Daily Archives

December 29, 2022

ଉଜବେକିସ୍ତାନ କଫ ସିରଫ ମୃତ୍ୟୁ ମାମଲାର ଯାଂଚ ପାଇଁ ନିର୍ଦ୍ଦେଶ ଦେଲେ ଭାରତ ସରକାର । ମେରିୟନ ବାୟୋଟେକର ଡାକ୍-ୱାନ…

କନକ ବ୍ୟୁରୋ : ଉଜବେକିସ୍ତାନରେ କଫ ସିରପ ପିଇ ୧୮ ଶିଶୁ ପ୍ରାଣ ହରାଇଥିବା ମାମଲାର ହେବ ଯାଂଚ । ଘଟଣାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି । ଶିଶୁଙ୍କ ମୃତ୍ୟୁର କାରଣ ପାଇଁ ତଦନ୍ତ ପାଇଁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଉଜବେକିସ୍ତାନଠୁ ସମସ୍ତ ତଥ୍ୟ ମଗାଯାଇଥିବା…

ଭୟ ବଢାଇଲା ନୂଆ ତଥ୍ୟ । ୪୦ଦିନକୁ ନେଇ ଚିନ୍ତା, କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ?

କନକ ବ୍ୟୁରୋ : ଚୀନରେ ସଂକ୍ରମଣ ବୃ୍ଦ୍ଧି ପରେ ଭାରତରେ ପୁଣି ଦେଖାଦେଇଛି ଭୟର ବାତାବରଣ । ଏହା ଭିତରେ ସ୍ୱାସ୍ଥ୍ୟମନ୍ତ୍ରାଳୟର ଏକ ରିପୋର୍ଟ କହୁଛି ଆଗାମୀ ୪୦ଦିନ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଜାନୁଆରୀ ମାସରେ ପିକ୍ ଛୁଇଁପାରେ ସଂକ୍ରମଣ । କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ?…

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ୍: ଦେଖିବାକୁ ମିଳିବ ଜର୍ମାନୀ ଓ ଜାପାନର ଝଲକ

କନକ ବ୍ୟୁରୋ: କେମିତି ଦେଖାଯିବ ଭୁବନେଶ୍ୱର ରେଲୱେ ଷ୍ଟେସନ । ଭୂମି ପୂଜନ ଅବସରରେ ରେଳଷ୍ଟେସନର ନବକଳେବରର ଚିତ୍ର ପ୍ରଦର୍ଶିତ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ମାଷ୍ଟରକାଂଟିନ୍ ଓ ୬ ନମ୍ବର ଗେଟ୍କୁ ଅଧିକ ସୁଗମ କରାଯିବ । ମୁଖ୍ୟ ପ୍ରବେଶ ପଥରେ ୬ ମହଲା ଓ ୪ ମହଲା…

ପୁଣି ପଦାରେ ପଡିଲା କଂଗ୍ରେସ କନ୍ଦଳ । ସଲମାନ ଖୁର୍ସିଦ ଦେଲେ ବଡ଼ ବୟାନ, ଖଡ଼ଗେ ବିରୋଧରେ ଆପତ୍ତିଜନକ ଟିପ୍ପଣୀ

କନକ ବ୍ୟୁରୋ : ପୁଣି ଥରେ ବୟାନ ପାଇଁ ବିବାଦରେ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ । କଂଗ୍ରେସ ସଭାପତି ମଲ୍ଲିକାଜୁନ଼ ଖଡଗେଙ୍କୁ ନେଇ ଖୁର୍ସିଦ ଏଭଳି ଏକ ବୟାନ ଦେଇଛନ୍ତି ଯାହା ପାଇଁ ଏବେ କଂଗ୍ରେସର ଦଳୀୟ କନ୍ଦଳ ପୁଣି ଥରେ ପଦାରେ ପଡିଛି । ଖୁର୍ସିଦ କହିଛନ୍ତି ଖଡ଼ଗେ ଦଳ ପାଇଁ ମୁଖା…

କୋଭିଡ କଟକଣା ହଟାଇବା ପରେ ଚୀନରେ କରୋନା ତାଣ୍ଡବ । କୋଭିଡ ରିପୋର୍ଟ ଜାରି କରିବା ଉପରେ ରୋକ ଲଗାଇଲା ଚୀନର ଜାତୀୟ…

କନକ ବ୍ୟୁରୋ : ଚୀନରେ କରୋନା ବିସ୍ଫୋରଣ ଥମିବାର ନାଁ ନେଉନାହିଁ । ଯେବେଠାରୁ ଚୀନ୍ ସରକାର ଦେଶରେ କୋଭିଡ୍-୧୯ କଟକଣା ହଟାଇଛନ୍ତି, ସେବେଠାରୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ଭିତରେ ବିଶେଷଜ୍ଞମାନେ କହିଛନ୍ତି, ଚୀନ୍ ସରକାର କରୋନା କଟକଣାରେ ଯେଉଁ କୋହଳ କରିଛନ୍ତି, ତାହା…

ବିବାଦରେ ଥିବା ‘ପଠାନ’କୁ ଝଟକା । ଆପତ୍ତି ପ୍ରକାଶ କଲେ ସେନସର ବୋର୍ଡ

କନକ ବ୍ୟୁରୋ : ରିଲିଜ ପୂର୍ବରୁ ଫିଲ୍ମ ପଠାନକୁ ବଡ ଝଟକା ମିଳିଛି । ଫିଲ୍ମର ବେସରମ୍ ଶୀର୍ଷକ ଗୀତକୁ ନେଇ ଅନେକ ତୁମ୍ବିତୋଫାନ ହୋଇଥିଲା । ଆଉ ଯେଉଁ ଗୀତ ଓ ଦୃଶ୍ୟକୁ ନେଇ ତେଜିଥିଲା ବିବାଦ, ସେହି ଦୃଶ୍ୟକୁ ହଟାଇବାକୁ ଏବେ ପରାମର୍ଶ ଦେଇଛନ୍ତି ସେନସର ବୋର୍ଡ । ସେନସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ…