଧ୍ୟ…

ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷା

କନକ ବ୍ୟୁରୋ: ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା । ପୂର୍ବପରି ବର୍ଷ ଶେଷରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଏଣିକି କେବଳ ଦଶମ ବୋର୍ଡ ଗୋଟିଏ ପରୀକ୍ଷା ହେବ । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ହେବ ନାହିଁ । ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା…