Daily Archives

May 2, 2023

ପୁଣି ସାମ୍ନାକୁ ଆସିଲା ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ତିକ୍ତ ସମ୍ପର୍କର ପ୍ରମାଣ, ଆଇପିଏଲ ମ୍ୟାଚ୍ ପରେ ଉଭୟଙ୍କ…

କନକ ବ୍ୟୁରୋ : ସୋମବାର ଚାଲିଥିଲା ରୟାଲ ଚ୍ୟାଲେଞ୍ଜର୍ସ ଓ ଲକ୍ଷେ୍ନø ସୁପର ଜାଏଟଂସ ମଧ୍ୟରେ ରୋମାଚଂର ମ୍ୟାଚ୍ । ଏହି ମ୍ୟାଚ୍ ଜିତିଥିଲା ୧୮ରନରେ ଜିତିଥିଲା ଆରସିବି । ତେବେ ମ୍ୟାଚ୍ ସରିବାର କିଛି ସମୟ ପୂର୍ବରୁ ପଡିଆରେ ହଠାତ ଦେଖିବାକୁ ମିଳିିଥିଲା କଳି । ଆଉ ଏହି କଳି ହୋଇଥିଲା ଆରସିବି…

୬ ତାରିଖରେ ଘୂର୍ଣ୍ଣିବଳୟ: ୮ ତାରିଖରେ ଲଘୁଚାପ, ବାତ୍ୟାକୁ ନେଇ ବଢ଼ୁଛି ଆଶଙ୍କା

କନକ ବ୍ୟୁରୋ: ଆସନ୍ତା ୬ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତୀ ୪୮ ଘଂଟାରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯିବା ପରେ, ବାତ୍ୟା ଆଶଙ୍କା ବଢ଼ିବାରେ ଲାଗିଛି । କାରଣ ପୂର୍ବରୁ, ଏକାଧିକ ଥର ମେ’ ମାସରେ…

କର୍ଣ୍ଣାଟକ ନିର୍ବାଚନୀ ପ୍ରଚାରରେ ହନୁମାନଙ୍କୁ ନେଇ ତେଜିଲା ରାଜନୀତି, ମୋଦୀ କହିଲେ ପୂର୍ବରୁ ଶ୍ରୀରାମ ଆଉ ଏବେ…

କନକ ବ୍ୟୁରୋ : କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ପତ୍ରକୁ ନେଇ ବର୍ଷିଲେ ମୋଦୀ । କର୍ଣ୍ଣାଟକ ଜନସଭାକୁ ସମ୍ବୋଧିତ କଲା ବେଳେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ପ୍ରଥମେ ପ୍ରଭୁ ଶ୍ରୀରାମଙ୍କୁ ନେଇ କଂଗ୍ରେସର ଅସୁବିଧା ହେଉଥିଲା, ଆଉ ଏବେ ଜୟ…

ମୃତ୍ୟୁଦଣ୍ଡ ପାଇଁ ଫାଶୀର ବିକଳ୍ପ ଖୋଜିବାକୁ ବିଶେଷଜ୍ଞ ଟିମ ଗଠନ କରିପାରନ୍ତି କେନ୍ଦ୍ରସରକାର । ଆଇଜନଜୀବ ରିଷି…

କନକ ବ୍ୟୁରୋ : ମୃତ୍ୟୁଦଣ୍ଡ ପାଇଁ ଫାଶୀର ବିକଳ୍ପ ଆଣିବାକୁ ଦାବିକୁ କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ମଙ୍ଗଳବାର ପୁଣି ଥରେ ଏହା ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ଆଜି କୋର୍ଟରେ ନିଜର ଜବାବ ରଖିଛନ୍ତି । ଫାଶୀର ବିକଳ୍ପ କଣ? କିଭଳି କମ…

ମହାରାଷ୍ଟ୍ର ରାଜନୀତିରେ ବଡ ହଲଚଲ, ଏନସିପି ଅଧ୍ୟକ୍ଷ ପଦ ଛାଡିଲେ ଶରଦ ପାୱାର

କନକ ବ୍ୟୁରୋ : ଯେଉଁ କଥାର ଅନୁମାନ କରାଯାଉଥିଲା ଏବେ ଠିକ ସେୟା ଘଟିଛି ମହାରାଷ୍ଟ୍ର ରାଜନୀତିରେ । ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଶରଦ ପାୱାର । କିଛି ଦିନ ପୂର୍ବରୁ ଇସାରା ଦେଇ ଶରଦ କହିଥିଲେ ୨୦୨୪ ସାଧାରଣ ନିର୍ବାଚନ ମହାଅଘାଡ଼ି ମେଂଟ ସହ ରହିବାକୁ ଆଗ୍ରହୀ କିନ୍ତୁ ଏହା…

ୟୁକ୍ରେନ ସହ ଯୁଦ୍ଧରେ ଋଷର ବଡ କ୍ଷତି, ‘୫ ମାସରେ ପ୍ରାଣ ହରାଇଲେଣି ୨୦ହଜାର ସୈନକ’

କନକ ବ୍ୟୁରୋ : ଦିନ ଯେତେ ଯେତେ ବଢିଚାଲିଛି, ରୁଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସେହିପରି ଅଧିକ ଘନେଇବାରେ ଲାଗିଛି । ୨୦୨୨ ଫେବୃୟାରୀ ୨୪ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ଏବେ ୪୩୩ ଦିନ ବିତିଲାଣି । ତଥାପି ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ଭିତରେ ଗତ ୫ ମାସ ମଧ୍ୟରେ ଯୁଦ୍ଧ ଯୋଗୁଁ ୨୦ ହଜାର…