Daily Archives

January 21, 2023

ସୁନ୍ଦର ତୃପ୍ତିର ଅବସାଦ ନାହିଁ… ସହର ଯେବେ ସଜ ହୁଏ, ଭିଡ ଭିତରେ ବି ଭୁବନେଶ୍ୱର ଭାରି ଭଲଲାଗେ ।

କନକ ବ୍ୟୁରୋ: ହକି ଆସିଛି ବୋଲି... ସଜେଇ ହୋଇଛି ସ୍ମାର୍ଟସିଟି । ଭାରି ଫୁଲେଇ ହେଉଛି ଭୁବନେଶ୍ୱର । ରଙ୍ଗାରଙ୍ଗ ରାତିର ରାଜଧାନୀ, ସଜସଜ ସ୍ମାର୍ଟସିଟିର ସକାଳ । ରାସ୍ତାଘାଟ, କାନ୍ଥବାଡ ସବୁଠି ସୌନ୍ଦର୍ଯ୍ୟତାର ଝଲକ । ପାର୍କରୁ ପୋଖରୀ ସବୁଠି ପରିବର୍ତ୍ତନର ସ୍ପର୍ଶ । ଭିଡର ଭୁବନେଶ୍ୱର ଆଜି…

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ: ୧୦୮ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍ । ସାମିଙ୍କୁ ୩ ୱିକେଟ୍ ସଫଳତା ।

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଭ୍ରମଣକାରୀ ଦଳର ନୈରାଶ୍ୟଜନକ ବ୍ୟାଟିଂ । ପ୍ରଥମ ଇଂନିସରେ ବ୍ୟାଟିଂ କରି ଦଳ ମାତ୍ର ୧୦୮ ରନରେ ଅଲଆଉଟ୍ ହୋଇଯାଇଛି । ଗ୍ଲେନ୍ ଫିଲିପ୍ସ, ବ୍ରେସୱେଲ ଓ ସାଣ୍ଟନରଙ୍କୁ ଛାଡି ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ…

ରୋହିତଙ୍କୁ ଗଜନୀ ସହ ତୁଳନା କଲେ ୟୁଜର୍ସ । ହେଲେ ପଡିଆ ଭିତରେ ଏମିତି କଣ ହେଲା, ଭିଡ଼ିଓ ଦେଖିଲେ ହସ ଅଟକାଇ ପାରିବେନି ।

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ମାତ୍ର ୧୫ ରନରେ ୫ଟି ୱିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି…

ଜ୍ୟାକଲିନଙ୍କ ବିରୋଧରେ ନୋରାଙ୍କ ମାନହାନି ମକଦ୍ଦମା । ଜାଣନ୍ତୁ, କେବେ ହେବ କୋର୍ଟରେ ଶୁଣାଣି….

କନକ ବ୍ୟୁରୋ: ମହାଠକ ସୁକେଶ ଚନ୍ଦ୍ରଶେଖରର ୨୦୦ କୋଟି ଟଙ୍କା ଠକେଇ ମାମଲା, ଏବେ ବଲିଉଡର ଦୁଇ ଚର୍ଚ୍ଚିତ ଅଭିନେତ୍ରୀଙ୍କ ଭିତରେ ଯୁଦ୍ଧ ସୃଷ୍ଟି କରିଦେଇଛି । ଗତ କିଛି ଦିନ ତଳେ ଅଭିନେତ୍ରୀ ନୋରା ଫତେହି ଏହି ଘଟଣାରେ ଜ୍ୟାକଲିନଙ୍କ ନାଁରେ ମାନହାନି ମକଦ୍ଦମା କରିଥିବାବେଳେ, ଦିଲ୍ଲୀର ପଟିୟାଲା…

ଭ୍ୟାକ୍ସିନ୍ ନେଇଥିବା ଲୋକଙ୍କୁ ବି ଛାଡୁନି କରୋନାର ନୂଆ ଭ୍ୟାରିଆଣ୍ଟ XXB. 1.5 । ଜାଣନ୍ତୁ ଏହାର ଲକ୍ଷଣ

କନକ ବ୍ୟୁରୋ: ଆମେରିକାରେ ହଇଚଇ ସୃଷ୍ଟି କରିଥିବା କରୋନାର ନୂଆ ଭ୍ୟାରିଆଣ୍ଟ XXB. 1.5 ଭାରତରେ ମଧ୍ୟ ବଢିବାରେ ଲାଗିଛି । ଏହା ଓମିକ୍ରନର ଆଉ ଏ ଭ୍ୟାରିଆଣ୍ଟ ଅଟେ । ତେବେ ଟିକା ନେଇସାରିଥିବା ଲୋକଙ୍କୁ ମଧ୍ୟ ଏହି ଭ୍ୟାରିଆଣ୍ଟ ସଂକ୍ରମିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏହି ଭ୍ୟାରିଆଣ୍ଟ…

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁକୁ ଅପ୍ରାକୃତିକ କହିଲେ ବାପା ମନୋରଞ୍ଜନ । ଯୋଡ଼ା ଥାନାରେ ତିନି ଜଣଙ୍କ ନାଁରେ ଏତଲା ଦେଲେ…

କନକ ବ୍ୟୁରୋ: ଝିଅ ଶୁଭଶ୍ରୀ କରଙ୍କ ମୃତ୍ୟୁକୁ ଅପ୍ରାକୃତିକ କହିଛନ୍ତି ତାଙ୍କ ବାପା ମନୋରଞ୍ଜନ କର । ମୃତ୍ୟୁ ପଛରେ ଝିଅର ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମୁଖ୍ୟ ଅଭିଯୁକ୍ତ ବୋଲି ସେ ଦାବି କରିଛନ୍ତି । ଶୁଭଶ୍ରୀଙ୍କ ବେଡ ଉପରୁ ପୁଲିସ ଟିମକୁ ଏକ ବଟଲ ମିଳିଥିଲା । ଏହି ବଟଲରେ ଏକ…