Daily Archives

March 4, 2023

ତେଲ ଡିପୋରେ ଲାଗିଲା ଭୟଙ୍କର ନିଆଁ । ୧୭ମୃତ, ୫୦ ଆହତ

କନକ ବ୍ୟୁରୋ : ତେଲ ଡିପୋରେ ଲାଗିଲା ଭୟଙ୍କର ନିଆଁ । ଇଣ୍ଡେନେସିଆ ରାଜଧାନୀ ଜାକର୍ତାରେ ଥିବା ଡିପୋରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ଭୟାବହତା ଅଧିକ ଥିବା ବେଳେ ନିଆଁକୁ ଆୟତ କରିବା ସମ୍ଭବ ହୋଇପାରିନଥିଲା । ଅଗ୍ନିକାଣ୍ଡରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ…

ପାକିସ୍ତାନରେ ଘୋର ଆର୍ଥିକ ସଙ୍କଟ । ଓଳିଏ ଖାଇଲେ ଦୁଇ ବେଳ ଉପାସରେ ରହୁଛନ୍ତି ଦେଶବାସୀ, ସ୍କୁଲରେ ଝୁଲୁଛି ତାଲା,…

କନକ ବ୍ୟୁରୋ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ ।ଏଠାରେ ବେଲଗାମ ହେଉଛି ଦରଦାମ ବୃଦ୍ଧି ।ସାଧାରଣ ଜନତା ଜୀବନ ଜିଇଁବା ପାଇଁ କରୁଛନ୍ତି ସଂଘର୍ଷ । ସ୍ଥିତି ଏଭଳି ହେଲାଣି କି ଦୁଇ ବେଳା ଖାଦ୍ୟ ମିଳିବା ଏଠାରେ କଷ୍ଟକର ହୋଇପଡିଛି । ପାକିସ୍ତାନର କିିଛି ଅଞ୍ଚଳରୁ ଲୋକମାନେ…

ଏଲଏସି ନିକଟରେ ଗତିବିଧି ଜୋରଦାର କଲା ଭାରତୀୟ ସେନା । ଗଲୱାନ ଘାଟିରେ ଘୋଡ଼ା ଓ ଖଚର ଚଢ଼ି ସର୍ଭିଲାନ୍ସ କଲେ ଯବାନ

କନକ ବ୍ୟୁରୋ : ଆକ୍ସନ ମୋଡରେ ଭାରତୀୟ ସେନା । ଗଲୱାନ ଘାଟିରେ ବଢିଲା ଗତିବିଧି । ଭାରତୀୟ ସେନାର ଗତିବିଧି ଏବେ ଜୋରଦାର ହୋଇଛି । ପିଏଲଏ ଗତିବିଧିକୁ ଦେଖି ସଜାଗ ହୋଇଛି ଭାରତୀୟ ସେନା । ନିୟନ୍ତ୍ରଣ ରେଖା ଏଲଏସି ନିକଟରେ ଘୋଡ଼ା ଓ ଖଚର ଚଢ଼ି ଗଲୱାନ ଘାଟିର ସ୍ଥିତି ସର୍ଭେ କରୁଛନ୍ତି ଭାରତୀୟ…

ସାମ୍ନାକୁ ଆସିଲା ସାଇବର ଲୁଟେରା ନାବାଳକର କଳାକାରନାମା: ମାଷ୍ଟରମାଇଣ୍ଡ ସାଜି ଲୋକଙ୍କୁ ଠକିବା ସହ ଦେଉଥିଲା ତାଲିମ

କନକ ବ୍ୟୁରୋ: ସାବଧାନ! ବଢ଼ୁଛି ସାଇବାର କ୍ରାଇମ୍ । ଆଉ ଏହି କ୍ରାଇମ୍ କରୁଛନ୍ତି ନାବାଳକ । ଉମରକୋଟ ପୋଲିସ ସାଇବର ଠକେଇ ଅଭିଯୋଗରେ ଗଂଜାମର ଜଣେ ନାବାଳକୁ ଗିରଫ କରିଛି । ସୂଚନା ଅନୁସାରେ ନବରଙ୍ଗପୁର ଉମରକୋଟର ଗୋକୁଲ ବିଶ୍ୱାସ ନାମକ ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଛନ୍ତି । ଏକ ମୋବାଇଲ…

ନିଆଳି ଅଞ୍ଚଳରେ ବାଇଗଣ ଚାଷୀଙ୍କ ଆଖିରେ ଲୁହ: କିଲୋପିଛା ୪ରୁ ୫ ଟଙ୍କାରେ ବାଇଗଣ ବିକ୍ରି କରି ଚାଷୀ ହତାସ

କନକ ବ୍ୟୁରୋ: ନିଆଳିରେ ବାଇଗଣ ଚାଷୀଙ୍କ ଆଖିରେ ଲୁହ । ବାଇଗଣ କିଲୋ ପିଛା ୪ରୁ ୫ଟଙ୍କାରେ ବିକ୍ରି କରୁଛନ୍ତି ନିଆଳି ଅଂଚଳର ଚାଷୀ । ବାଇଗଣର ଅଭାବି ବିକ୍ରି ଯୋଗୁଁ ବିଲରୁ ବାଇଗଣ ନତୋଳି ଛାଡ଼ି ଦେଉଛନ୍ତି ଚାଷୀ । ବାଇଗଣ ଗଛରେ ବୁଢା ହେଲାଣି । ଚାଷୀଙ୍କ କହିବା ଅନୁସାରେ ଦୀର୍ଘ ୫୦ ବର୍ଷ ହେଲା…

ଶୁଣିଲାନି ପ୍ରଶାସନ: ଶେଷରେ ନିଜସ୍ୱ ଖର୍ଚ୍ଚରେ ୨ କି.ମି. ଦୂରରେ ଥିବା ଝରଣାରୁ ଗାଁକୁ ପାଣି ଆଣିଲେ ଗାଁ ଲୋକେ

କନକ ବ୍ୟୁରୋ: ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନ ନିକଟରେ ଗୁହାରି କରିବା ପରେ ବି ଶୁଣିଲାନି ପ୍ରଶାସନ । ଶେଷରେ ବାଧ୍ୟହୋଇ ନିଜସ୍ୱ ଶ୍ରମ ଦାନ କରି ଗାଁକୁ ଝରଣା ପାଣି ଆଣିଲେ ଗ୍ରାମବାସୀ । ଗାଁ ଠାରୁ ଦୁଇ କିମି ଦୂରରେ ଥିବା ଏକ ଝରଣାରୁ ପାଇପ ଯୋଗେ ପାଣି ଆଣିଛନ୍ତି ଗାଁ ଲୋକେ । କୋରାପୁଟ…