Daily Archives

March 22, 2023

ମହାକାଶରେ ହେବ ଯୁଦ୍ଧ, ଭବିଷ୍ୟତ ପାଇଁ ରହିବାକୁ ପଡିବ ପ୍ରସ୍ତୁତ । ବାୟୁସେନା ମୁଖ୍ୟ କହିଲେ ମହାକାଶରେ ସ୍ୱତନ୍ତ୍ର…

କନକ ବ୍ୟୁରୋ : ଜଳ, ସ୍ଥଳରେ ଯୁଦ୍ଧ ଆମେ ଦେଖୁଛୁ । ଏବେ କିନ୍ତୁ ମହାକାଶରେ ଯୁଦ୍ଧ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ଯୁଦ୍ଧ ମହାକାଶରେ ଲଢାଯିବ । ମହାକାଶରେ ଲଢେଇ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ମହାକାଶରେ ସ୍ୱତନ୍ତ୍ର ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଜାରି…

ପୁଣି ମଝି ଆକାଶରେ ମୁହାଁମୁହିଁ ହେଲେ ଦୁଇ ଶକ୍ତିଶାଳୀ ରାଷ୍ଟ୍ର । ଆମେରିକା ବମ୍ବର ଲଢୁଆ ବିମାନକୁ ଘଉଡାଇଲା ରୁଷର…

କନକ ବ୍ୟୁରୋ : ମଝି ଆକାଶରେ ପୁଣି ମୁହାଁମୁହିଁ ହେଲେ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରଷିଆ । ରୁଷ ସୀମା ନିକଟରେ ପହଁଚିଥିବା ଆମେରିକାର ଶକ୍ତିଶାଳୀ ବି-୫୨ଏଚ ବମ୍ବର ଲଢୁଆ ବିମାନକୁ ତଡିଛି ରୁଷର ସୁଖୋଇ ୩୫ ଜେଟ । ରୁଷ ସୀମାରେ ଆମେରିକାର ବିମାନକୁ ଦେଖିବା ପରେ ରୁଷର ସୁଖୋଇ…

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖେନୀୟ ଅବଦାନ ପାଇଁ ୧୦୬ଜଣ ବ୍ୟକ୍ତିଙ୍କୁ ମିଳିଳା ପଦ୍ମ ସମ୍ମାନ । ମୋଟ ୧୦୬ଜଣଙ୍କୁ ପଦ୍ମ…

କନକ ବ୍ୟୁରୋ : ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ବୁଧବାର ରାଷ୍ଟ୍ରପତି ଭବନ ପରିସରରେ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି । ବର୍ଷ ୨୦୨୩ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିିଭିନ୍ନ କ୍ଷେତ୍ରରେ ଉଲ୍ଲେଖେନୀୟ ଅବଦାନ ପାଇଁ ୧୦୬ ଜଣଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ୬ ଜଣଙ୍କୁ ପଦ୍ମ ବିଭୁଷଣ…

ଫାଶୀଦଣ୍ଡର ବିକଳ୍ପ କ’ଣ? କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ…

କନକ ବ୍ୟୁରୋ: ଫାଶୀ ଦଣ୍ଡକୁ ବନ୍ଦ କରି ଆଉ କଣ ବିକଳ୍ପ ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଇପାରେ । କମ୍ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ ଫାଶୀର ବିକଳ୍ପ ଭାବରେ ଯେଉଁ ସବୁ ପଦ୍ଧତି ରହିଛି ସେ ସମ୍ପର୍କରେ କେନ୍ଦ୍ର…

ଭୁମିକମ୍ପରେ ଥରିଲା ପାକିସ୍ତାନ, ଭୂମିକମ୍ପ ଝଟକାରେ ଦୋହଲିଲା ଆଫଗାନିସ୍ତାନ

କନକ ବ୍ୟୁରୋ : ପାକିସ୍ତାନ, ଆଫଗାନିସ୍ତାନରେ ଭୁମିକମ୍ପ ଝଟକା । ଇସଲାମାବାଦ, ଲାହୋର ,ରାବଲପିଣ୍ଡି , ସିଆଲକୋଟ ଓ ପେଶାୱର ସମେତ ଆଫଗାନିସ୍ତାନ, କାଜାକିସ୍ତାନ ଓ ଚୀନ୍ରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁ ପାକିସ୍ତାନର ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି…

ଦେଶରେ ୧ହଜାର ଟପିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୧୩୪ ସଂକ୍ରମିତ ଚିହ୍ନଟ, ପ୍ରଧାନମନ୍ତ୍ରୀ ଓ…

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦେଶରେ ଭୟ ବଢାଉଛି କରୋନାର ଦୈନିକ ସଂକ୍ରମଣ । ମାର୍ଚ୍ଚ ୨ୟ ସପ୍ତାହଠୁ ଦେଶରେ ଲଗାତର କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏବେ ଦୈନିକ ସଂକ୍ରମଣ ହଜାରେ ଟିପିଛି । ଗତ ୨୪ ଘଂଟା ଭିତରେ ଦେଶରୁ ୧୧୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିନ୍ତାର…