Daily Archives

March 5, 2023

ଗଣମାଧ୍ୟମ ପ୍ରତିନିଧିରୁ ଜୈବିକ ସାର ଉତ୍ପାଦକ । ବର୍ଷକୁ ଉତ୍ପାଦନ ହେଉଛି ୧୦୦ ଟନ୍ ଜିଆ ଖତ

କନକ ବ୍ୟୁରୋ : ଗଣମାଧ୍ୟମ ପ୍ରତିନିଧିରୁ ସଫଳ ଜୈବିକ ସାର ଉତ୍ପାଦକ । ଜିଆ ଖତ ପ୍ରସ୍ତୁତ କରି କରୁଛନ୍ତି ରୋଜଗାର । ଜିଲ୍ଲା ତଥା ଜିଲ୍ଲା ବାହାରକୁ ଜୈବିକ ସାର ରପ୍ତାନୀ କରୁଛନ୍ତି ନବରଙ୍ଗପୁର ଝରିଗାଁ ବ୍ଲକର ଜିତେନ୍ଦ୍ର ମହାରଣା । ସାମ୍ବାଦିକତା କରୁଥିବା ସମୟରେ ଚାଷୀଙ୍କ ଆବଶ୍ୟକତା ଓ…

ମାଣ୍ଡିଆ ଦେଉଛି ରୋଜଗାର । ମିଲେଟ୍ ମିଶନ ହେବା ପରେ ଏବେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢ଼ିଛି

କନକ ବ୍ୟୁରୋ : ମାଣ୍ଡିଆ ଦେଉଛି ରୋଜଗାର । ମିଲେଟ୍ ମିଶନ ହେବା ପରେ ଏବେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢ଼ିଛି । ଗାଁଠୁ ସହର ସବୁଠି ମିଳୁଛି ମାଣ୍ଡିଆ ଖାଦ୍ୟ । ମାଣ୍ଡିଆରେ ମଧ୍ୟ ବିଭିନ୍ନ ପ୍ରକାରର ଟିଫିନ୍ ମିଳୁଛି । ଯେମିତିକି ମାଣ୍ଡିଆରୁ ପ୍ରସ୍ତୁତ ମୋମୋସ୍, କାକରା ପିଠା,…

ଦିନେ ଜଙ୍ଗଲରୁ ମହୁଲ ଓ ଚାର ସଂଗ୍ରହ କରି ଜୀବୀକା ନିର୍ବାହ କରୁଥିଲେ, ଏବେ ଏସଏଚଜି ଗ୍ରୁପ୍ ଗଠନ କରି କରୁଛନ୍ତି ଛତୁ…

କନକ ବ୍ୟୁରୋ : ପୂର୍ବରୁ ଘର କାମ କରି ସମୟ ବିତୁଥିଲା । ମହୁଲ ଓ ଚାର ଭଳି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି କିଛି ରୋଜଗାର କରୁଥିଲେ । ଏବେ ଏସଏଚଜି ଗ୍ରୁପ୍ ଗଠନ କରି ରୋଜଗାର କରିବାର ନୂଆ ନୂଆ ବାଟ ବାଛୁଛନ୍ତି ମହିଳା । ଆଉ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସକ୍ଷମ ହେଉଛନ୍ତି ।…

ଧାନ ପରେ ମାଣ୍ଡିଆ ହବ୍ ହେବ କୋରାପୁଟ ଜିଲ୍ଳା । ଆନ୍ତର୍ଜାତିୟ ବଜାରକୁ ଭାରତ ଯୋଗାଇବ ମାଣ୍ଡିଆ

କନକ ବ୍ୟୁରୋ : ଧାନ ପରେ କୋରାପୁଟ ଜିଲ୍ଳା ହେବ ମାଣ୍ଡିଆ ହବ୍ । ଆନ୍ତର୍ଜାତୀୟ ବଜାରକୁ ଭାରତ ଯୋଗାଇବ ମାଣ୍ଡିଆ । ଏଥିପାଇଁ ଫୋର-ସିରେ କାମ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି ବିଷେଶଜ୍ଞ । ପଥମେ ମାଣ୍ଡିଆକୁ ପ୍ରଧାନ ଖାଦ୍ୟ ରୁପେ ଗ୍ରହଣ କରିବା । ଦ୍ୱିତୀୟରେ ଏହାର ସରଂକ୍ଷଣ ବ୍ୟବସ୍ଥା କରିବା…

ଆଠଗଡ଼ ଅଞ୍ଚଳର ସଫଳ ଉଦ୍ୟୋଗୀ ବାସୁଦେବ। ଦୀର୍ଘ ୪୦ ବର୍ଷ ହେଲା କ୍ଷୁଦ୍ର ଏକ କାରଖାନା କରି ପ୍ରସ୍ତୁତ କରୁଛନ୍ତି…

କନକ ବ୍ୟୁରୋ : ବିଶେଷକରି ରସ ଗରା, ବାଲଟି, କଡେଇ, ହାଣ୍ଡି, କୁଣ୍ଡ, ଢ଼ାଳ, ରସରେ ତିଆରି ବିଭିନ୍ନ ବାସନକୁସନ ଓ ଘର କରଣା ସାମଗ୍ରୀ ଲୋକେ ବ୍ୟବହାର କରିଥାଆନ୍ତି । ପୂର୍ବରୁ ଏହି ସବୁ ଜିନିଷ କାରିଗର ମାନେ ନିଜ ହାତରେ ତିଆରି କରୁଥିଲେ । ଏବେ ଯୁଗ ବଦଳିବା ସହ ଏହି ସବୁ ଜିନିଷ ମେସିନରେ ତିଆରି…

ଲୋକାର୍ପିତ ହେଲା ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ: ଭୁବନେଶ୍ୱର ବିମାନ ବନ୍ଦରରେ ସାଧାରଣ ଲୋକ ଦେଖିପାରିବେ ଡାକୋଟା

କନକ ବ୍ୟୁରୋ: ଜଣେ ବୀର’ର ବୀରତ୍ୱର ପ୍ରତୀକ ହେଉଛି ଡାକୋଡା । ଜଣେ ସଂଗ୍ରାମୀଙ୍କ ସାହସର ପ୍ରତୀକ ହେଉଛି ଡୋକାଟା । ପ୍ରତିଟି ଓଡ଼ିଆର କାନରେ ଡାକୋଟା ଶବ୍ଦ ବାଜିଲା ମାତ୍ରେ, ଦୃଶପଟ୍ଟକୁ ଯେଉଁ ଚେହେରା ଚାଲିଆସନ୍ତି, ସିଏ ଆଉ କେହି ନୁହଁନ୍ତି,ଓଡ଼ିଶାର ଅଦ୍ୱିତୀୟ ନାୟକ, ଆଧୁନିକ ଓଡ଼ିଶାର…