Daily Archives

March 19, 2023

ଠପ ହେଲା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ: ଅଧାରେ ଝୁଲିଲା ବିବାଦର ଶୁଣାଣି

କନକ ବ୍ୟୁରୋ: ମହାନଦୀ ଜଳ ବିବାଦର ଶୁଣାଣୀ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଚଳିତମାସ ୧୧ରେ ଶେଷ ହୋଇଛି ।  ପୂର୍ବରୁ  ମହାନଦୀ ଜଳବିବାଦର ସମାଧାନ ଲାଗି ଗଠିତ ଟ୍ରିବ୍ୟୁନାଲର  ଅବଧି ଗୋଟିଏଥର ବଢାଇଥିଲେ ସରକାର । କିନ୍ତୁ ଏବେ ଟ୍ରିବ୍ୟୁନାଲର ଅବଧି  ବଢିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ…

ଜିଲ୍ଲାପାଳଙ୍କ ଆଖିରେ ଧୂଳି ଦେଇ ଲୁଟ୍ । ବଲାଙ୍ଗୀର ପ୍ଲାନିଂ ଅଫିସର ଦୁଇ କିରାଣୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ।

କନକ ବ୍ୟୁରୋ: ସରକାରୀ ଅଫିସରେ ଚଞ୍ଚକତା ଅଭିଯୋଗ । ଜିଲ୍ଲାପାଳଙ୍କ ଆଖିରେ ଧୂଳି ଦେଇ ପ୍ରାୟ ୫୦ ଲକ୍ଷ ଖାଇଗଲେ । ଏହି ଅଭିଯୋଗ ହୋଇଛି ବଲାଙ୍ଗୀର ପ୍ଲାନିଂ ଅଫିସର ଦୁଇ କିରାଣୀଙ୍କ ନାଁରେ । ଆନୁଷାଙ୍ଗିକ ଯୋଗ୍ୟତା ନଥାଇ ଜିଲ୍ଲାପାଳଙ୍କ ଆଖିରେ ଧୂଳି ଦେଇ ଉପରିସ୍ଥ ଅଧିକାରୀଙ୍କ ସହ ମିଶି ଏହି…

ରାଇସ ମିଲ ସାଜିଛି ଗ୍ରାମବାସୀଙ୍କ ଦୁଃଖ। ବଲାଙ୍ଗିର ସିଁତଳା ଗାଁରେ କଲବଲ କରୁଛି ପାଉଁଶ

କନକ ବ୍ୟୁରୋ: ବିଶେଷକରି ସହର ଅପେକ୍ଷା ଗାଁ ପରିବେଶ ଅଧିକ ପ୍ରଦୂଷଣ ମୁକ୍ତ ରହିଥାଏ । ଗାଁ ଗହଳିର ସବୁଜିମା ପରିବେଶ ଲୋକଙ୍କୁ ମୁକ୍ତ ବାୟୁ ଦେଇଥାଏ । ହେଲେ ବଲାଙ୍ଗିର ସିଁତଳା ବ୍ଳକ ଲାଚୁଟ୍ ଗାଁରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଗାଁ ଲୋକଙ୍କୁ କଲବଲ କରୁଛି ରାଇସ ମିଲର ପାଉଁଶ ।…

ଆସିକା ଚିନି ଶିଳ୍ପରେ ଦୁର୍ନୀତିର ଗନ୍ଧ। ମୋଲାସେସ ବିକ୍ରି ଓ ବୋତଲ କିଣାରେ ହେରଫେର ନେଇ ଅଭିଯୋଗ।

କନକ ବ୍ୟୁରୋ: ଆସିକା ଚିନି ଶିଳ୍ପରେ ଦୁର୍ନୀତିର ଗନ୍ଧ । ମଦ ବୋତଲ କିଣା ଓ ମୋଲାସେସ ବିକାରେ ଦୁର୍ନୀତି ହୋଇଥିବା ଆସିଛି ଅଭିଯୋଗ । ଗଂଜାମ ଜିଲ୍ଲା ଆସିକାର ବହୁ ପୁରୁଣା ଏହି ଚିନି ଶିଳ୍ପ । ଏବେ ଶିଳ୍ପ ବିରୋଧରେ ଆସିଛି ମଦ କାଚ ବୋତଲ କିଣାରେ ଦୁର୍ନୀତିିର ଅଭିଯୋଗ । ଏଠାରେ ତିଆରି ହେଉଥିବା…

ପରୀକ୍ଷା ହଲରେ କପିକୁ ବିରୋଧ କରି ଛାତ୍ରଙ୍କ ଧାରଣା। ବିରୋଧରେ ସ୍କୁଲ ଆଗରେ ଧାରଣା ଦେଲେ ଛାତ୍ର ।

କନକ ବ୍ୟୁରୋ: ପରୀକ୍ଷା ହଲରେ କପିକୁ ବିରୋଧ କରି ଛାତ୍ରଙ୍କ ଧାରଣା । କପି ହେଉଥିବାରୁ ଛାତ୍ର ଜଣକୁ ବିରୋଧ କରିବା ସହିତ ଶିକ୍ଷକଙ୍କୁ ଜଣାଇଥିଲେ । ହେଲେ ଏନେଇ କେହି ଶୁଣିନଥିଲେ । ଫଳରେ ବାଧ୍ୟ ହୋଇ ଦଶମ ଶ୍ରେଣୀର ଛାତ୍ର ଜଣକ ଧାରଣାରେ ବସିରହିଥିଲେ । କେନ୍ଦ୍ରାପଡା ମହାକାଳପଡା ଗୋଜାବନ୍ଧ…

ପଶ୍ଚିମାଝଡ ଯୋଗୁ କିଛି ସ୍ଥାନରେ ପବନ ସହ ହେଲା ପ୍ରବଳ ବର୍ଷା। କାଲିମେଳାରେ ଗଛ ପଡି ଭାଙ୍ଗିଲା ଘରର କାନ୍ଥ ।

କନକ ବ୍ୟୁରୋ: ପଶ୍ଚିମାଝଡ଼ ଯୋଗୁ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । କାଲିମେଳା ବ୍ଲକର ଏମପିଭି-୪୧ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୩୦ରୁ ଅଧିକ ଘର ଭାଙ୍ଗିରୁଜି ଯାଇଥିବା ବେଳେ କାନ୍ଥ ପହି ୩ଜଣ ଆହତ ହୋଇଛନ୍ତି । ଗତକାଲି ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଝଡ…