Daily Archives

January 11, 2023

ସରୁଛି କାଉଣ୍ଟଡାଉନ, ଆରମ୍ଭ ହେବ ହକି ମହାକୁମ୍ଭ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ କଟବ ବାରବାଟୀ, ଓଡ଼ିଶାରେ…

କନକ ବ୍ୟୁରୋ : କାଉଣ୍ଟଡାଉନ ସରୁଛି, ଉକ୍ରଣ୍ଠା ବଢୁଛି । ଆଉ କିଛି ସମୟର ଅପେକ୍ଷା । ବାଜିବ ହକି ବିଶ୍ୱକପ୍ ବିଗୁଲ୍ । ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍ । ଏଥିପାଇଁ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଓଡ଼ିଶାରେ ପହଂଚି ସାରିଛନ୍ତି । ଦମଦାର ଖେଳ…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କଟିବ ଚାଲାଣ । ୧୫ ତାରିଖରୁ ପଡିବ ମୋଟା ଅଙ୍କର ଫାଇନ୍ । ନିୟମ ନମାନିଲେ ୧୦…

କନକ ବ୍ୟୁରୋ: ଆପଣ ଯଦି ଗାଡି ଚଲାଉଛନ୍ତି ଆଉ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନାହିଁ । ତେବେ ଟିକେ ସତର୍କ ହେଇଯାଆନ୍ତୁ । କାହିଁକି ନା ଜାନୁଆରୀ ୧୫ ତାରିଖରୁ ଓଡିଶାରେ କଡାକଡି ହେବାକୁ ଯାଉଛି ନମ୍ବର ପ୍ଲେଟ୍ ଚେକିଂ । ଯଦି ଆପଣ ଧାର୍ଯ୍ୟ ସମୟ ଭିତରେ ଆପଣଙ୍କ ଗାଡିରେ ନୂଆ…

ପାକିସ୍ତାନରେ ଗ୍ୟାସ୍ ସିଲିଣ୍ଡରର ଦାମ୍ ୧୦ହଜାର ଟଙ୍କା । ପେଟ୍ରୋଲ ଡିଜେଲ ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହେବେ

କନକ ବ୍ୟୁରୋ : ପାକିସ୍ତାନର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଖାଇବା ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଲୋକଙ୍କ ପାଇଁ ରୁଟି ଏବଂ ଚିକେନ୍ ଏକପ୍ରକାର ସ୍ୱପ୍ନ ହୋଇଯାଇଛି । ପାକିସ୍ତାନରେ ବର୍ତ୍ତମାନ ଯେଉଁଭଳି ଭାବେ ଦରଦାମ ଉପରମୁହାଁ ହୋଇଛି ତାହା ଶୁଣିଲେ ଯେକେହି ବି…

ଫେବ୍ରୁଆରୀ ୧ରୁ ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ : କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଦାବି

କନକ ବ୍ୟୁରୋ : ଫେବ୍ରୁଆରୀ ୧ରୁ ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ ।  ଦାବି ପୂରଣ ନହୋଇଥିବାରୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଦାବି କରିଛନ୍ତି ।୨୦୨୧ରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଥିବା ଅଭିଯୋଗ ରହିଛି । ଓଏମଏଚଏସ କ୍ୟାଡର ଡାକ୍ତରଙ୍କ ପୁନଃର୍ବିନ୍ୟାସ…

ମହାପ୍ରଭୁଙ୍କ ଗର୍ଭଗୃହରେ ମୂଷା ଆତଙ୍କ : ପହୁଡ ପରେ ଅନ୍ଧାରର ସୁଯୋଗ ନେଇ କରୁଛନ୍ତି ଉତ୍ପାତ; ଶ୍ରୀଜଗନ୍ନାଥଙ୍କ…

କନକ ବ୍ୟୁରୋ : ମହାପ୍ରଭୁଙ୍କ ଗର୍ଭଗୃହରେ ମୂଷା ଆତଙ୍କ । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ସୃଷ୍ଟି କରିଛି ମୂଷା । ରତ୍ନ ସିଂହାସନରେ ବଡ଼ ବଡ଼ ମୂଷା ଆତଙ୍କ ସୃଷ୍ଟି କରିଛନ୍ତି । ମୂଷାମାନେ କନକମୁଣ୍ଡି ଚାନ୍ଦୁଆରେ ରହୁଛନ୍ତି । ମହାପ୍ରଭୁଙ୍କ ପହୁଡ଼ ପରେ ଅନ୍ଧାରର ସୁଯୋଗ ନେଇ ଠାକୁରଙ୍କ…

ଆବାସକୁ ନେଇ ଚେତାବନୀ ଦେଲା ବିଜେପି । କହିଲା ୨୪ ଘଣ୍ଟା ଭିତରେ ଲଗାଅ ହିତାଧିକାରୀଙ୍କ ତାଲିକା, ଦଳୀୟ ଆଧାରରେ ଆବାସ…

କନକ ବ୍ୟୁରୋ : ପିଏମ ଆବାସକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଡିସେମ୍ବର ୨୧ ତାରିଖ ସୁଦ୍ଧା ପଞ୍ଚାୟତ କାନ୍ଥରେ ପିଏମ ଆବାସର ଟେଣ୍ଟେଟିଭ ଲିଷ୍ଟ ମାରିବା କଥା । ଏଯାବତ ୯୦ ପ୍ରତିଶତ…