Daily Archives

April 8, 2023

ଚେହେରା ବଦଳାଉଛି, ଲୁଚି ବୁଲୁଛି: ପ୍ଲାଷ୍ଟିକ ସର୍ଜରୀ କରିଛି ଅମ୍ରିତପାଲ ସିଂ! ଭିଣ୍ଡରୱାଲାଙ୍କ ଭଳି ବଦଳାଇଛି ନିଜ…

କନକ ବ୍ୟୁରୋ: ମାର୍ଚ୍ଚ ୧୮ ତାରିଖରୁ ପୁଲିସ ଆଖିରେ ଧୁଳି ଦେଇ ଫେରାର ଅଛି ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂ । ଅମ୍ରିତ ପାଲ କେଉଁଠି ଲୁଚି ରହିଛି ତାର ଟେର ପାଉନି କେନ୍ଦ୍ରୀୟ ଯାଂଚ ଏଜେନ୍ସି ଓ ପୁଲିସ । ରାଜ୍ୟରୁ ରାଜ୍ୟ କେବେଳ ଚେହେରା ବଦଳାଇ ତ ପୁଣି କେବେ ପୋଷାକ ଏବଂ ଲୁକ ପରିବର୍ତନ…

ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା: ଦୁବାଇରୁ ଆସିଲା ହାଇଟେକ୍ ‘ଏସୟୁଭି’ କାର, ବୁଲେଟଫ୍ରୁପ କାର ରହିଛି ଅତ୍ୟାଧୁନିକ…

କନକ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ । କେବେ ବିଦେଶରୁ ଧମକପୂର୍ଣ୍ଣ କଲ ଆସୁଛି ତ ପୁଣି କେବେ ଜେଲରେ ରହି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋୟୀ ଦେଉଛି ଜୀବନରୁ ମାରିଦେବାକୁ ଧମକ । ଲଗାତାର ଏଭଳି ହତ୍ୟା ଧମକ ପାଇବା ପରେ ଭାଇଜାନ ଟିକେ ସର୍ତକ…

ପାରାଦୀପରେ କିଏ ଭାଙ୍ଗିଲା ନେହେରୁ ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ? ଅବହେଳିତ ଅବସ୍ଥାରେ ପଡିବା ନେଇ ତୀବ୍ର…

କନକ ବ୍ୟୁରୋ: ପାରାଦୀପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ସହ ଅବହେଳିତ ଭାବରେ ପଡିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାରାଦୀପ ବାଲିପ୍ଲଟରେ କଳିଙ୍ଗ କର୍ଣ୍ଣଧାର ଅଫିସର ଛାତ ଉପରେ ୨୦୦୩…

ଦଣ୍ଡନାଚରେ ସେଲିବ୍ରିଟିଙ୍କ ପାଇଁ ଗଣ୍ଡଗୋଳ । ରାଣୀ ପଣ୍ଡା ଯାଇଥିବା ଗଞ୍ଜାମ ଭଞ୍ଜନଗରରେ ଉତ୍ତେଜନା, ଦୁଇ ଗୋଷ୍ଠି…

କନକ ବ୍ୟୁରୋ: ଦଣ୍ଡନାଚରେ ସେଲିବ୍ରେଟିଙ୍କ ପାଇଁ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ରାଣୀପଣ୍ଡାଙ୍କୁ ଦେଖିବା ପାଇଁ ଠେଲାପେଲା ପରେ ମାରପିଟ ଭଳି ଘଟଣା ସାମ୍ନାକୁ ଆସିଛି । ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଯୋଗୁଁ ଏକାଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ଏହା ପୂର୍ବରୁ ଜାଗର…

ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲା: ଅପହରଣକାରୀର ଧମକଭରା ଅଡିଓ ଭାଇରାଲ

କନକ ବ୍ୟୁରୋ: ଝାରସୁଗୁଡାର ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରୱାଲ ଓ ହତ୍ୟା ମାମଲାର ଅପହରଣକାରୀଙ୍କ ଧମକପୂର୍ଣ୍ଣ ଅଡିଓ ସାମ୍ନାକୁ ଆସିଛି । ସାଂଘାତିକ କଥା ହେଉଛି ଯେଉଁଦିନ ବରଗଡରେ ପୁଲିସ ସମର୍ଥଙ୍କ ମୃତଦେହ ଜବତ କରିଥିଲା, ସେହି ଦିନ ରାତିରେ ସମର୍ଥକଙ୍କ ବାପାଙ୍କୁ ଫୋନ କରି ଟଙ୍କା…

ଡିଜିଟାଲ ଲଢ଼େଇ ପାଇଁ ବିଜେଡିର ବଡ ପ୍ରସ୍ତୁତି । ନେତା, ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କ ପରେ ଟ୍ରେନିଂ ନେଲେ ଦଳୀୟ ସାଂସଦ…

କନକ ବ୍ୟୁରୋ: ସାଧାରଣ ନିର୍ବାଚନରେ ଡିଜିଟାଲ ଲଢେଇ ଲଢିବା ପାଇଁ ପ୍ରସ୍ତୁତି ହେଉଛି ଶାସକ ବିଜେଡି ଦଳ । ବିଜେଡି ନେତା, ବିଧାୟକ ଏବଂ ପର୍ଯ୍ୟବେକ୍ଷକଙ୍କ ପରେ ଆଜି ଡିଜିଟାଲ ଟ୍ରେନିଂ ନେଇଛନ୍ତି ଦଳୀୟ ସାଂସଦ । ଫେସବୁକ, ଇନଷ୍ଟାଗ୍ରାମ ଓ ଟୁଇଟର ଭଳି ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପାଖରେ…