Daily Archives

January 27, 2023

ଶେଷ ୧୦ ସେକେଣ୍ଡରେ ପଲଟିଲା ବାଜି । ଅଷ୍ଟ୍ରେଲିଆକୁ ମାତ୍ ଦେଇ ହକି ବିଶ୍ୱକପ୍ ଫାଇନାଲ ଟିକେଟ ହାତେଇଲା ଜର୍ମାନୀ ।

କନକ ବ୍ୟୁରୋ : ଶେଷ ୧୦ ସେକେଣ୍ଡରେ ପଲଟିଲା ବାଜି । ହକି ବିଶ୍ୱକପର ଫାଇନାଲ ଟିକେଟ ହାତେଇଲା ଜର୍ମାନୀ । ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ସେମିଫାଇନାଲ ମୁକାବିଲା ଜିତିଲା ଜର୍ମାନୀ । ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ…

ଯୁବକଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ। ଚିକିତ୍ସା ପାଇଁ ସହାୟତା ନିମନ୍ତେ ରାଜ୍ୟ ସରକାରଙ୍କୁ ଗୁହାରୀ…

କନକ ବ୍ୟୁରୋ: ଗୋଟିଏ ପଟେ, ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛି ଘରର ରୋଜଗାରିଆ ପୁଅ । ଅନ୍ୟପଟେ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ ନକରିପାରି ଚିନ୍ତାରେ ପଡ଼ିଛନ୍ତି ପରିବାର । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି…

ଜମି ପାଇଁ ବାବୁଙ୍କ ଦାଦାଗିରି ! ତହସିଲଦାରଙ୍କ ନାଁରେ ଜମି ହଡପ ଅଭିଯୋଗ ? ଦେଉଛନ୍ତି ମାରିଦେବାର ଧମକ…

କନକ ବ୍ୟୁରୋ: ହାତରେ କ୍ଷମତା ଅଛି ବୋଲି ଆଇନକୁ ନିଜ ଅକ୍ତିଆରରେ ରଖିବା କେତେ ଦୂର ଠିକ୍ ? ବାବୁ ପଣିଆର ଦବଦବା ଦେଖାଇବା କେତେ ଉଚିତ ? ଲୋକେ ସରକାରୀ ଅଧିକାରୀଙ୍କୁ ନିଜ ସମସ୍ୟା କୁହନ୍ତି, ସମାଧାନ ପାଇଁ । କିନ୍ତୁ ଖୋଦ୍ ସରକାରୀ ଅଧିକାରୀ ଯେବେ ସମସ୍ୟା ପାଲଟିଯାଆନ୍ତି, ସେବେ କିଏ ଦେବ…

ଚର୍ଚ୍ଚାରେ ନବରଙ୍ଗପୁରର ଯୁବକ ଆନନ୍ଦ କୁମାର। ଆଦିବାସୀଙ୍କ ପାରମ୍ପରିକ ବାଦ୍ୟଯନ୍ତ୍ର ଡୁଙ୍ଗଡୁଙ୍ଗା ବାଜାର ତାଳେ ତାଳେ…

କନକ ବ୍ୟୁରୋ: ଚର୍ଚ୍ଚାରେ ନବରଙ୍ଗପୁରର ଆନନ୍ଦ କୁମାର ଦାଶ । ଆଦିବାସୀଙ୍କ ପାରମ୍ପାରିକ ବାଦ୍ୟଯନ୍ତ୍ର ଡୁଙ୍ଗଡୁଙ୍ଗା ବାଜା ବଜାଇ ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁରର ଆନନ୍ଦ କୁମାର । ସବୁଠାରୁ ବଡ଼ କଥା ହେଉଛି ଡୁଙ୍ଗଡୁଙ୍ଗା ବାଜାର ତାଳେ ତାଳେ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି ଆନନ୍ଦ । ତେବେ…

ଡାବୁଗାଁ ତହସିଲଦାରଙ୍କ ନାଁରେ ଜମି ହଡ଼ପ ଅଭିଯୋଗ। ଅସହାୟ ଝିଅର ଜମି ଜବରଦଖଲ କରି ଘର କରୁଛନ୍ତି ତହସିଲଦାର!

କନକ ବ୍ୟୁରୋ: ତହସିଲଦାରଙ୍କ ନାଁରେ ଜମି ହଡ଼ପ ଅଭିଯୋଗ । ସୂଚନା ଅନୁସାରେ ଜମିର ଉତ୍ତରାଧିକାରୀ ବାପା ମା’ ନଥିବା ଜଣେ ଅସହାୟ ଝିଅର ଜମି ହଡ଼ପ କରି ଡାବୁଗାଁ ତହସିଲଦାର କୃଷ୍ଣଚନ୍ଦ୍ର ଦାସ ଘର ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଘର ନିର୍ମାଣକୁ ବିରୋଧ କରିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ…

ନବରଙ୍ଗପୁର ପେଣ୍ଡ୍ରାଣୀ ମହାବିଦ୍ୟାଳୟର ନୋଟିସ ଭାଇରାଲ। ବିନା ବୟଫ୍ରେଣ୍ଡରେ କଲେଜ ମନା।

କନକ ବ୍ୟୁରୋ: ବିନା ବୟଫ୍ରେଣ୍ଡରେ କଲେଜ ମନା । କିଛି ଦିନ ତଳେ ଜଗତସିଂହପୁର ଜିଲ୍ଲା ଏସଭିଏମ ଅଟୋନମୋସ କଲେଜ କାନ୍ଥରେ ଏଭଳି ଏକ ଅଜବ ନୋଟିସ ମରାଯାଇଥିଲା । ପୁଣି ସେହିଭଳି ଏକ ଖବର ନବରଙ୍ଗପୁର ପେଣ୍ଡ୍ରାଣୀ ମହାବିଦ୍ୟାଳୟରୁ ଆସିଛି । ନୋଟିସରେ କଲେଜ ପ୍ରିନ୍ସିପାଲଙ୍କ ଷ୍ଟାମ୍ପ ଥିବା ବେଳେ…