Daily Archives

March 4, 2023

ପୃଷ୍ଟିଯୁକ୍ତ ପିଡିଏସ୍ ଚାଉଳକୁ ନେଇ ବଢୁଛି ବିବାଦ। ଫର୍ଟିଫାଏଡ୍ ରାଇସ୍ ଆଣିପାରେ କିଛି ଲୋକଙ୍କ ପାଇଁ ବିପଦ।

କନକ ବ୍ୟୁରୋ: ପୃଷ୍ଟିଯୁକ୍ତ ଚାଉଳ ପାଇଁ ସଚେତନ କରୁନାହାନ୍ତି ସରକାର । ଥାଲାସେମିଆ, ସିକିଲ୍ ସେଲ୍ ରୋଗୀଙ୍କ ପାଇଁ ହୋଇପାରେ ହାନିକାରକ । ଫର୍ଟିଫାଏଡ୍ ରାଇସ୍ ବା ପୃଷ୍ଟିଯୁକ୍ତ ଚାଉଳକୁ ଲୋକେ ପ୍ଲାଷ୍ଟିକ୍ ଚାଉଳ ଭାବି ଅଭିଯୋଗ କରିବା ପରେ ଖାଦ୍ୟ ସୁରକ୍ଷା ଯୋଜନାରେ ବଣ୍ଟା ଯାଉଥିବା ଏହି…

ନବଙ୍କ ଉତ୍ତରାଧିକାରୀ ହେବେ ଦୀପାଳି! ଗାଁ ଗାଁରେ ବୁଲିଲେଣି ନବଙ୍କ ଝିଅ

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଏକମାସ ବିତିଗଲାଣି । ମନ୍ତ୍ରୀଙ୍କ ଉପରକୁ ଗୁଳିମାଡର କାରଣ କ୍ରାଇମବ୍ରାଞ୍ଚ ଖୋଜୁଥିବାବେଳେ ଝାରୁସୁଗୁଡାରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆସନ୍ତା ସପ୍ତାହେ କି ଦୁଇସପ୍ତାହ ମଧ୍ୟରେ ଏଥିପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି…

କିପରି ହେଲା ଚିନ୍ମୟୀଙ୍କ ମୃତ୍ୟୁ? ମିଛଧରା ପରୀକ୍ଷାରୁ ବାହାରିବ କି ସତ…

କନକ ବ୍ୟୁରୋ: ପାୱାର ଚ୍ୟାନେଲରେ ପଡି ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା ଉପରୁ ରହସ୍ୟ ହଟାଇବାକୁ ଜୋରଦାର ଉଦ୍ୟମ କରିଛି ପୁଲିସ । ସନ୍ଦେହ ଘେରରେ ରହିଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ତାଙ୍କ ବନ୍ଧୁ ମାନସ ଟୁଡୁଙ୍କର ବି ହୋଇଛି ମିଛଧରା…

କେମ୍ବ୍ରିଜରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ଆପତି ଉଠାଇଲା ବିଜେପି, ଦଳ କହିଲା ସାରା ବିଶ୍ୱ ଭାରତର ଗୁଣଗାନ…

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛି ବିଜେପି । ବିଦେଶରେ ପହଁଚି ଦେଶ ବିରୋଧରେ ବୟାନ ଦେବା ଏକ ନିନ୍ଦନିୟ ଘଟଣା ବୋଲି ବିଜେପି ଆଜି ସାମ୍ବ।।ଦିକ ସମ୍ମିଳନୀରେ କହିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ…

ଖଣି ଟଙ୍କାରେ ମାଲାମାଲ ଖଣି ଅଧିକାରୀ। ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରୁ ନଗଦ କୋଟିଏ ଟଙ୍କାରୁ ଅଧିକ ଜବତ କଲା…

କନକ ବ୍ୟୁରୋ: ଖଣିବିଭାଗ ଅଧିକାରୀଙ୍କ ଟଙ୍କା ଖଣି । ଘରୁ ମିଳିଲା ନଗଦ କୋଟିଏ ଟଙ୍କା । ଘରୁ ବିଡା ବିଡା ନୋଟ, ସୁନାର ଗହଣା, ରୁପାର ବାସନ କୁସନ ଜବତ କରିଛି । ଚଢାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଏସବୁ ଦେଖି ତାଜୁବ ହୋଇଯାଇଛନ୍ତି । ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର…

ବିଜୁ ଜୟନ୍ତୀରେ ନବୀନ ବ୍ରାଣ୍ଡ! ‘ନବୀନ ଓଡିଶା’ ପାଇଁ ଶପଥ ନେବେ ନେତା

କନକ ବ୍ୟୁରୋ: ରବିବାର ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମଦିବସ । ଏହାକୁ ଧୁମଧାମ ଓ ବ୍ୟାପକ ଆକାରରେ ୧୪୭ ନିର୍ବାଚନମଣ୍ଡଳୀରେ ପାଳନ କରିବ ବିଜେଡି । ଏଥିପାଇଁ ଦଳୀୟ ନେତାଙ୍କୁ ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇସାରିଛନ୍ତି । ସମସ୍ତ ନିର୍ବାଚନମଣ୍ଡଳୀରେ ସାମାଜିକ କାର୍ଯ୍ୟକ୍ରମ ସହ ଶପଥ…