Daily Archives

May 16, 2023

ବିକାଶ ଦେଖିନି ବଣ୍ଡାଘାଟିର ଗାଁ । ଉନ୍ନତିର ବାଟ ଫିଟାଇନି ପ୍ରଶାସନ । ବ୍ଲକ ଅଧ୍ୟକ୍ଷଙ୍କୁ କୈଫତ୍ ମାଗିଲେ ଘାଟି ମଣିଷ

କନକ ବ୍ୟୁରୋ: ଦଶନ୍ଧି ଦଶନ୍ଧି ପରେ ମଧ୍ୟ ମୌଳିକ ସୁବିଧାଠାରୁ ମାଇଲ ମାଇଲ ଦୂରରେ ଘାଟି ମଣିଷ । ପାହାଡି ଇଲାକା ଗାଁ ପାତ୍ରପୁଟ । ଏଠି ସୁଯୋଗ ନାହିଁ କି ପ୍ରଶାସନର ପ୍ରତିଛବି ନାହିଁ । ଗାଁରେ ଅଧିକାରୀଙ୍କ ପାଦ ପଡୁଛି ହେଲେ ପାହାଡି ଗାଁର ପରିସ୍ଥିତିକୁ ବଦଳାଇ ପାରୁନାହାନ୍ତି ସରକାରୀ ବାବୁ…

ଏମିତି ଗାଁ, ଯେଉଁଠି ଚାଲିବନି ଭାରତର ନିୟମ । କେନ୍ଦ୍ର କି ରାଜ୍ୟର କାହାରି ନିୟମ ମାନିବାକୁ ନାରାଜ ଗ୍ରାମବାସୀ ।

କନକ ବ୍ୟୁରୋ: ନିଜ ଗାଁରେ ଚାଲିବ ନିଜ ଶାସନ । ଗାଁରେ ଚଳିବ ନାହିଁ ସମ୍ବିଧାନର ଆଇନ୍ କାନୁନ୍ କି ଗ୍ରାମବାସୀ ମାନିବେ ନାହିଁ କେନ୍ଦ୍ର କି ରାଜ୍ୟ ସରକାରଙ୍କ ନୀତି ନିୟମ । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ଗାଁରୁ ଆସିଛି ବିଛିନ୍ନତାବାଦୀ ମାନସିକତାର ସାଘାଂତିକ ଚିତ୍ର । ଦେଶ…

ଅସହାୟଙ୍କ ପାଇଁ ‘ଓଡିଶା ମୋ ପରିବାର’ ହେଲା ସହାୟ, ଅସହାୟ ମହିଳାଙ୍କ ଶବ ସତ୍କାର କଲା ସଂଗଠନ

କନକ ବ୍ୟୁରୋ : ଅଧାରାତି ରେ ୫୦ ବର୍ଷୀୟା ରଞ୍ଜନା ମାର୍ଥା ଙ୍କ ଶେଷକୃତ୍ୟ କାର୍ୟ୍ୟରେ ସହଯୋଗ ର ହାତ ବଢ଼ାଇଛି ଓଡ଼ିଶା-ମୋ ପରିବାର। ବହୁଦିନ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା, ତାଙ୍କର ପୁଅ ଓ ବୋହୂ ସୁନ୍ଦରପଦା ରେ ରହି ଆସୁଥିବା ବେଳେ ସେ ଏକାକୀ ବଡଗଡ ଅଞ୍ଚଳରେ ବାସ କରୁଥିଲେ।…

ବାଣ କାରଖାନାରେ ଭୟାନକ ବିସ୍ଫୋରଣ, ଚାଲିଗଲା ୭ଜଣଙ୍କ ଜୀବନ

କନକ ବ୍ୟୁରୋ : ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଏଗରା ଠାରେ ମଙ୍ଗଳବାର ଦିନ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସର ସୂଚନା ମୁତାବକ ଏହା ଏକ ବେଆଇନ ବାଣ କାରଖାନା ଥିଲା । ସେପଟେ…

ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ଜୁନ୍ ୪ ତାରିଖରେ ଛୁଇଁବ କେରଳ, ଓଡିଶାକୁ ଆସିବାରେ ମଧ୍ୟ ହେବ ବିଳମ୍ବ ।

କନକ ବ୍ୟୁରୋ: ଏଥର ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ସ୍ୱାଭାବିକ ସମୟ ଜୁନ୍ ୧ ପରିବର୍ତ୍ତର୍, ସାମାନ୍ୟ ବିଳମ୍ବରେ ମୌସୁମୀ କେରଳ ଛୁଇଁବ । ଜୁନ୍ ୪ ତାରିଖରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ସେହି ଅନୁସାରେ ଓଡିଶାକୁ ମଧ୍ୟ ବିଳମ୍ବରେ ମୌସୁମୀ ପହଁଚିବ । ବିଳମ୍ବରେ ମୌସୁମୀ…

ଯାଜପୁର ବ୍ୟାସନଗରରେ ଗହଣା ଦୋକାନରୁ ଲୁଟ୍ ଘଟଣା । ୩ ଲୁଟେରାଙ୍କ ଫଟୋ ଜାରି କଲା ପୋଲିସ ।

କନକ ବ୍ୟୁରୋ: ବ୍ୟାସନଗର ଗହଣା ଦୋକାନ୍ ଲୁଟ୍ ଘଟଣାରେ ସମ୍ପୃକ୍ତ ୩ ଲୁଟେରାଙ୍କ ଫଟୋ ଜାରି କରିଛି ପୋଲିସ । ୭ ଜଣ ଲୁଟେରାଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ଯାଜପୁର ବ୍ୟାସନଗର ସହରରେ ସେନକୋ ଗୋଲ୍ଡ ସୋରୁମରୁ ଦିନ ଦ୍ୱିପ୍ରହରରେ ସଶସ୍ତ୍ର ଡକାୟତି ହୋଇଥିଲା । ଏହାପରେ…