Daily Archives

March 14, 2023

ରୋଗ ଶଯ୍ୟାରେ ମରଣ ସହ ସଂଘର୍ଷ କରୁଛି ସ୍ୱାମୀ । ଏପଟେ ପ୍ରେମିକକୁ ବିବାହ କଲା ସ୍ତ୍ରୀ ।

କନକ ବ୍ୟୁରୋ: ରୋଗ ଶଯ୍ୟାରେ ପଡି ମରଣ ସହ ସଂଘର୍ଷ କରୁଛି ସ୍ୱାମୀ । ଶଯ୍ୟାଶାୟୀ ସ୍ୱାମୀକୁ ଛାଡି ପ୍ରେମିକ ସହ ବିବାହ କରିଲା ସ୍ତ୍ରୀ । ଜଳେଶ୍ୱର ଛ’ମୌଜା ଅଞ୍ଚଳର ଜଣେ ମହିଳା ହସପିଟାଲ ବେଡରେ ସ୍ୱାମୀକୁ ଗୁରୁତର ଅବସ୍ଥାରେ ଛାଡି ନିଜଠାରୁ କମ୍ ବୟସ୍କ ୨୦ ବର୍ଷୀୟ ପ୍ରେମିକ ସହ ବିବାହ କରି…

ସ୍କୁଲରେ ବୁଲିଲା କଟୁରୀ । ବିଦ୍ୟାଳୟ ହତା ଭିତରେ ମାତିଲା ନିଶାସକ୍ତ ଯୁବକ ।

କନକ ବ୍ୟୁରୋ: ସ୍କୁଲରେ ପଶି ପିଲାଙ୍କୁ ଆକ୍ରମଣ । କଟୁରୀ ଧରି ଗୋଡାଇଲା ଦୁର୍ବୃତ୍ତ । କେନ୍ଦୁଝର ଭାଲିଆଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ନିଶାସକ୍ତ ଯୁବକ ପଶି ପିଲାଙ୍କୁ ଆକ୍ରମଣ କରିଥିଲା । ହାତରେ ଏକ ଧାରୁଆ କଟୁରୀ ଧରି ପିଲାଙ୍କ ସହ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଗୋଡାଇ ଆକ୍ରମଣ…

ମାଟ୍ରିକ ପିଲାଙ୍କ ପରୀକ୍ଷା ବେଳେ ବିଦ୍ୟୁତ କାଟ । ଡିବିରି ଜାଳି ପଢୁଛନ୍ତି ପିଲା

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ବେଳେ ବିଦ୍ୟୁତ କାଟ । ଡିବିରି ଆଲୁଅରେ ପାଠ ପଢୁଛନ୍ତି ପରୀକ୍ଷାର୍ଥୀ । ପରୀକ୍ଷା ଚାଲିଥିବା ବେଳେ ଏହିଭଳି ବିଦ୍ୟୁତ କାଟ ପରୀକ୍ଷାର୍ଥୀଙ୍କ ଯେମିତି ନିଦ ହଜାଇ ଦେଇଛି । ପୁରୀ କଣାସ ବ୍ଲକ ଜାଗୁଳାଇପଦର ଗାଁ ଲୋକଙ୍କ ବକେୟା ବିଲ୍ ପୈଠ ହୋଇନଥିବାରୁ ଲାଇନ୍…

ସଙ୍କଟରେ ଗଜରାଜ । ବିଭିନ୍ନ କାରଣ ଯୋଗୁ ବଢିଚାଲିଛି ହାତୀ ମୃତ୍ୟୁ ସଂଖ୍ୟା ।

କନକ ବ୍ୟୁରୋ: ହାତୀ ଓ ମଣିଷ ଲଢେଇ ଜାରି ରହିଥିବା ବେଳେ ବିଭିନ୍ନ ସମୟରେ ଭିନ ଭିନ୍ନ କାରଣ ନେଇ ମରୁଛନ୍ତି ହାତୀ । କେତେବେଳେ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଉଛି ତ, ଆଉ କେତେବେଳେ ବିଦ୍ୟୁତ ଆଘାତରୁ ହାତୀ ମୃତ୍ୟୁ ହେଉଛି । ରାଜ୍ୟରେ ହାତୀ ମୃତ୍ୟୁ ବଢିଚାଲିଥିବା ବେଳେ ଏବେ ୨ ମାସରେ ଗଲାଣି…

ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା: କେତେ ସାମ୍ବାଦିକ ହୋଇଛନ୍ତି ଉପକୃତ?

କନକ ବ୍ୟୁରୋ: ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଚଳିତ ବର୍ଷ ଏଯାଏଁ ୮,୭୧୭ ଜଣ ସାମ୍ବାଦିକଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାର ପ୍ରଚଳନଠାରୁ ଏଯାଏଁ ବୀମା କମ୍ପାନୀ ମାଧ୍ୟମରେ ୧୪୯୩ ଜଣ ସାମ୍ବାଦିକଙ୍କୁ ୮,୧୦, ୩୧,…

ସରକାରୀ ବିଜ୍ଞାପନ ବାବଦକୁ ୫ ବର୍ଷରେ ଗଣମାଧ୍ୟମକୁ ମିଳିଛି ୧୪୦ କୋଟି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ।

କନକ ବ୍ୟୁରୋ : ସରକାରୀ ଯୋଜନାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଗଣମାଧ୍ୟମକୁ ବିଜ୍ଞାପନ ଦେଇଛନ୍ତି । ଆଉ ଏଥିପାଇଁ ଗତ ୫ ବର୍ଷ ମଧ୍ୟରେ ରାଜକୋଷରୁ କୋଟି କୋଟି ଟଙ୍କା ଦିଆଯାଇଛି । ଗତ ୫ ବର୍ଷ ମଧ୍ୟରେ ବିଜ୍ଞାପନ ବାବଦକୁ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର…