Daily Archives

January 11, 2023

ଏହି ଦେଶଗୁଡିକ ପାଖରେ ରହିଛି ବିଶ୍ୱର ଶକ୍ତିଶାଳୀ ପାସପୋର୍ଟ: ଜାଣନ୍ତୁ, ଭାରତର ସ୍ଥାନ…

କନକ ବ୍ୟୁରୋ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଗୁଡିକର ଲିଷ୍ଟ ଜାରି ହୋଇଛି । ଲଣ୍ଡନର ଫର୍ମ ହେନେଲ ଆଣ୍ଡ ପାର୍ଟନର ୨୦୨୩ ପାଇଁ ଏହି ସୂଚୀ ଜାରି କରିଛି । ଏହି ଲିଷ୍ଟ ସବୁଠାରୁ ଶକ୍ତିଶାଳୀ ଆଉ ସବୁଠାରୁ ଦୁର୍ବଳ ପାସପୋର୍ଟର ଲିଷ୍ଟ ଜାରି କରାଯାଇଛି । ଏହି ଲିଷ୍ଟରେ ୧୯୯ ଦେଶର…

ଆମେରିକା ଏୟାର ସିଷ୍ଟମ୍ ଠପ୍, ପ୍ରଭାବିତ ହେଲା ଅନେକ ବିମାନର ଉଡାଣ। 

କନକ ବ୍ୟୁରୋ: ଆମେରିକାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଫ୍ଲାଇଟର ଉଡାଣକୁ ରୋକି ଦିଆଯାଇଛି । ଏହି କାରଣରୁ ହଜାର ହଜାର ସଂଖ୍ୟାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମର କମାଣ୍ଡ ସେଣ୍ଟରରେ ବିଳମ୍ବ ନେଇ ସମସ୍ତଙ୍କୁ ଅବଗତ କରାଯାଇଛି । ଏଥିରେ ଲମ୍ବା…

ହ୍ୟାଲୋ… ସ୍କୁଲରେ ଟାଇମ ବୋମା ଖଞ୍ଜିଛୁ । ମୁମ୍ବାଇର ଧୀରୁଭାଇ ଅମ୍ବାନୀ ସ୍କୁଲକୁ ବିସ୍ଫୋରଣରେ ଉଡାଇବାକୁ ଆସିଲା…

କନକ ବ୍ୟୁରୋ : ମୁମ୍ବାଇରେ ପୁଣିଥରେ ବୋମା ବିସ୍ଫୋରଣ ଧମକ । ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ କଲ ମିଳିଛି । ଏହି ଅଜ୍ଞାତ କଲରେ ସ୍କୁଲକୁ ବିସ୍ଫୋରଣରେ ଉଡାଇବାକୁ ଧମକ ଦିଆଯାଇଛି । ଏପରିକି ଫୋନ୍ କରି ଅଜଣା ବ୍ୟକ୍ତି ଜଣକ କହିଥିଲେ,…

କ୍ୟାଡର ନିୟନ୍ତ୍ରଣର କ୍ଷମତା କାହା ପାଖରେ? ଦିଲ୍ଲୀ ସରକାର ନା ଉପରାଜ୍ୟପାଳ… ଅଧିକାର ବିବାଦରେ ସୁପ୍ରିମକୋର୍ଟ…

କନକ ବ୍ୟୁରୋ: ସୁପ୍ରିମକୋର୍ଟ କହିଛନ୍ତି ଯେତେବେଳେ ଗୋଟିଏ କ୍ୟାଡର ଆବଣ୍ଟିତ ହୋଇଥାଏ ସେତେବେଳେ ରାଜ୍ୟ ସରକାର ବଦଳି, ନିଯୁକ୍ତିର ନିିଷ୍ପତ୍ତି ନେଇଥାନ୍ତି । ତେବେ କଣ ଏହି ସିଦ୍ଧାନ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହୋଇଥାଏ । ଏହାକୁ ନେଇ ଆମେ ସାମ୍ବିଧାନିକ ପ୍ରାବଧାନ ଉପରେ ଅନୁଧ୍ୟାନ…

ସରକାରକୁ ଆସିଲେ ୨ ଶହ ୟୁନିଟ୍ ମାଗଣା ବିଜୁଳି । କର୍ଣ୍ଣାଟକରେ ବଡ ଘୋଷଣା କଲେ କଂଗ୍ରେସ ନେତା ।

କନକ ବ୍ୟୁରୋ: ବିଜେପିକୁ ସତ୍ତାରୁ ହଟେଇବା ପାଇଁ କର୍ଣ୍ଣାଟକରେ ବଡ ଘୋଷଣା କରିଛି କଂଗ୍ରେସ । ବୁଧବାର ପ୍ରଜା ଧ୍ୱନି ନାମକ ନିର୍ବାଚନୀ ଯାତ୍ରାର ଶୁଭାରମ୍ଭ କରିବା ସହିତ କଂଗ୍ରେସୀ ନେତା ଏକ ବଡ ଘୋଷଣା କରିଛନ୍ତି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଡିକେ ଶିବକୁମାର ଓ ବିଧାନସଭାରେ…

ଗୋପରେ ନିଜ ଝିଅକୁ ପୋଡି ମାରିଲା ବାପା । ମାଲଭାଇଙ୍କୁ ବାନ୍ଧିଲା ପୋଲିସ, ପ୍ରମାଣ ନଷ୍ଟରେ କରିଥିଲେ ସହଯୋଗ ।

କନକ ବ୍ୟୁରୋ : ଗୋପ ବିଜିପୁର ଗାଁରେ ନିଜ ଝିଅକୁ ବାପା ପୋଡି ମାରିଦେବା ଘଟଣାରେ ୩ ଜଣଙ୍କୁ ବାନ୍ଧିଲା ପୁଲିସ । ଅଭିଯୁକ୍ତ ବାପାଙ୍କ ସହିତ ତିନି ମାଲ ଭାଇଙ୍କୁ ପୁଲିସ ଗିରଫ କରିଛି । ଏମାନେ ଯୁବତୀଙ୍କ ୨ ଦାଦା ଓ ସମ୍ପର୍କୀୟ ଜେଜେ ବୋଲି ଜଣାପଡିଛି । ସମସ୍ତେ ଯୁବତୀଙ୍କ ମୃତଦେହ ପୋଡିବାରେ…