Daily Archives

April 1, 2023

କୋଟିଆ ମାଟିରୁ ଆନ୍ଧ୍ରପ୍ରଦେଶକୁ କଡ଼ା ଚେତାବନୀ ଦେଲେ କେନ୍ଦ୍ରମନ୍ତ୍ରୀ: ଗୋ-ବ୍ୟାକ୍ ନାରା ଦେଇ ଆନ୍ଧ୍ର ଅଧିକାରୀଙ୍କୁ…

କନକ ବ୍ୟୁରୋ: କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ରପ୍ରଦେଶ ନିଜର ଅଞ୍ଚଳ ବୋଲି ଦାବି କରି ଆସୁଥିବାବେଳେ, ଉକ୍ରଳ ଦିବସ ଅବସରରେ ଆନ୍ଧ୍ରକୁ ଖୋଲା ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଟିଆବାସୀଙ୍କ ମେଳରେ ଉକ୍ରଳ ଦିବସ ପାଳନ କରିବା ସହ, ଆନ୍ଧ୍ରକୁ ଚେତାବନୀ ଦେଇଛନ୍ତି ।…

ବଡି ବିଲଡରଙ୍କ ଶେଷ ଭିଡିଓ: ସନ୍ଦେହରେ ରହସ୍ୟମୟୀ ଗର୍ଲଫ୍ରେଣ୍ଡ!

କନକ ବ୍ୟୁରୋ: ବନ୍ଦଘରୁ ମିଳିଲା ବଡି ବିଲଡର ରଶ୍ମୀରଂଜନ ବିଶ୍ୱାଳଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟାକୁ ନେଇ ବଢୁଛି ସନ୍ଦେହ । ହଟାକଟା ଯୁବକଙ୍କ ଜୀବନ କେମିତି ଚାଲିଗଲା ତାହାକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଛି । ସବୁଠାରୁ ବଡ କଥା ହେଲା, ଭୁବନେଶ୍ୱର ବାଲିପାଟଣା ଥାନା ଅଧୀନ ଭାକରସାହି…

୧୦ମାସର ଜେଲଦଣ୍ଡ ପରେ ମୁକୁଳିଲେ କଂଗ୍ରେସ ନେତା ନବଜୋତସିଂ ସିଦ୍ଧୁ । କହିଲେ, ପଞ୍ଜାବକୁ ଭାଙ୍ଗିବାକୁ କରାଯାଉଛି ଯୋଜନା

କନକ ବ୍ୟୁରୋ : ପୂର୍ବତନ କ୍ରିକେଟ ଖେଳାଳୀ ତଥା କଂଗ୍ରେସ ପାର୍ଟିର ବରିଷ୍ଠ ନେତା ନବଜୋତସିଂ ସିଦ୍ଧୁ ଆଜି ଜେଲରୁ ବାହାରିଛନ୍ତି । ଜେଲରୁ ମୁକୁଳିବା ପରେ ସିଦ୍ଧୁ କହିଛନ୍ତି କି, ଯେତେବେଳେ ଦେଶରେ ଏକଛତ୍ରବାଦ ଶାସନ ଆରମ୍ଭ ହୋଇଛି ତା ବିରୋଧରେ ବିପ୍ଳବ ଜୋରଦାର ହୋଇଛି । ଏହାସହ ସେ ବିପ୍ଳବର…

ନିଖୋଜ ବ୍ୟକ୍ତିଙ୍କ ଦଶାହ ପାଳିଲେ ପରିବାର: ୧୦ ବର୍ଷ ହେଲା ନିଖୋଜ ଅଛନ୍ତି ନବରଙ୍ଗପୁର ଝରିଗାଁର ଅସମନ କଳାର

କନକ ବ୍ୟୁରୋ: ନିଖୋଜ ବ୍ୟକ୍ତିଙ୍କ ଦଶାହ ପାଳିଲେ ପରିବାର । ୧୦ ବର୍ଷ ଧରି ନିଖୋଜ ହେବା ପରେ ଘରକୁ ନଫେରିବାରୁ ପରିବାର ଲୋକ ତାଙ୍କୁ ସୁଦ୍ଧି ହୋଇଛନ୍ତି । ସୂଚନା ଅନୁସାରେ ନବରଙ୍ଗପୁର ଝରିଗାଁ ବ୍ଲକ ଧାମନଗୁଡ଼ା ଗାଁର ଅସମନ କଳାର ତାଙ୍କ ଶଳା ସହ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ ।…

କୋରାପୁଟର ସୂରିୟା କୁମାରଙ୍କ କରୁଣ କାହାଣୀ: ପିଠିରେ ହୋଇଥିବା ମାଂସ ପିଣ୍ଡୁଳାର ଅସ୍ତ୍ରୋପଚାର ପରେ କାମ କରୁନି ଗୋଡ଼

କନକ ବ୍ୟୁରୋ: ଖେଳିବା ବୁଲିବା ବୟସରେ ଅନ୍ୟ ଉପରେ ନିର୍ଭର କରି ବଂଚୁଛନ୍ତି ସୂରିୟା କୁମାର । କାରଣ ଚାଲିବା ପାଇଁ ସେ ସମ୍ପୂର୍ଣ୍ଣ ଅସମର୍ଥ । ପିଲାଦିନୁ ତାଙ୍କ ପିଠିରେ ଏକ ମାଂସ ପିଣ୍ଡୁଳା ରହିଥିଲା । ଏହାକୁ ଅସ୍ତ୍ରୋପଚାର କରିବା ପରେ ତାଙ୍କ ଆଣ୍ଠୁ ଠାରୁ ପାଦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ…

ସୁନ୍ଦରଗଡ଼ରେ ଓରାମ ସମାଜ ପକ୍ଷରୁ ଆଦିବାସୀଙ୍କ ସରହୁଲ ପୂଜା: ସାଂସ୍କୃତିକ ଶୋଭାଯାତ୍ରା ପରେ ପ୍ରକୃତିକୁ ପୂଜା କଲେ…

କନକ ବ୍ୟୁରୋ: ସୁନ୍ଦରଗଡ଼ରେ ଓରାମ ସମାଜ ପକ୍ଷରୁ ଆଦିବାସୀଙ୍କ ସରହୁଲ ପୂଜା । ଓରାମ୍ ସାଂସ୍କୃତିକ ସମାଜ ଓଡିଶା ଏବଂ ସୁନ୍ଦରଗଡ ଟାଉନ କମିଟି ପକ୍ଷରୁ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଡିଆରଡିଏ ଛକଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ପୂଜା ସ୍ଥଳକୁ ଯାଇଥିଲା ।…