Daily Archives

March 1, 2023

ଅଗ୍ନିକାଣ୍ଡରେ ଭସ୍ମୀଭୂତ ହୋଇଗଲା ଲକ୍ଷାଧିକ ଟଙ୍କା ସମ୍ପତି । ଅଧାରେ ରହିଗଲା ଝିଅ ବାହାଘର ସ୍ୱପ୍ନ

କନକ ବ୍ୟୁରୋ: ନିଆଁ ଲାଗି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସଟସର୍କିଟ ଯୋଗୁ ନିଆଁ ଲାଗି ୧୧ ବଖରା ଘର ପୋଡିଯାଇଛି । ହେଲେ ଏହାରି ଭିିତରେ ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ନରସିଂହପୁର ବାଲିସାହି କଅଁରପୁର ଗାଁର ନଳିନୀ ନାୟକ । ଝିଅ ବାହାଘର କରିବାକୁ…

ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ଆଗେଇ ଆସିଲେ ଏହି ରାଜ୍ୟ ସରକାର, ଏବେ ରାଜ୍ୟରେ ନିର୍ମାଣ ହେଉଛି ୩ହଜାର ମନ୍ଦିର

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ଏକ ବଡ ଘୋଷଣା କରାଯାଇଛି । ସରକାରଙ୍କ ତରଫରୁ କୁହାଯାଇଛି ଯେ ରାଜ୍ୟର ପ୍ରତିଟି ଗ୍ରାମରେ ଏବେ ଗୋଟିଏ ଗୋଟିଏ ମନ୍ଦିର ନିର୍ମାଣ କରାଯିବ । ଆନ୍ଧ୍ର ପ୍ରଦେଶ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା କୋଟ୍ଟୁ ସତ୍ୟନାରାୟଣ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ…

ଯାତ୍ରା ସରିଲା ବଦଳିଲା ରୂପ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନୂଆ ଲୁକକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା।

କନକ ବ୍ୟୁରୋ: ଯାତ୍ରା ସରିଲା ରୂପ ବଦଳିଲା । ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ନୂଆ ରୂପ । ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ରାହୁଲଙ୍କ ଏହି ନୂଆ ରୂପକୁ ନେଇ ଢେର ଚର୍ଚ୍ଚା କରାଯାଉଛି । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ରାହୁଲଙ୍କ ଏଭଳି…

ସୁନ୍ଦରଗଡ଼ର ଗେଲାଇବାହାଲ ଗାଁରେ ବାଘ ଆତଙ୍କ। ଶିକାର ଉଦ୍ଦେଶ୍ୟରେ ଘର ବାଡ଼ିକୁ ପଶି ଆସୁଛି କଲରାପତରିଆ ବାଘ।

କନକ ବ୍ୟୁରୋ: ସୁନ୍ଦରଗଡ଼ର ବେଲବାହାଲ ଗାଁରେ ବାଘ ଆତଙ୍କ । ଶିକାର ଉଦ୍ଦେଶ୍ୟରେ ଘର ବାଡ଼ିକୁ ପଶି ଆସୁଛି କଲରାପତରିଆ ବାଘ । ବାଘକୁ ଧରିବା ପାଇଁ ଏବେ ନିୟୋଜିତ ହୋଇଛି ବନ ବିଭାଗ । ଏକ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।…

ପାୱାର ଚାନେଲରୁ ଭିସୁଟ୍ ଛାତ୍ରୀଙ୍କ ମୃତଦେହ ମିିଳିବା ଘଟଣା, ହତ୍ୟା ଅଭିଯୋଗ ଆଣିଲେ ମୃତ ଛାତ୍ରୀଙ୍କ ମାଆ।

କନକ ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନି ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ଆତ୍ମହତ୍ୟା ନା ଏହା ଏକ ହତ୍ୟାକାଣ୍ଡ ସେନେଇ ଆରମ୍ଭ ହୋଇଛି ତନାଘନା । ଏହାରି ଭିତରେ ଚିନ୍ମୟୀ ପ୍ରିୟଦର୍ଶୀନିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମାଆ । ଝିଅକୁ ତଣ୍ଟି ଚିପି ହତ୍ୟା…