Daily Archives

April 1, 2023

ଔ’ରେ ଔରତ, ମ’ରେ ମଖନ ଭଳି ହିନ୍ଦୀ ଶବ୍ଦ । ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଯାଉଛି ତ୍ରୁଟିପୂର୍ଣ୍ଣ ବହି । ସରକାରଙ୍କ…

କନକ ବ୍ୟୁରୋ: ପିଲାଙ୍କୁ ଶିଖାଯାଉଛି ବିକୃତ ଓଡ଼ିଆ । ଓଡିଆ ବର୍ଣ୍ଣମାଳା ଶିଖିବା ପୁସ୍ତକରେ ରହିଛି ଔ’ରେ ଔରତ, ମ’ରେ ମଖନ ଭଳି ହିନ୍ଦୀ ଶବ୍ଦ । କିଛି ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଯାଉଛି ଏପରି ବହି । ସ୍କୁଲ ଗୁଡିକରେ ଏଭଳି କଦର୍ଥ ଓଡିଆ ପଢାଯାଉଥିବା ନେଇ, ସରକାରଙ୍କ ନିଘା ନାହିଁ । ଏଭଳି…

ଦୁଇ ମୁଠା ଦାନା ପାଇଁ ଡହଳ ବିକଳ ପାକିସ୍ତାନ । ମାଗଣା ଅଟା ବଣ୍ଟନ ବେଳେ ଦଳାଚକଟା, ଗଲାଣି ୧୨ଜଣଙ୍କ ଜୀବନ

କନକ ବ୍ୟୁରୋ : ଶୋଚନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଖାଦ୍ୟ ମୁଠେ ପାଇବାକୁ ଡହଳବିକଳ ହେଉଛନ୍ତି ପାକିସ୍ତାନବାସୀ । କେଉଁଠି ଖାଦ୍ୟ ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଛି ତ ଆଉ କେଉଁଠି ଖାଦ୍ୟ ମୁଠେ ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲାଣି । । ବିଭିନ୍ନ ସ୍ଥାନରେ ବିତରଣ…

ଆଜିଠୁ ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ, ବଢିଲା ପକେଟ୍ ଖର୍ଚ୍ଚ । ପ୍ରଥମ ଦିନରେ ଶହେ ଟଙ୍କା କମିଲା କମର୍ସିଆଲ ଏଲପିଜି…

କନକ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଏହାସହ ଅନେକ କେତେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଏହା ମଧ୍ୟରେ ରହିଛି ନୂଆ ଆୟକର ନିୟମ । ଏହାସହ ସୁନା ହଲମାର୍କ ଓ ଏଲପିଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନୂଆ ନିୟମ କାର୍ଯ୍ୟକାରୀ ହେବ । ନୂଆ ଟିକସ ବ୍ୟବସ୍ଥା ଡିଫଲ୍ଟ…

ପଶ୍ଚିମବଙ୍ଗ ପରେ ବିହାରରେ ହିଂସା । ନିଆଁ ଲଗାଇଲେ, ଭଙ୍ଗାରୁଜା କଲେ ଉପଦ୍ରବୀ

କନକ ବ୍ୟୁରୋ : ହିଂସାରେ ଜଳିଉଠିଲା ବିହାର । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲା ସାମ୍ପ୍ରଦାୟିକ ହିଂସା । କେଉଁଠି ଉପଦ୍ରବୀ ଗାଡି ଜାଳିଲେ ତ ପୁଣି କେଉଁଠି ନିଆଁ ଲଗାଇଲେ । କେବଳ ସେତିକି ନୁହେଁ ରାସ୍ତାରେ ଯାଉଥିବା ନୀରିହ ଲୋକଙ୍କ ମାଡ ମାରିବା ସହ ଦୋକାନରେ ପଶି ଲୁଟପାଟ କଲେ । କିଛି…

କମି ଯାଉଛି କି ଓଡିଆ ପାରମ୍ପରିକ ଖାଦ୍ୟର ଚାହିଦା? ଓଡିଆ ଲୋକଙ୍କ ପସନ୍ଦ ପାଲଟିଛି ବିରିୟାନୀ, ଚାଓମିନ, ପିଜା

କନକ ବ୍ୟୁରୋ: ଉକ୍ରଳ ଦିବସ ଅବସରରେ ଆମେ ଓଡିଆ ବୋଲି ଗର୍ବ କରୁ । ଗର୍ବ କରୁ ଆମ ଭାଷାକୁ ନେଇ । କଳା, ସଂସ୍କୃତି, ଐତିହ୍ୟ ପରଂପରାକୁ ନେଇ । ଆମର ଯାନିଯାତ, ପୁନେଇ ପରବ, ପିଠା ପଣାର ମହକ ବି ନିଆରା । ନିଆରା ଆମର ଖାଦ୍ୟ ପେୟ । ହେଲେ, ସମୟ ଚକ୍ରରେ ଆଧୁନିକତା ଯେତିକି ଆମ ଜୀବନକୁ ଧସେଇ…

ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ…

କନକ ବ୍ୟୁରୋ: ଦିଲ୍ଲୀ, ମୁମ୍ବାଇ ଭଳି ଆମ ରାଜ୍ୟରେ ବି ଗଡିବ ମେଟ୍ରୋ ଟ୍ରେନ୍ । ଓଡିଶାରେ ମେଟ୍ରୋ ଟ୍ରେନ୍ ଚଳାଇବେ ରାଜ୍ୟ ସରକାର । ଏଥିପାଇଁ ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ…