Daily Archives

April 9, 2023

ଶିକ୍ଷକ ଚୟନରେ ଓଏସଏସସିର ଅଜବ ବ୍ୟବସ୍ଥା! ୦.୫ ପର୍ସେଣ୍ଟାଇଲ୍ ରଖି ପ୍ରିଲିମିନାରୀ ପରୀକ୍ଷାରେ ପାସ୍

କନକ ବ୍ୟୁରୋ: ଶିକ୍ଷକ ଚୟନ ଲାଗି ଓଡିଶା କର୍ମଚାରୀ ଚୟନ ଆୟୋଗ ବା ଓଏସଏସସିର ପ୍ରିଲିମିନାରୀ ବା ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ବଡ ବିତର୍କ । ପ୍ରିଲିମ ପରୀକ୍ଷାରେ ୧ ପର୍ସେଂଟାଇଲ୍ରୁ କମ୍ ସ୍କୋର କରିଥିବା ପ୍ରାର୍ଥୀ ମେନ୍ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।…

ବାବୁଙ୍କୁ ନେଇ ବିଶ୍ୱେଶ୍ୱରଙ୍କ ବିବାଦୀୟ ବୟାନ: ଅଧିକାରୀଙ୍କୁ ଡକାୟତ ସହ କଲେ ତୁଳନା!

କନକ ବ୍ୟୁରୋ: ପୁଣିଥରେ ସରକାରୀ ଅଧିକାରୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସରକାରୀ ଅଧିକାରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଅସନ୍ତୋଷ ଚର୍ଚ୍ଚାରେ ରହି ଆସିଛି । ଏପରିକି ସରକାରୀ ଅଧିକାରୀଙ୍କୁ ମାଡମାରିଥିବା ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି…

ପ୍ରେମ: ଯେତେ ପୁରୁଣା ସେତେ ଗାଢ଼। ବୟସ ବଢ଼ିଲେ କମେନି ପ୍ରେମ।

କନକ ବ୍ୟୁରୋ: ଏକ ଅତୁଟ ବନ୍ଧନର କାହାଣୀ । ଯାହାଙ୍କୁ ସାତ ଜନ୍ମର ସାଥୀ ହୋଇ ରହିବାର ପ୍ରତିଶ୍ରୁତି ଦେଇଥିଲେ । ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲେ । ସାମାନ୍ୟ ଖରାଟିକିଏ ପାଇଁ କେମିତି ଏକୁଟିଆ ଛାଡ଼ି ଦେଇଥାନ୍ତୋ । ଖରା ହେଉ କି ବର୍ଷା, ସୁଃଖ ହେଉ କି ଦୁଖ । ସବୁ ସମୟରେ ପତ୍ନୀ ପାଖରେ ଠିଆ…

ଦେଶରେ ବଢିଛି ବାଘ ସଂଖ୍ୟା: ଭାରତରେ ଏବେ ୩ ହଜାରରୁ ଅଧିକ ବାଘ

କନକ ବ୍ୟୁରୋ: ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ଦେଶରେ ବଢିଛି ବାଘ ସଂଖ୍ୟା । ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ କର୍ଣ୍ଣାଟକର ମହୀଶୂରରେ ଆୟୋଜିତ ମେଗା ଇଂଭେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘଙ୍କ ନୂଆ ସଂଖ୍ୟାର ରିପୋର୍ଟ ଜାରି କରିଛନ୍ତି । ନୂଆ ହିସାବ ଅନୁସାରେ,…

ରମାଦେବୀରେ ଭୁଶୁଡିଲା ନୂଆ ପାଚେରୀ। ଦୁଇମାସ ବି ଗଲାନି ନିର୍ମାଣ କାମ।

କନକ ବ୍ୟୁରୋ: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ ବିଶ୍ୱବିଦ୍ୟାଳୟରେ ବି ହେଉଛି ନିମ୍ନମାନର କାମ । ନିର୍ମାଣର ଦୁଇମାସ ନ ହେଉଣୁ ମୁଖ୍ୟରାସ୍ତା ପଟେ ଥିବା ଏହି ପାଚେରୀ ଭାଙ୍ଗି ବିଶ୍ୱବିଦ୍ୟାଳୟ ବଗିଚାରେ ପଡିଛି । ପ୍ରାୟ ୧୦୦ ଫୁଟ ଲମ୍ବ ଓ ୧୨ ଫୁଟ ଉଚ୍ଚର ପାଚେରୀ ନିର୍ମାଣ ପାଇଁ ଲକ୍ଷ…

ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ବିଜେଡି। ମହାମାରୀରେ ୧୧୪% ବଢ଼ିଛି ୩୬ଟି ଦଳର ଆୟ।

କନକ ବ୍ୟୁରୋ: ସାମାଜିକ ସଂଗଠନ ଆସୋସିଏଟ ଅଫ୍ ଡେମୋକ୍ରାଟିକ ରିଫର୍ମ- ଏଡିଆରର ରିପୋର୍ଟ ଅନୁସାରେ ଦେଶରେ ଦ୍ୱିତୀୟ ଧନୀ ଦଳ ବିଜେଡି । ଆୟରେ ସର୍ବାଧିକ ବୃଦ୍ଧି ହୋଇଥିବା ଆଞ୍ଚଳିକ ରାଜନୈତିକ ଦଳ । ଦେଶରେ ସମସ୍ତ ୩୬ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରୁ କେବଳ ବିଜେଡିର ଆୟ ୨୫.୩୩ ପ୍ରତିଶତ ।…