Daily Archives

January 21, 2023

ଟମାଟୋ ଚାଷୀଙ୍କ ଦୁଃଖ: କେନ୍ଦୁଝରରେ କିଲୋପିଛା ୨ରୁ ୩ଟଙ୍କାରେ ବିକ୍ରି ହେଉଛି ଟମାଟୋ

କନକ ବ୍ୟୁରୋ: ବିଲାତି ପାଇଁ ଚାଷୀଙ୍କ ମୁଣ୍ଡ ବ୍ୟଥା । କେତେବେଳେ ଶହେ ତ ପୁଣି କେତେବେଳେ ଟଙ୍କାଏ । ବର୍ଷର କିଛି ସମୟ ବିଲାତିର ମୂଲ୍ୟ ଶହେ ଛୁଉଁଥିବା ବେଳେ ଅମଳ ସମୟରେ କିଲୋପିଛା ୨ରୁ୩ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । କିଛି ମାସ ପୂର୍ବରୁ ବାହାର ରାଜ୍ୟରୁ ଆସୁଥିବା ବିଲାତିର ମୂଲ୍ୟ…

ଆବାସ ଯୋଜନାକୁ ନେଇ ବଢ଼ୁଛି ଅସନ୍ତୋଷ । ଘର ଖଣ୍ଡିଏ ପାଇଁ ଗୁହାରି କରୁଛନ୍ତି ବାଲେଶ୍ୱର ବାହାନଗା ବ୍ଲକର ଦିବ୍ୟାଙ୍ଗ…

କନକ ବ୍ୟୁରୋ: ଆବାସ ଯୋଜନାକୁ ନେଇ ବଢ଼ୁଛି ଅସନ୍ତୋଷ । ଘରଟିଏ ପାଇଁ କାକୁତି ମିନତି ହେଉଛନ୍ତି ଦିବ୍ୟାଙ୍ଗ ପରିବାର । ଭଙ୍ଗା, ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ବାଲେଶ୍ୱର ବାହନଗା ବ୍ଲକ ଖରାସାହାପୁର ପଞ୍ଚାୟତର ଶଶ୍ମିତାଙ୍କ ପରିବାର । ଶଶ୍ମିତାଙ୍କ ସ୍ୱାମୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ…

ରାସ୍ତାରେ ଗଡିବ ରାଜାଙ୍କ ପୁରୁଣା ଭିଣ୍ଟେଜ କାର । ଚର୍ଚ୍ଚାରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓଙ୍କ କାର ଓ…

କନକ ବ୍ୟୁରୋ: ଚର୍ଚ୍ଚାରେ କେନ୍ଦୁଝର ରାଜାଙ୍କ କାର ଓ ବାଇକ୍ । ଶହେରୁ ଅଧିକ ପୁରୁଣା କାର ଓ ବାଇକ୍ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ୧୯୩୯ ମସିହାର ଉଲଜଲି କାର, ୧୯୪୨ ମସିହାର ଫୋର ଜିପିଡବ୍ଲ୍ୟୁ ଜିପ୍ ଓ ୧୯୫୩ର ମୋରିସ୍ ମାଇନର, ଡଜ୍, ପ୍ଲିମଥ୍, ଆମ୍ବାସଡ଼ର ମାର୍କଟୁ, ଷ୍ଟାଣ୍ଡାର୍ଡ…

ଦୁଷ୍କର୍ମ ଦୋଷୀ ରାମ ରହିମଙ୍କୁ ମିଳିଲା ୪୦ ଦିନର ପାରୋଲ । ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ, ମୁଁ ଏ ବିଷୟରେ ଜାଣିନି ।

କନକ ବ୍ୟୁରୋ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ଶନିବାର ଦିନ ହରିୟାଣାର ରୋହତକ ଜେଲରୁ ୪୦ ଦିନିଆ ପାରୋଲରେ ପଦାକୁ ବାହାରଛନ୍ତି । ଦୁଷ୍କର୍ମ ଏବଂ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ରୋହତକ ଜିଲ୍ଲାର ସୁନାରିଆ କାରାଗାରରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମଙ୍କୁ ୪୦ ଦିନିଆ ପାରୋଲ…

ହସ୍ପିଟାଲ ବେଡରେ କୁନି ପୁଅ ସ୍ୱରାଜ: ଅସହାୟ ମା’ର ଆକୁଳ ନିବେଦନ, ମୋ ପୁଅକୁ ଭଲ କରିଦିଅ…

କନକ ବ୍ୟୁରୋ: ମୋ ପୁଅକୁ ଫେରାଇ ଆଣ... ମୋ ପୁଅକୁ ଭଲ କରିଦିଅ... ମୋ ପୁଅର ହାର୍ଟ ଅପରେସନ ହେବ । ଟଙ୍କା ନଦେଲେ ମୋ ପୁଅର ଅପରେସନ ହେଇ ପାରିବନି । ମୋତେ ଦୟା କର, ମୁଁ ଆଉ ମୋ ପରିବାର ବହୁତ କଷ୍ଟରେ ଅଛୁ । ଆମକୁ ସାହାଯ୍ୟ କର... ଏ ହେଉଛି ଜଣେ ଅସହାୟ ମା’ର ମନର କଥା । କୋହ ଭରା କଣ୍ଠରେ…

ସୀମାରେ ଚୀନସେନାଙ୍କ ଅନୁପ୍ରବେଶ ରୋକିବ ଭାରତୀୟ ସେନା, ଅଭ୍ୟାସ ବେଳେ ବାୟୁସେନା ଦେଖାଇବ ରାଫେଲ ଓ ସୁଖୋଇର ଶକ୍ତି

କନକ ବ୍ୟୁରୋ : ଅରୁଣାଚଳ ସୀମାରେ ଚୀନ ଯେଭଳି ଭାବେ ଅନୁପ୍ରବେଶ କରୁଛି ତାହାକୁ ରୋକିବାକୁ ଭାରତୀୟ ବାୟୁସେନା ଏଲଏସି ନିକଟରେ ‘ଅଭ୍ୟାସ ପ୍ରଳୟ’ ଆୟୋଜିତ କରିବାକୁ ଯାଉଛି  । ଏହି ଅଭ୍ୟାସ ବେଳେ ବାୟୁସେନା ଯୁଦ୍ଧବିମାନ ରାଫେଲ ଓ ସୁଖୋଇର ଶକ୍ତି ପ୍ରଦର୍ଶନ କରିବ । ଆଉକିଛିଦିନ ପରେ ଏହି ଅଭ୍ୟାସ…