Daily Archives

March 23, 2023

ଶିବସେନାର ସଂସଦୀୟ ଦଳର ନେତା ପଦରୁ ବହିଷ୍କାର ହେଲେ ସଂଜୟ ରାଉତ । ଲୋକସଭା ସାଂସଦ ଗଜାନନ କାର୍ତିକରଙ୍କୁ ମିଳିଲା ନୂଆ…

କନକ ବ୍ୟୁରୋ : ଶିବସେନାର ସଂସଦୀୟ ଦଳର ନେତା ପଦରୁ ହଟିଲେ ସଂଜୟ ରାଉତ । ତାଙ୍କ ସ୍ଥାନରେ ଲୋକସଭା ସଦସ୍ୟ ଗଜାନନ କାର୍ତିକରଙ୍କୁ ନିଯୁକ୍ତାକ କରାଯାଇଛି । ନିଯୁକ୍ତି ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କୁ ଚିଠି ଲେଖି ଅବଗତ କରାଇଲେ ମହାରାଷ୍ଟ୍ର…

ଦିଲ୍ଲୀରେ ଚାଲିଛି ପୋଷ୍ଟର ୱାର । ରାଜଧାନୀର ମୁଖ୍ୟ ସ୍ଥାନରୁ ଗଳିରେ ଲାଗିଛି ମୋଦି ଓ କେଜ୍ରିୱାଲ ବିରୋଧୀ ପୋଷ୍ଟର

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଛି ପୋଷ୍ଟର ୱାର । ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ଚାଲିଥିବା ଏହି ପୋଷ୍ଟର ୱାର ଦୁଇ ଦଳ ମଧ୍ୟରେ ଥିବା ତିକ୍ତତାପୂର୍ଣ୍ଣ ସର୍ମ୍ପକକୁ ଅଧିକ ବିବାଦର ରୂପଦେଉଛି । ବୁଧବାର ଦିଲ୍ଲୀର ସ୍ଥାନେ ସ୍ଥାନେ ମୋଦୀ ବିରୋଧୀ ପୋଷ୍ଟର ଲଗାଇ ବିଜେପି ସରକାରଙ୍କୁ…

ମିଳିଲା କି ଧାମନଗର ବିଜୟର ଭେଟି ? ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ମୁଖିଆ । ସମୀରଙ୍କ ସ୍ଥାନରେ ମନମୋହନ…

କନକ ବ୍ୟୁରୋ: ରାଜ୍ୟ ବିଜେପିର ନୂଆ ମୁଖିଆ ମନମୋହନ । ନିର୍ବାଚନ ପୂର୍ବରୁ ବିଜେପି ବଦଳାଇଲା ବ୍ରିଗେଡ୍ । ପ୍ରଥମେ କ୍ଷେତ୍ରୀୟ ପ୍ରଭାରୀ ନିଯକ୍ତ ହେବା, ବିରୋଧୀ ଦଳ ନେତା ବଦଳିବା ଓ ତା’ପରେ ହଠାତ ଦଳର ସଭାପତି ପରିବର୍ତ୍ତନ ହୋଇଛନ୍ତି । ସମସ୍ତେ ବେଶ ଆକ୍ରମଣାତ୍ନକ ନେତା ଭାବେ ଜଣାଶୁଣା ।…

ତରଳୁଛି ଗ୍ଲାସିୟର ବରଫ, ଶୁଖିଯିବ ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ, ଚିନ୍ତା ବଢ଼ାଇଲା ଜାତିସଂଘର ମହାସଚିବ ଆଣ୍ଟୋନିଓ…

କନକ ବ୍ୟୁରୋ : ସାରା ବିଶ୍ୱରେ ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତନ ଏକ ବଡ଼ ଆହ୍ୱାନ ଭାବେ ଛିଡ଼ା ହୋଇଛି । ଗତ କିଛି ବର୍ଷ ମଧ୍ୟରେ ଅନେକ ଦେଶରେ ଅତ୍ୟଧିକ ଗରମ ଓ ଅଦିନିଆ ବର୍ଷା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟ ହୋଇଛି । ଭାରତରେ ମଧ୍ୟ ଗତ କିଛି ବର୍ଷରେ ଅନେକ ରାଜ୍ୟରେ ଅଦିନିଆ ବର୍ଷା ଓ…

ଦକ୍ଷିଣ ଚୀନ ସାଗରରେ ଉତେଜନା । ଆମେରିକା ଯୁଦ୍ଧପୋତକୁ ଘଉଡାଇଲା ଚାଇନା

କନକ ବ୍ୟୁରୋ : ଦୁନିଆର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚୀନ ମଧ୍ୟରେ ନୂଆ ବିବାଦ ଦେଖାଦେଇଛି । ଆମେରିକା ବିନା ଅନୁମତିରେ ଦକ୍ଷିଣ ଚୀନ ସାଗର ନିଜର ଯୁଦ୍ଧପୋତ ଅନୁପ୍ରବେଶ କରିଥିବା ଚୀନ ଅଭିଯୋଗ କରିଛି । ଏହି ଶକ୍ତିଶାଳୀ ମିସାଇଲ ଭର୍ତି ଯୁଦ୍ଧପୋତ ଦକ୍ଷିଣ ଚୀନ ସାଗରର ପେରାସେଲ ଦ୍ୱୀପ…

ବିଧାନସଭାରେ ଆଜି ପୁଣି ଉଠିଲା ମହାନଦୀ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା କହି ଘେରିଲେ ବିରୋଧୀ 

କନକ ବ୍ୟୁରୋ: ମହାନଦୀ ପ୍ରସଙ୍ଗକୁ ନେଇ କମ୍ପିଲା ବିଧାନସଭା । ବିରୋଧୀ ବିଧାୟକ ଓ ଶାସକ ଦଳଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ପ୍ରଶ୍ନକାଳ । ବୁଧବାର ବିଜେଡି ମହାନଦୀ ପ୍ରସଙ୍ଗ ଉଠାଇଥିବା ବେଳେ ଗୁରୁବାର ଗୃହରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର…