Daily Archives

May 16, 2023

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ । କହିଲେ, ସରକାରକୁ ବାଧୁଛି ଶଶିକଳା ସିଣ୍ଡ୍ରୋମ । ଅପରାଜିତା ମୋ…

କନକ ବ୍ୟୁରୋ: ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ଭଉଣୀ ବୋଲି ସମ୍ବୋଧନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ଅନୁଷ୍ଠିତ ରୋଜଗାର ମେଳା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ସରକାରକୁ ବାଧିଲା ଶଶିକଳା ସିଣ୍ଡ୍ରୋମ୍ । ତେଣୁ…

କାଳବୈଶାଖୀର ପ୍ରକୋପ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ଏପଟେ ମୌସୁମୀ ଆସିବା ବିଳମ୍ବ ନେଇ ଆକଳନ କଲା ପାଣିପାଗ ବିଭାଗ…

କନକ ବ୍ୟୁରୋ: ଆଜି ସାଢେ ୨ଟା ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରାର ରେକର୍ଡ ହୋଇଛି । ୪୩ ଡିଗ୍ରୀ ସହ ସମ୍ବଲପୁର ଓ ଝାରସୁଗୁଡା ସର୍ବାଧିକ ଉତପ୍ତ ସହର ପାଲଟିଥିବା ବେଳେ ହୀରାକୁଦରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିଲା । ଏଥିସହ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥିବାରୁ ଦିନତମାମ ଗୁଳୁଗୁଳି…

ଅଡୁଆରେ ପୂର୍ବତନ ମନ୍ତ୍ରୀ ଶଶୀ ବେହେରା । ବୋହୂକୁ ଯୌତୁକ ମାଗୁଛନ୍ତି ବିଧାୟକଙ୍କ ପରିବାର । ଥାନାରେ ଅଭିଯୋଗ କଲେ…

କନକ ବ୍ୟୁରୋ: ବୋହୁକୁ ଯୌତୁକ ମାଗୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶଶୀ ଭୂଷଣ ବେହେରା । ଏଭଳି ଅଭିଯୋଗ ଆଣିଛନ୍ତି ଶଶୀଭୂଷଣ ବେହେରାଙ୍କ ବୋହୁ ରୋନାଲି । ଏପରିକି ବାଙ୍କୀ ଥାନାରେ ନିଜର ସ୍ୱାମୀ, ଶାଶୁ, ନଣନ୍ଦ ଓ ମାଉସୀ ଶାଶୁଙ୍କ ନାଁରେ ଏତଲା ଦେଇଛନ୍ତି । ସେପଟେ ବୋହୂ ରୋନାଲିଙ୍କ…

ସ୍ତ୍ରୀକୁ ନିର୍ଯାତନା ଦେଉଥିଲେ ଅର୍କେଶ ? ନିର୍ବାଚନ ସମୟରେ ମାଗିଥିଲେ ଶହେ କୋଟି । ଅର୍କେଶଙ୍କ ନାଁ ରେ ଅଭିଯୋଗ ଆଣିଲେ…

କନକ ବ୍ୟୁରୋ: ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛି ବଲାଙ୍ଗୀର ରାଜ ପରିବାର । ରାଜ ପରିବାର ସଦସ୍ୟ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ, ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଅଦ୍ରିଜା । ସ୍ୱାମୀ ଅର୍କେଶ ତାଙ୍କୁ ନିର୍ଯାତନା ଦେଉଥିବା…

ସରକାରୀ ଟଙ୍କା ହରିଲୁଟ୍ କରିବାର ନୂଆ ତରିକା । ବିନା ଫଳକରେ କାମ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ଠକ ଠିକାଦାର ।

କନକ ବ୍ୟୁରୋ: କଂକ୍ରିଟ୍ ତଳୁ ବାହାରିଲା ବାଲି ବସ୍ତା । ସରକାରୀ ଟଙ୍କା ହରିଲୁଟ୍ କରିବାର ନୂଆ ତରିକା । ବିନା ଫଳକରେ କାମ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ବିଭାଗୀୟ ଅଧିକାରୀ । କଂକ୍ରିଟ କାନ୍ଥରୁ ବାଲି ବସ୍ତା ବାହାରିବା ପରେ ପଦାକୁ ଆସିଛି କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟରେ…

ଓଡିଶା ପିଉଛି ପଡିଶା ପାଣି । ପାଣି ପାଇଁ ଆନ୍ଧ୍ରପ୍ରଦେଶ ଝରଣା ଉପରେ ନିର୍ଭରଶୀଳ ଓଡିଶାର ଆଦିବାସୀ ବହୁଳ ଗାଁ ।

କନକ ବ୍ୟୁରୋ: ତାତି ଯେତିକି ବଡ଼ୁଛି ପାଣି ପାଇଁ ସେତିକି ଡ଼ହକ ବିକଳ ହେଉଛନ୍ତି ସୀମାନ୍ତବାସୀ । ନା ଅଛି ପାଇପ ପାଣିର ସୁବିଧା, ନା ଅଛି ବସୁଧା ଯୋଜନା । ଗାଁରେ ନଳକୂପ ବି ନାହିଁ । ତେଣୁ ପିଇବା ପାଣି ପାଇଁ ଚାଲିବାକୁ ପଡ଼ୁଛି ଏକ କିମି ରାସ୍ତା । ଗାଁ ଠାରୁ ଏକ କିଲୋମିଟର ଯିବା ପରେ ମିଳୁଛି…