Daily Archives

March 1, 2023

ବିଧାନସଭାରେ ଲୋୟର ପିଏମଜିର ତାତି। ବିରୋଧୀଙ୍କ ହଲ୍ଲାବୋଲ, ଗୃହ ଅଚଳ।

କନକ ବ୍ୟୁରୋ: ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚା ଓ ପୋଲିସ ଖଣ୍ଡଯୁଦ୍ଧର ତାତି ବିଧାନସଭାରେ ଦେଖିବାକୁ ମିଳିଛି । ବିଜେପି ଯୁବମୋର୍ଚ୍ଚାର କର୍ମୀଙ୍କ ଉପରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା ଅଭିଯୋଗ ଆଣି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ । ଗୃହକାର୍ଯ୍ୟ ଆରମ୍ଭରୁ…

ସତ୍ୟେନ୍ଦ୍ର, ସିସୋଦିଆଙ୍କ ଖାଲି ସ୍ଥାନ ହେବ ପୂରଣ! ସୌରଭ, ଆତିଶୀଙ୍କ ଉପରେ କେଜ୍ରିୱାଲଙ୍କ ଭରଷା

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାମ ଓ ଡାହାଣ ହାତ କୁହାଯାଉଥିବା ମନିଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀ ସରକାରଙ୍କ ଏହି ଦୁଇ ହାଇପ୍ରୋଫାଇଲ ମନ୍ତ୍ରୀ ପ୍ରଥମେ ଦୁର୍ନୀତିରେ ଫଶିବା, ପରେ ସିବିଆଇ ରାଡାରକୁ…

ଯୁଦ୍ଧ ଭିତରେ ବଳବାନ ହେଉଛି କି ୟୁକ୍ରେନ?ସୀମା ସୁରକ୍ଷା ବଢ଼ାଇବାକୁ ନିର୍ଦ୍ଦେଶ ଦେଲେ ପୁଟିନ

କନକ ବ୍ୟୁରୋ : ମଙ୍ଗଳବାର ରାତିରେ ଥରି ଉଠିଛି ରୁଷର ରାଜଧାନୀ ମସ୍କୋ । ରଏଟର୍ସର ସୂଚନା ଅନୁସାରେ ୟୁକ୍ରେନ ଦକ୍ଷିଣ ରୁଷ କ୍ଷେତ୍ରର ଜନବହୁଳ ଅଞ୍ଚଳକୁ ଟାର୍ଗେଟ କରି ରାତି ତମାମ ଆକ୍ରମଣ କରିଛି ୟୁକ୍ରେନ । କଡ଼ା ସୁରକ୍ଷା ବଳୟ ଭିତରେ ଥିବା ମସ୍କୋର ଦୁଇଟି ଜନବହୁଳ ସ୍ଥାନ କ୍ରାସ୍ନୋଡାର ଏବଂ…

ଅବସର ପରେ ମନ୍ଦିର ତିଆରି ସହ ଗଛ ଲଗାଇବା ସଉକ । ଟାଙ୍ଗରା ଭୂଇଁକୁ ସବୁଜିମା କରିଛନ୍ତି ଆଠଗଡ ଧୂରୁଷିଆ ଗାଁର ବ୍ରଜବନ୍ଧୁ…

କନକ ବ୍ୟୁରୋ: ଚାକିରିରୁ ଅବସର ନେବା ପରେ ଭୁବନେଶ୍ୱରରୁ ସମସ୍ତ ଜାଗାବାଡି ବିକ୍ରି କରିଦେଲେ । ପ୍ରତିଶ୍ରୁତି ବଦ୍ଧ ହେଲେ ଜୀବନ ସାରା ଲାଗିବେ ଭଗବାନଙ୍କ ସେବାରେ । ଆଉ ସଞ୍ଚିତ ଅର୍ଥକୁ ମନ୍ଦିର ତିଆରିରେ ଖର୍ଚ୍ଚ କରିବେ । କେବଳ ମନ୍ଦିର ତିଆରି ନୁହେଁ ବିଭିନ୍ନ ପ୍ରକାରର ଗଛ ଲଗାଇ ତିଆରି…

ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ବାପା । ଗଣ୍ଡରେ ପଡିଥିବା ପୁଅକୁ ଉଦ୍ଧାରବେଳେ ବୁଡିଗଲେ ଅରୁଣ ।

କନକ ବ୍ୟୁରୋ: ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ବାପା । ନିଜ ଆଠ ବର୍ଷର ପୁଅକୁ ସାଙ୍ଗରେ ନେଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗଣ୍ଡରେ ପୁଅ ପଡିଯାଇଥିବା ବେଳେ ପୁଅକୁ ଉଦ୍ଧାର କରି ନିଜେ ଗଣ୍ଡରେ ବୁଡିଯାଇଥିଲେ । ଏହିଭଳି ଏକ ହୃଦୟ ବିଦାରକ ଖବର ଦିଗପହଣ୍ଡି ତଲାସିଙ୍ଗି ଗାଁରେ…

ରିଲରେ ସଫଳ ମୁଭି ଦମନ । ହେଲେ ଯୋଜନା ଦମନ ଫେଲ୍, ମ୍ୟାଲରିଆ ପ୍ରବଣ ଅଞ୍ଚଳ ତାଲିକାରେ ରାୟଗଡା ସବୁଠୁ ଆଗରେ ।

କନକ ବ୍ୟୁରୋ: ଓଡିଶାରେ ଦମନ ଚଳଚ୍ଚିତ୍ର ବେଶ ସଫଳ ହୋଇଛି । ହେଲେ ବାସ୍ତବରେ ଦୁର୍ଗମ ଅଞ୍ଚଳରେ ଏହାର ପ୍ରଭାବ ଶୂନ୍ । ୨୦୨୨ରେ ସବୁଠୁ ମ୍ୟାଲରିଆ ପ୍ରବଣ ଅଞ୍ଚଳ ତାଲିକାରେ ରହଛି ରାୟଗଡା ଜିଲ୍ଲା । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୫ ବର୍ଷରେ ମ୍ୟାଲେରିଆ ମୃତ୍ୟୁ ଚିହ୍ନଟ ହୋଇନି ।…