Daily Archives

March 6, 2023

ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାତ୍ସଲ୍ୟ କଲେ, ଚେତାବନୀ ଦେଲେ।

କନକ ବ୍ୟୁରୋ: ଓଡିଶାର ଆଇନଶୃଙ୍ଖଳାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର, ପୁଲିସ ଡିଜି ଓ ଆଉ କିଛି ପୁଲିସ ଅଧିକାରୀଙ୍କୁ ତାତ୍ସଲ୍ୟ ଭଙ୍ଗୀରେ ଶୁଭେଛା ଜଣାଇଛନ୍ତି । କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ…

ବାବାଙ୍କୁ ଠକିଲା ଜମି ଦଲାଲ । ଭୁବନେଶ୍ୱରରେ ଟଙ୍କା ନେଇ ଜମି ଦେଇ ନଥିବା ଅଭିଯୋଗ ଆଣିଲେ ନୟାଗଡ ମାଧପୁରର ଧୀରେନ୍ଦ୍ର…

କନକ ବ୍ୟୁରୋ: ଜମି ଦେବାକୁ କହି ୧୦ ଲକ୍ଷ ଠକେଇ । ରାଜଧାନୀବାସୀଙ୍କ ପାଇଁ ଏ କଥା ଦେହସୁହା ହୋଇଗଲାଣି । କିନ୍ତୁ ଜଣେ ସାଧୁଙ୍କୁ ବି ଠକିବାକୁ ପଛାଇନାହାନ୍ତି ଜମି ଦଲାଲ । ଯାହାଫଳରେ ନିଜକ କଷ୍ଟଅର୍ଜିତ ଟଙ୍କା ଫେରିପାଇବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଂପୃକ୍ତ ବାବା । ବାବାଙ୍କୁ…

ବଢ଼ୁଛି ମହିଳାଙ୍କ ହୃଦଘାତ ହାର। ୧୭ ବର୍ଷରେ ବଢିଛି ମହିଳାଙ୍କ ହୃଦଘାତ ମୃତ୍ୟୁ।

କନକ ବ୍ୟୁରୋ: ସୁସ୍ମିତା ସେନ୍ । ନିକଟରେ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ହୃଦଘାତର ଶିକାର ହୋଇଥିବା ସୂଚନା ଦେଇଥିଲେ । ନିଜର ଆଞ୍ଜିଓପ୍ଲାଷ୍ଟି କରାଇଥିବା କହିବା ସହ, କିଭଳି ମହିଳାଙ୍କ କ୍ଷେତ୍ରରେ ହୃଦଘାତ ସମସ୍ୟା ବଢିଚାଲିଛି ସେନେଇ ଏକ ପରିସଂଖ୍ୟାନ ମଧ୍ୟ ଦେଇଥିଲେ । ଯେଉଁ…

ଖୋର୍ଦ୍ଧା ଭୁଷଣ୍ଡପୁର ଅଞ୍ଚଳରେ ଭୟଙ୍କର ବସ୍ଫୋରଣ । ବାଣ ତିଆରି ନେଇଗଲା ୪ ଜୀବନ, ଏକାଧିକ ଗୁରୁତର । କାନ୍ଦବୋବାଳିରେ…

କନକ ବ୍ୟୁରୋ: ବାଣ ଭିଡିବାବେଳେ ଘଟିଛି ବଡ଼ ଅଘଟଣ । ବିସ୍ଫାରଣ ଘଟି ୪ ମୃତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ସହଦେହ ବେହେରା, ନିରଞ୍ଜନ ବେହେରା, ବରଜୁ ବେହେରା ଓ ବୃନ୍ଦାବନ ସାହୁ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଭୁଷଣ୍ଡପୁର ଗାଁରେ ଘଟିଛି ଏହି ଅଘଟଣ ।…

ଅନୁଗୁଳ ଆମ୍ବପାଳ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ଶୋଇଥିବା ବେଳେ ଗାଁ ସଭାପତିଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା ଅଭିଯୋଗ।

କନକ ବ୍ୟୁରୋ: ମାଓବାଦୀଙ୍କ ଭଳି ବର୍ବରକାଣ୍ଡ । ଗାଁ ସଭାପତିଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା । ଅନୁଗୁଳ ସଦର ଥାନା ଆମ୍ବପାଳ ଗାଁରେ ଦୁର୍ବୃତ୍ତମାନେ ଏଭଳି ଜଘନ୍ୟ କାଣ୍ଡ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ଗାଁ ସଭାପତି ବାଳକୃଷ୍ଣ ନାୟକଙ୍କୁ ବିଷ ଇଂଜେକସନ ଦେଇ ହତ୍ୟା…

ଗ୍ରୀଷ୍ମ ଆରମ୍ଭରୁ ଜଳୁଛି ଜଙ୍ଗଲ। ବର୍ଷା ଅପେକ୍ଷାରେ ବନ ବିଭାଗ

କନକ ବ୍ୟୁରୋ: ଖରାଦିନ ଆରମ୍ଭରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ଟାଣ ଖରା ସହ ଶୁଖିଲା ଘାସ ଓ ଗଛରୁ ଝଡିଥିବା ଶୁଖିଲା ପତ୍ର ଯୋଗୁଁ ଦ୍ରୁତ ଗତିରେ ମାଡିଯାଉଛି ଜଙ୍ଗଲ ନିଆଁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ, ଢେଙ୍କାନାଳର ଜଙ୍ଗଲ, ଗଜପତି…