Daily Archives

March 19, 2023

ପଡିଲା ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ, ୩୫ ହଜାର କୋଟି ଟଙ୍କାର ଏହି ପ୍ରୋଜେକ୍ଟ ବନ୍ଦ କଲା ଆଦାନୀ ଗ୍ରୁପ

କନକ ବ୍ୟୁରୋ : ଆଦାନୀ ଗ୍ରୁପ ତରଫରୁ ଗୁଜରାଟର କଚ୍ଛ ଜିଲ୍ଲାରେ ଆରମ୍ଭ ହୋଇଥିବା କୋଇଲାରୁ ପଲିଭିନାଇଲ କ୍ଲୋରାଇଡ (ପିଭିସି) ପ୍ରକଳ୍ପର କାମ ବନ୍ଦ କରିଦିଆଯାଇଛି । ଆଦାନୀ ଗ୍ରୁପ ତରଫରୁ ପରିଚାଳନା ମଜବୁତ କରିବା ଓ ନିବେଶକଙ୍କ ଚିନ୍ତା କରିବା ଲକ୍ଷ୍ୟରେ ଏଭଳି କରିଥିବା କୁହାଯାଉଛି । ସୂଚନା…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ: ୧୦ ୱିକେଟରେ ପରାସ୍ତ ହେଲା ଭାରତ

କନକ ବ୍ୟୁରୋ: ଦ୍ୱିତୀୟ ଦିନିକିଆରେ ପରାସ୍ତ ହେଲା ଭାରତ । ଅଷ୍ଟ୍ରେଲିଆ ଘରୋଇ ଦଳକୁ ୧୦ ୱିକେଟରେ ପରାସ୍ତ କରିଛି । ବିଶାଖାପାଟଣାରେ ଖେଳାଯାଉଥିବା ଏହି ମ୍ୟାଚ ଭାରତ ହାରିବା ପରେ ସିରିଜ ବରାବର ହୋଇଛି । ମାତ୍ର ୧୧ ଓଭରରେ ଭ୍ରମଣକାରୀ ଦଳ ସହଜ ବିଜୟ ହାସଲ କରିପାରିଛି । ଭାରତ ପ୍ରଥମେ…

ପଳାତକ ନୀରବ ମୋଦୀର ବ୍ୟାଙ୍କ ଆକାଉଣ୍ଟ ଖାଲି, ପିଜା କିଣିବା ପାଇଁ ପାଖରେ ଆଉ ନାହିଁ ଟଙ୍କା। 

କନକ ବ୍ୟୁରୋ: ଫେରାର ହୀରା ବେପାରୀ ନୀରବ ମୋଦୀ ବର୍ତ୍ତମାନ ସବୁଠାରୁ ଖରାପ ଆର୍ଥିକ ସ୍ଥିତି ଦେଇ ଗତିକରୁଛନ୍ତି । କେବେ ଜଣେ ବିଶିଷ୍ଟ ଶିଲ୍ପପତି ଥିବା ନୀରବ ମୋଦୀ ଆଜି ପୂରା ଦେବାଳିଆ ହୋଇଯାଇଛନ୍ତି । ନୀରବ ମୋଦୀଙ୍କ ଦୁର୍ଦ୍ଦଶା ୨୦୧୯ରେ ଲଣ୍ଡନରେ ପୋଲିସ ଦ୍ୱାରା ଗିରଫ ହେବା ପରେ ଆରମ୍ଭ…

ଆସନ୍ତାକାଲି ସରୁଛି ମାଟ୍ରିକ୍ ପରୀକ୍ଷା: ଶେଷ ଦିନରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଚାଲିଛି ମାଟ୍ରିକ୍ ପରୀକ୍ଷା । ସୋମବାର ଦିନ ହେବାକୁ ଯାଉଛି ଗଣିତ ପରୀକ୍ଷା । ଗଣିତ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ କିପରି ପ୍ରସ୍ତୁତି କରିବେ, ସମସ୍ତଙ୍କର ଚିନ୍ତା ରହିଥାଏ । ଗଣିତ ବିଷୟକୁ ଅତି ଗୁରୁତର ସହ ନେଇଥାନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ୨୦ତାରିଖରେ ଗଣିତ…

ଷ୍ଟାର୍କଙ୍କ ଘାତକ ବୋଲିଂ: ୧୧୭ ରନରେ ଭାରତ ଅଲଆଉଟ, ଅଷ୍ଟ୍ରେଲିଆ ଆଗରେ ୧୧୮ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଘାତକ ବୋଲିଂ କରିଛନ୍ତି । ଫଳରେ ଭାରତ ମାତ୍ର ୧୧୭ ରନରେ ଅଲଆଉଟ ହୋଇଯାଇଛି । ଏବେ ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ୧୧୮ ରନର ବିଜୟ ଲକ୍ଷ୍ୟ ପୂରଣ କରିବାକୁ ହେବ । ଏହି…

ୟୁକ୍ରେନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି। ଭ୍ଲାଦିମିର ପୁଟିନଙ୍କ ମାରିୟୁପୋଲକୁ ସରପ୍ରାଇଜ ଭିଜିଟ।

କନକ ବ୍ୟୁରୋ: ଯୁଦ୍ଧ ଭିତରେ ୟୁକ୍ରେନ ଗସ୍ତ କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷ କବଜା କରିସାରିଥିବା ୟୁକ୍ରେନର ମାରିଓପଲରେ ପୁଟିନ ପହଞ୍ଚିଥିବା ଜଣାପଡିଛି । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହେଲିକପ୍ଟରେ ୟୁକ୍ରେନର କ୍ରିମୟାରେ ପହଞ୍ଚିବାପରେ ସେଠାରୁ ନିଜେ କାର…