Daily Archives

March 14, 2023

ଶେଷରେ ନରମିଲା ଡ୍ରାଇଭର ସଂଘ । ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବାକୁ କଲେ ଘୋଷଣା

କନକ ବ୍ୟୁରୋ: ନରମିଲା ଓଡ଼ିଶା ଡ୍ରାଇଭର ସଂଘ । ଆନ୍ଦୋଳନ ନୁହେଁ ଶାନ୍ତିପୂର୍ଣ୍ଣ ଧାରଣା ଦେବ ଓଡ଼ିଶା ଡ୍ରାଇଭର ମହାସଂଘ । ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ, ଓଡ଼ିଶା ପରିବହନ ସଂଘ, ଓ କଳିଙ୍ଗ ଅଟୋ…

୫-ଟି ସ୍କୁଲର ରଙ୍ଗକୁ ନେଇ ବୟାନବାଜି । ବିରୋଧୀ ଦଳ ନେତାଙ୍କ କଟାକ୍ଷ, ଶାସକ ଦଳର ଜବାବ । ଜୟନାରାୟଣଙ୍କୁ ପାଗଳ କହିଲା…

କନକ ବ୍ୟୁରୋ: ଫାଇଭ-ଟିକୁ ନେଇ ରାଜନୈତିକ ବୟାନବାଜୀ । ପ୍ରଥମେ ଫାଇଭ୍-ଟି ବିଭାଗକୁ ନେଇ ପ୍ରଶ୍ନ ଉଠାଇଥିବା ବିରୋଧୀ ଦଳ ନେତା ଆଜି ସ୍କୁଲ ରଙ୍ଗକୁ ନେଇ କଟାକ୍ଷ କରିଛନ୍ତି । ପାକିସ୍ତାନ ରଙ୍ଗରେ ସ୍କୁଲ ଗୁଡିକୁ ରଙ୍ଗେଇ ଦେଲେ ସ୍କୁଲ ଗୁଡିକର ଉନ୍ନତି ହେବ ନାହିଁ ବୋଲି କହିଛନ୍ତି ଜୟ ନାରାୟଣ…

ଡ୍ରପ ଆଉଟ ପିଲା ଦେବେ ସପ୍ଲିମେଣ୍ଟାରୀ: ମାଟ୍ରିକ ପରୀକ୍ଷା ଦେଲେନି ୧୩, ୦୫୮ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ଦେଲେନି ୧୩, ୦୫୮ ଛାତ୍ରଛାତ୍ରୀ । ଫର୍ମ ଫିଲପ କରିଥିଲେ ବି ପିଲା ଦେଲେନି ପରୀକ୍ଷା । ପରୀକ୍ଷା ଦେଇନଥିଲେ ଦେଇପାରିବେ ସପ୍ଲିମେଣ୍ଟାରୀ ପରୀକ୍ଷା । ପିଲା କିପରି ପରୀକ୍ଷା ଦେବେ ସେ ନେଇ ହେଉଛି ବ୍ୟବସ୍ଥା । ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ…

ମୂଲ ଲାଗି ମାଟ୍ରିକ ପରୀକ୍ଷା । ଦୁଃଖ ଭିତରେ ଦଶମ ଶ୍ରେଣୀ । ଏମିତି ପରୀକ୍ଷା ଦେଉଛନ୍ତି ଦଶମ ଶ୍ରେଣୀ ଛାତ୍ର…

କନକ ବ୍ୟୁରୋ: କଣ କହିବି? ମନର ଦୁଃଖ କଥା କହିବି? ନା ମୂଲ ଲାଗି ମାଟ୍ରିକ ପରୀକ୍ଷା ଦେଉଥିବାର କଥା କହିବି? ଜୀବନ ଭିତରେ ଯନ୍ତ୍ରଣାର ଜ୍ୟାମିତି କଥା କହିବି? ନା ସଂଘର୍ଷ ଭିତରେ ସାହିତ୍ୟ ଆଉ ଅଙ୍କ ବହିର ଅବୁଝା କଥା କହିବି । ଦର୍ଶକ ବନ୍ଧୁ, କହିବାକୁ ଅନେକ କଥା ଥାଇପାରେ, ଦେଖେଇବାକୁ ଅନେକ…

ରାଜ୍ୟରେ ରହିଛି କେତୋଟି ପଞ୍ଜୀକୃତ ୱେବ ମିଡ଼ିଆ? ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ।

କନକ ବ୍ୟୁରୋ : ରାଜ୍ୟରେ ଅଛି କେତେ ପଞ୍ଜୀକୃତ ୱେବ ମିଡ଼ିଆ? ୱେବ ପୋର୍ଟାଲକୁ ସରକାରୀ ସ୍ୱୀକୃତି ଦେବାକୁ ସରକାର କଣ ନୀତି କରିଛନ୍ତି? ଯଦି କରିନାହାନ୍ତି ତେବେ ନୂଆ ନୀତି ପ୍ରଣୟନ ପାଇଁ ବିଚାର କରିବେ କି?ଏହାଛଡା କେତେ ୱେବ ମିଡ଼ିଆ ସରକାରୀ ସ୍ୱୀକୃତି ପାଇଁ ଆବେଦନ କରିଛନ୍ତି ତାହାର ଉତ୍ତର…

ପଶ୍ଚିମା ଝଡ ପ୍ରଭାବରେ ଭିଜିବ ପୂରା ଓଡିଶା । ଆଜିଠୁ କାଁ ଭାଁ ସ୍ଥାନରେ ବର୍ଷା-ଘଡଘଡି-ବିଜୁଳି । ୧୬ରୁ ବଢିବା ନେଇ…

କନକ ବ୍ୟୁରୋ: ପାଗରେ ପରିବର୍ତ୍ତନ ଆଣିବ ପଶ୍ଚିମାଝଡ । ତାତିରୁ ମିଳିବ ସାମାନ୍ୟ ତ୍ରାହି । ଟାଣ ଖରାରୁ ଆଶ୍ୱସ୍ତି ଦେବ ପଶ୍ଚିମା ଝଡ । ଏହାର ପ୍ରଭାବରେ ଆଜି ଠାରୁ ପାଗରେ ପରିବର୍ତ୍ତନ ଦେଖା ଦେବ । ଆଜି ୮ ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ଅନୁମାନ କରିଛି ପାଣିପାଗ ବିଭାଗ ।…