Daily Archives

March 14, 2023

ରାଜଧାନୀରେ ମୁଣ୍ଡ ଟେକିଲାଣି ଆଉ ଏକ ଗ୍ୟାଙ୍ଗ: ପତିଆରା ଜମାଇବା ପାଇଁ ଖଣ୍ଡାରେ କାଟୁଛନ୍ତି କେକ୍

କନକ ବ୍ୟୁରୋ: ରାଜଧାନୀରେ ମୁଣ୍ଡ ଟେକିଲାଣି ଆଉ ଏକ ଗ୍ୟାଙ୍ଗ । ପତିଆରା ସାବ୍ୟସ୍ତ ପାଇଁ ସର୍ବସାଧାରଣରେ ଆତଙ୍କ ଖେଳାଉଛି ଏହି ଗ୍ୟାଙ୍ଗ । ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ, କିଛି ଯୁବକ ମିଶି ଜନ୍ମଦିନ ଉତ୍ସବ ମନାଉଛନ୍ତି । ଚିକ୍ ଚିକ୍ ମାରୁଥିବା ଖଣ୍ଡା ସାହାଯ୍ୟରେ କେକ…

ଭୁବନେଶ୍ୱରରେ କେତେ ଜଣଙ୍କ ଘର ଓ ପ୍ଲଟ ଏଯାଏଁ ରେଜିଷ୍ଟର ହୋଇନାହିଁ? ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

କନକ ବ୍ୟୁରୋ: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପରେ ୧୭୦୧୫ଟି ପ୍ଲଟ ଓ ଗୃହ ଆବଣ୍ଟନ କରାଯାଇଛି । ଆବଣ୍ଟନଗ୍ରାହୀମାନଙ୍କ ମଧ୍ୟରୁ ୫,୮୦୪ ଜଣଙ୍କ ରେଜିଷ୍ଟ୍ରେସନ ନିମନ୍ତେ ଦଲିଲ ସମ୍ପାଦନ କରାଯାଇନାହିଁ । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ…

ଆଇସିୟୁରେ ମୋ ବାପା… ତୁମକୁ ହାତ ଯୋଡୁଛି, ଦୂରେଇ ଯାଅ । ବର୍ଷାଙ୍କୁ ଏମିତି ଲେଖିଲେ ଅନୁଭବ ।

କନକ ବ୍ୟୁରୋ: କିଛି ଦିନର ନିରବତା ପରେ ପୁଣି ତେଜିଲା ଷ୍ଟାର କପଲ କଳି । ବର୍ଷା- ଅନୁଭବ ବୈବାହିକ ଜୀବନକୁ ନେଇ ଉଠିଥିବା ଝଡ କିଛି ଦିନ ଶାନ୍ତ ପଡିଥିବା ବେଳେ ଏବେ ପୁଣି ସେ ଝଡକୁ ବଳ ଦେଇଛି ଖୋଦ ଅନୁଭବଙ୍କ ଟୁଇଟ୍ । ଏଯାଏଁ ସ୍ୱାମୀ-ସ୍ତ୍ରୀଙ୍କ କଳିର କୌଣସି ସ୍ଥାୟୀ ସମାଧାନ ହୋଇନଥିବା ବେଳେ…

ନିଯୁକ୍ତି ପଞ୍ଜୀକରଣ କରି ଚାକିରି ଅପେକ୍ଷାରେ ଅଛନ୍ତି କେତେ ଯୁବକ ଯବତୀ? ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରୀତିରଞ୍ଜନ…

କନକ ବ୍ୟୁରୋ: ୨୦୨୩ ମସିହା ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ ଜଣ ବେକାର ଯୁବକ, ଯୁବତୀ ନିଯୁକ୍ତି ପାଇଁ ପଞ୍ଜୀକରଣ କରିଛନ୍ତି । ଏନେଇ ଆଜି ବିଧାନସବାରେ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ମନ୍ତ୍ରୀ ବିଧାନସଭାରେ…

ମିଶନ ଶକ୍ତି କାର୍ଯ୍ୟକ୍ରମକୁ ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଲେ ବିରୋଧୀ । ମନ୍ତ୍ରୀ କହିଲେ ମହିଳା ସଶକ୍ତିକରଣ…

କନକ ବ୍ୟୁରୋ : ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି ମିଶନ ଶକ୍ତି କାର୍ଯ୍ୟକ୍ରମ । ମହିଳା ସଶକ୍ତିକରଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ । ଗୃହରେ ଏନେଇ ମୁଲତବୀ ପ୍ରସ୍ତାବ ଆସିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ବାସନ୍ତୀ କହିଛନ୍ତି, ୨୦୦୧ରେ ଆରମ୍ଭ ହୋଇଛି…

ପୁଟିନ୍ ସମାଲୋଚକଙ୍କ ଉପରେ ନିର୍ମାଣ ଫିଲ୍ମକୁ ମିଳିଲା ଓସ୍କାର: ଫିଲ୍ମ ‘ନଭାଲନି’କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର…

କନକ ବ୍ୟୁରୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ତୀବ୍ର ବିରୋଧୀ ନଭାଲ୍ନିଙ୍କ ଉପରେ ନିର୍ମାଣ ଫିଲ୍ମକୁ ମିଳିଲା ଓସ୍କାର ଆୱାର୍ଡ । ରୁଷ ରାଷ୍ଟ୍ରପତିଙ୍କ ସମାଲୋଚକ ୪୬ବର୍ଷୀୟ ଆଲେକ୍ସି ନଭାଲ୍ନିଙ୍କ ଉପରେ ନିର୍ମାଣ ଫିଲ୍ମ ‘ନଭାଲ୍ନି’କୁ ଶ୍ରେଷ୍ଠ ଡକ୍ୟୁମେଂଟାରୀ ଫିଚର କ୍ୟାଟେଗୋରୀରେ…