Daily Archives

April 9, 2023

କେଉଁ ଦଳକୁ ମିଳିବ କେତେ ପ୍ରତିଶତ ଭୋଟ୍ ? ବିଜେପିର ଦାବି, ମିଳିବ ୫୦%ରୁ ଅଧିକ ଭୋଟ୍, ସମାନ ଦାବି କରୁଛି ଶାସକ ବିଜେଡି…

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନର ବହୁ ପୂର୍ବରୁ ଓଡ଼ିଶାରେ କେଉଁ ଦଳ କେତେ ପ୍ରତିଶତ ଭୋଟ୍ ପାଇବ ତାକୁ ନେଇ ଏବେଠୁ ଆରମ୍ଭ ହୋଇଯାଇଛି ରାଜନୀତି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ଶୀର୍ଷସ୍ଥାୟୀ ନେତାଙ୍କୁ ଭେଟି ସାକ୍ଷାତ ଆଲୋଚନା କରି ଫେରିବା ପରେ, ଆମାଗୀ…

ଘଟଗାଁରେ ମାଆ ତାରିଣୀଙ୍କ ଚଇତି ପର୍ବ: ଆଜି ମାଆଙ୍କର ସୁନାବେଶ, ଷୋଡଶ ଉପଚାରରେ ପୂଜାର୍ଚ୍ଚନା ସହିତ ଚାଲିଛି ରୀତିନୀତି

କନକ ବ୍ୟୁରୋ: ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ । ମାଆ ତାରିଣୀଙ୍କ ସୁନାବେଶ ଦଖିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ମାଜଣା, ସୁନାବେଶ, ମଙ୍ଗଳ ଆରତି, ହୋମଯଜ୍ଞ, ନାମ ସଙ୍କୀର୍ତନରେ କମ୍ପୁଛି ଘଟଗାଁ ପୀଠ । ଷୋଡଶ ଉପଚାର ପୂଜା କରାଯିବା ସହିତ ମାଆଙ୍କର ସମସ୍ତ ନୀତିମାନ କରାଯାଉଛି । ଦର୍ଶନ…

ବ୍ରହ୍ମପୁରରେ ମା’ବୁଢୀ ଠାକୁରାଣୀ ଯାତ୍ରା: ଯାତ୍ରା ଯେତିକି ପ୍ରସିଦ୍ଧ ତାଠୁ ନିଆରା ମା’ଙ୍କ ଯାତ୍ରାର ପରମ୍ପରା

କନକ ବ୍ୟୁରୋ: ରେଶମ ସହର ବ୍ରହ୍ମପୁରରେ ମା’ବୁଢୀ ଠାକୁରାଣୀ ଯାତ୍ରା । ଯାତ୍ରା ଯେତିକି ପ୍ରସିଦ୍ଧ ତାଠୁ ନିଆରା ହେଉଛି ମା’ର ଯାତ୍ରାର ପରମ୍ପରା ସବୁ । ମା’ର ଅସ୍ଥାୟୀ ପୀଠରେ ଧର୍ମ ଝଣ୍ଡା ସ୍ଥାପନା ହେବାର ପରମ୍ପରା କାହିଁ କେଉଁକାଳରୁ ରହି ଆସିଛି । ପ୍ରଥମେ ଏହି ଝଣ୍ଡା ପୂଜା କରାଯିବା ପରେ…

ଚାରିକାନ୍ଥ ଭିତରେ ନରହି ଏବେ ସ୍ୱାବଲମ୍ବୀ ମହିଳା: ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ମୋହନା ଗୋବିନ୍ଦପୁରର ଅଞ୍ଜନା ଦୋରା

କନକ ବ୍ୟୁରୋ: ନାରୀ ଆଉ ଚାରି କାଂଥ ଭିତରେ ନାହିଁ । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ଚଳାଇାବରେ ମଧ୍ୟ ସକ୍ଷମ ହୋଇପାରିଛି । ମୋହନା ଗୋବିନ୍ଦପୁରର ଏମିତି ଜଣେ ଯୁବତୀ ହେଉଛନ୍ତି ଅଂଜନା ଦୋରା । ୨୨ ବର୍ଷ ବୟସରେ ପରିବାର ଦାୟିତ୍ୱ ସମ୍ଭାଳିଛନ୍ତି । ନିଜେ ନିଜ ଗୋଡରେ ଛିଡା ହେବ ସହିତ ପୁରା…

ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ: ଝଡ ପବନରେ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭାଙ୍ଗି ପଡିଛି ଗଛ

କନକ ବ୍ୟୁରୋ: ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ । ଝଡ ପବନରେ ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ ବଡ ବଡ ଗଛ ସବୁ ଉପୁଡିଯାଇଛି । ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ଝଡପବନ ଯୋଗୁ ଗଂଜାମ ମତାଝରି ଗାଁରେ ଗଛ ଉପୁଡି ଘର ଦ୍ୱାର ଭାଙ୍ଗିଯାଇଛି । ବର୍ଷା ଝଡରେ ଗାଁରେ ଅନେକ କ୍ଷୟକ୍ଷତି ମଧ୍ୟ…

ଗୋଟିଏ ପୋଲକୁ ଦୁଇ ଦୁଇ ଥର ଉଦଘାଟନ: ପଟ୍ଟାମୁଣ୍ଡାଇ ଜେନାପାଟଣାରେ ବିଧାୟକଙ୍କୁ ବିରୋଧ କରି ପ୍ରକଳ୍ପ ଉଦଘାଟନ କଲେ…

କନକ ବ୍ୟୁରୋ: ଗୋଟିଏ ପୋଲ । ହେଲେ ଦୁଇ ଦୁଇ ଥର ହେଲା ଉଦଘାଟନ । ବିଧାୟକଙ୍କୁ ବିରୋଧ କରି ଉଦଘାଟନ କଲେ ସରପଂଚ । କେନ୍ଦ୍ରପାଡା ପଟ୍ଟାମୁଣ୍ଡାଇ ଜେନାପାଟଣାରେ ପୋଲ ଉଦଘାଟନ କାର୍ଯକ୍ରମ ଥିଲା । ଯାହାକି ରାଜନଗର ବିଧାୟକ ଉଦଘାଟନ କରିବାର ଥିଲା । ହେଲେ ନିଜ ସମର୍ଥକଙ୍କ ସହ ସେଠାରେ…