Daily Archives

January 27, 2023

ମାଘ ମାସରେ ମୁଣ୍ଡଫଟା ଖରା । ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ । ଭୁବନେଶ୍ୱରରେ ୩୪ ଡିଗ୍ରୀ…

କନକ ବ୍ୟୁରୋ: ମାଘ ମାସରେ ମାଡି ଆସିଲାଣି ବାଘ ଭଳି ଖରା । ମାଘରେ ବାଘ ଭଳିଆ ଶୀତ ଅନୁଭୂତ ହେବା କଥା । ହେଲେ ଦିନର ତାପମାତ୍ର ଜଳାଉଛି । ଦିନ ସମୟରେ ପ୍ରବଳ ଖରା ଓ ତାତି ଗ୍ରୀଷ୍ମ ଋତୁର ଭ୍ରମ ସୃଷ୍ଟି କରୁଛି । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଛି । ବୌଦ୍ଧ ଓ…

ସ୍ୱତନ୍ତ୍ର ବିମାନରେ ହାଇଦ୍ରାବାଦ ଯାଇ କେସିଆରଙ୍କ ଦଳରେ ମିିଶିଲେ ଓଡ଼ିଶା ନେତା, ବିଆରଏସରେ ଦେଲେ ଯୋଗ ।

କନକ ବ୍ୟୁରୋ: ଓଡ଼ିଶା ରାଜନୀତିରେ ହୁଏତ ପ୍ରଥମ ଥର ପାଇଁ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି, ଯେତେବେଳେ ଦଳରେ ସାମିଲ କରିବା ପାଇଁ ଓଡ଼ିଶା ନେତାଙ୍କୁ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦ ଡକାଯାଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଦଳ, ଭାରତ ରାଷ୍ଟ୍ର…

ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ: ‘ସ୍ମାର୍ଟ ହୋଇ ହାର୍ଡ ୱାର୍କ କର’

କନକ ବ୍ୟୁରୋ: ପରୀକ୍ଷାକୁ ନେଇ ଚାପଗ୍ରସ୍ତ ନହୋଇ, କେମିତି ଭଲ କରିପାରିବେ ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆଯୋଜିତ ସଭାରୁ ପରୀକ୍ଷା ପେ ଚର୍ଚ୍ଚାରେ ସାମିଲ ହୋଇ, ଦେଶର ବିଭିନ୍ନ ପ୍ରାନ୍ତରୁ ଯୋଡି ହୋଇଥିବା…

ଏବେ ଯଦି ନିର୍ବାଚନ ହୁଏ, କିଏ ମାରିବ ବାଜି? ଆସିଲା ଇଣ୍ଡିଆ ଟୁଡେ-ସି-ଭୋଟରର ‘ମୁଡ୍ ଅଫ୍ ଦି ନେସନ୍’ ସର୍ଭେ ରିପୋର୍ଟ ।…

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏପରି ସମୟରେ ଦେଶରେ ଯଦି ନିର୍ବାଚନ ହୁଏ କେଉଁ ଦଳର ପଲ୍ଲା ଭାରି ରହିବ? ସରକାର କିଏ ଗଢିବ? ଇଣ୍ଡିଆ ଟୁଡେ ଓ ସି ଭୋଟରର ମୁଡ ଅଫ ଦ ନେସନ୍ ସର୍ଭେରେ ଯେଉଁ ତଥ୍ୟ ଆସିଛି ତାହା ସ୍ପଷ୍ଟ ଦର୍ଶାଉଛି ଯେ…

ହେଲିକପ୍ଟରରେ କନିଆଁଙ୍କୁ ନେବାକୁ ପହଞ୍ଚିଲେ ବର, ନିଆରା ବାହାଘର ଦେଖିବାକୁ ଜମିଲା ଭିଡ ।

କନକ ବ୍ୟୁରୋ : ରାଜସ୍ଥାନ କୋଟାରେ ଏକ ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ କନ୍ୟାଙ୍କୁ ନେବାକୁ ହେଲିକପ୍ଟର ଧରି ଆସିଥିଲେ ବର । ଆଉ ବରଙ୍କୁ ଦେଖିବାକୁ ହଜାର ହଜାର ଲୋକ ଏକାଠି ହୋଇଥିଲେ । କାରଣ ହେଲିକପ୍ଟରରେ ବର ଆସିବାର କେବେ ଦେଖିନଥିଲେ ଅଞ୍ଚଳବାସୀ । ଯେଉଁଥିପାଇଁ ପ୍ରବଳ…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ । ଟସ୍ ଜିତି ଭାରତର ପ୍ରଥମେ ବୋଲିଂ ନିଷ୍ପତ୍ତି । ପୃଥ୍ୱୀ ଶଙ୍କୁ ପୁଣିଥରେ ହେବାକୁ…

କନକ ବ୍ୟୁରୋ : ରାଞ୍ଚିରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଏହି ଟି-୨୦ ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା…