Daily Archives

April 8, 2023

ଇତିହାସ ରଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଭାରତ-ଚୀନ ସୀମା ଆକାଶରେ ଉଡ଼ିଲେ, ସୁଖୋଇ ଯୁଦ୍ଧ ବିମାନରେ ୩୦ ମିନିଟର…

କନକ ବ୍ୟୁରୋ: ବାୟୁସେନା ପୋଷାକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସାମର ତେଜପୁର ବାୟୁସେନା ଘାଟିରୁ ଉଡାଣ ଭରିବା ପାଇଁ ପ୍ରସ୍ତୁତ ଦେଶର ପ୍ରଥମ ନାଗରିକ । ତିନି ସେନାର ସୁପ୍ରିମ କମାଣ୍ଡର ଭାବରେ, ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ବାବଦରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଏ…

ରାଜନୀତି ବଦଳୁଛି ଏମିତି । ଝାରସୁଗୁଡା ଉପନିର୍ବାଚନ ହେଭିୱେଟ୍ ତାଲିକାରୁ ବାଦ୍ ପଡିଲେ ସୁଶାନ୍ତ ସିଂ । ପ୍ରଶ୍ନ ଉଠାଇଲେ…

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ପୂରା ଦମରେ ଲାଗିପଡିଛି ବିଜେଡି । କେଉଁ ଅଞ୍ଚଳ କିଏ ସମ୍ଭାଳିବ, କିଏ କେଉଁ ଦାୟିତ୍ୱରେ ରହିବେ, ଗୋଟି ଗୋଟି କରି ନେତାଙ୍କୁ ଦାୟିତ୍ୱ ଦେଉଛି ଦଳ । ନେତା ଏବେ ନିର୍ବାଚନୀ ମୈଦାନ ମୁହାଁ ହେଲେଣି । ହେଲେ ଝାରସୁଗୁଡାରେ ପଶ୍ଚିମ ଓଡିଶାରେ ବିଜେଡିର…

ଠକ ଭାଙ୍ଗିଦେଲା ସୁନାସଂସାର: ସାଇବର ଠକେଇ ପରେ ସ୍ୱାମୀ ଦେଲେ ତଲାକ୍

କନକ ବ୍ୟୁରୋ: ଏ ଖବର ଶୁଣିଲେ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ କେନ୍ଦ୍ରାପଡା ଡେରାବିଶ ବ୍ଲକ କୁଶିଆପାଳରୁ ଆସିଛି ଏଭଳି ସମ୍ବଦେଶୀଳ ଘଟଣା । ସାଇବର ଠକେଇର ଶିକାର ସ୍ତ୍ରୀଙ୍କୁ ତଲାକ ଦେଇ ଦେଇଛନ୍ତି ସ୍ୱାମୀ । ଫୋନ କରି ତିନିଥର ତଲାକ ଦେଇଛନ୍ତି ସ୍ୱାମୀ ଶେଖ ରାଜୀଦ ।…

ରୂପ ବଦଳାଉଛି କୋଭିଡ୍ ଭାଇରସ୍: ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଥିବାବେଳେ, ସାମନାକୁ ଆସିଛି ଆଉ ଏକ ଚିନ୍ତା ଜନକ ତଥ୍ୟ । ପୁଣି ରୂପ ବଦଳାଉଛି କୋଭିଡ୍ ଭାଇରସ୍ । କୋଭିଡ୍ ଭୂତାଣୁ ଏକ୍ସବିବି - ପଏଂଟ ୱାନ ପଏଂଟ ୱାନ ସିକ୍ସ । ଓମିକ୍ରନର ଏହି ନୂଆ ପ୍ରଜାତି ଭାରତ ସମେତ ବିଶ୍ୱର ଏକାଧିକ ଦେଶରେ ଚିହ୍ନଟ…

କେନ୍ଦ୍ରାପଡ଼ାରେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଘଟଣାର ୧୦ ଦିନ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ ଜମ୍ବୁ ମେରାଇନ୍ ଥାନାରେ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶେଷରେ ପୋଲିସ ଏସଡିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତାଙ୍କ ପରିବାର । ଘଟଣାର ୯ ଦିନ ପରେ ବି କୌଣସି କାର୍ଯର୍୍ୟାନୁଷ୍ଠାନ…

ବଢୁଛି ବାଉଁଶ ମଞ୍ଜିରୁ ପ୍ରସ୍ତୁତ ହେଉଥିବା ଚାଉଳର ଚାହିଦା । ମୟୂରଭଞ୍ଜ, ବୈଶିଙ୍ଗା, ବେତନଟି ଭଳି ଦୂରଦୂରାନ୍ତରୁ…

କନକ ବ୍ୟୁରୋ: ବଢ଼ୁଛି ବାଉଁଶ ମଞ୍ଜିରୁ ପ୍ରସ୍ତୁତ ହେଉଥିବା ଚାଉଳର ଚାହିଦା । କିଲୋପ୍ରତି ଏହାର ମୂଲ୍ୟ ୮୦ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଉଁଶ ମଞ୍ଜିକୁ ଚାଉଳ ଭାବେ ବ୍ୟବହାର କରୁଛନ୍ତି ଲୋକେ । ଏହି ଚାଉଳରୁ ଭାତ, ରୁଟି, ଚକୁଳି ପିଠା, ଖିରି କରି ଖାଉଛନ୍ତି । ଏହି ଚାଉଳକୁ ଅମଳ କରିବା…