Daily Archives

December 29, 2022

ପାଭେଲଙ୍କ ଫଟୋ ବଢ଼ାଇଲା ରହସ୍ୟ: ଆତ୍ମହତ୍ୟା ନା ହତ୍ୟା?

କନକ ବ୍ୟୁରୋ: ରାୟଗଡାରେ ରୁଷୀୟ ପର୍ଯ୍ୟଟକଙ୍କର କେମିତି ମୃତ୍ୟୁ ହେଲା । ଆତ୍ମହତ୍ୟା ନାଁ ହତ୍ୟା ଏହାକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ ପ୍ରତିଦିନ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଯାହା ସନ୍ଦେହକୁ ଆହୁରି ବଢ଼ାଉଛି । ବିଶେଷକରି ଶିଳ୍ପପତି ପାଭେଲଙ୍କର ଅଚାନକ ମୃତ୍ୟୁ ହେବା । ଶବକୁ…

ଲୋକେ ଖେଳୁଛନ୍ତି ଜୁଆ: ହେଲେ ଗଞ୍ଜା ପାଉଛନ୍ତି ସଜା, ପ୍ରଶ୍ନ କେଉଁ ଦୋଷରେ ନୀରିହ ପକ୍ଷୀ ପାଉଛନ୍ତି ଦଣ୍ଡ

କନକ ବ୍ୟୁରୋ: ଥାନା ଭିତରେ ଗଂଜା । ୫ ଦିନ ହେଲାଣି ବନ୍ଦୀ ଭଳି ଦିନ କାଟୁଛନ୍ତି ୪ ଗଂଜା । ଅନ୍ୟର ଦୋଷ ପାଇଁ ସଜା ଭୋଗୁଛନ୍ତି ଗଂଜା । ଗତକାଲି ସିମୁଳିଆ ପ୍ରାଣୀ ଚିକିତ୍ସାଳୟରେ ଗଂଜାଙ୍କ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି । ଏହି ଗଞ୍ଜା ଥାନାରେ କାହିଁକି ଅଛନ୍ତି ଏହା ଜାଣିଲେ ଆପଣଙ୍କ…

ବାହାଘର ପାଇଁ କିଣା ହୋଇଥିଲା ସୁନା, ହେଲେ ଘରେ ପଶି ଲୁଟିନେଲା ଚୋର

କନକ ବ୍ୟୁରୋ: ପୁଅ ବାହାଘରକୁ ଆଉ ଅଳ୍ପଦିନ । ଶେଷ ହୋଇଥିଲା ସମସ୍ତ ପ୍ରସ୍ତୁତି । ସୁନା ଗହଣା ବି କିଣାକିଣି ସରିଥିଲା । ହେଲେ ରାତିରେ ବାହାଘର ପାଇଁ କିଣାଯାଇଥିବା ସମସ୍ତ ସୁନା ଚୋର ନେଇଯାଇଛି । ଖୋର୍ଦ୍ଧା ଜିଲ୍ଲା ଗେଡିଆପଲ୍ଲୀ ପାଟଣା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁର ଶ୍ୟାମ…

ଗୁଣୁପୁରରେ ହାତୀ ଉପଦ୍ରବ: ଅମଳ ଧାନକୁ ଖାଇବା ସହ ଦଳି ଚକଟି କରୁଛନ୍ତି ନଷ୍ଟ

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଂଚଳରେ ହାତୀ ଉପଦ୍ରବ । ଧାନ ଅମଳ ସମୟରେ ଏହି ହାତୀ ପଲଙ୍କ ଦୌରାତ୍ୟମ ଚାଷି କୂଳଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ଗତ କାଲି ରାତ୍ର ଗୁଣୁପୁର ବ୍ଲକ ଅନ୍ତର୍ଗତ ଡମ୍ବସରା ଗ୍ରାମର ମାଡୁ ଶବର ନାମକ ଜଣେ ଚାଷୀଙ୍କ ଅମଳ ଧାନକୁ ହାତୀ ପଲ ଖାଇଦେବା ସହ ଦଳି…

ସମୁଦ୍ର ଭିତରେ ଶତ୍ରୁର ଜାହାଜକୁ ନଷ୍ଟ କରିଦେବ ଭାରତର ବ୍ରହ୍ମାସ୍ତ୍ର ‘ବ୍ରହ୍ମୋସ’ । ଆକାଶପଥରୁ ହେଲା ସଫଳ ପରୀକ୍ଷଣ,…

କନକ ବ୍ୟୁରୋ : ଗୁରବାର ଭାରତୀୟ ବାୟୁସେନା ସୁପରସୋନିକ ମିସାଇଲ ବ୍ରହ୍ମୋସ ଇଆର (ଏକ୍ସଟେଣ୍ଡେଡ ରେଞ୍ଜ)ର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲର ସଫଳ ପରୀକ୍ଷଣ ସହ ଶତ୍ରୁ ଶିବିରରେ ଛନକା ପଶିଛି । କାରଣ ଆକାଶପଥରୁ ସୁଖୋଇ-୩୦ ଭଳି ଯୁଦ୍ଧ ବିମାନରୁ ଏହି ମିସାଇଲ ମାଡ କରିବା ଦ୍ୱାରା ଶତ୍ରୁ…

ଅଚଳ ପଡ଼ିଛି ଶୀତଳ ଭଣ୍ଡାର, ରାସ୍ତାରେ ଗଡୁଛି ଆଳୁ: ପୁରୀ ସାତସଙ୍ଖ ଉତରାୟଣୀରୁ ଆସିଲା ବିବ୍ରତ କଲା ଭଳି ଚିତ୍ର

କନକ ବ୍ୟୁରୋ: କାମରେ ଆସୁନି ଶୀତଳ ଭଣ୍ଡାର । ୨ ବର୍ଷ ହେବ ଅଚଳ ହୋଇପଡ଼ିଛି ଉତରାୟଣୀ ଶୀତଳ ଭଣ୍ଡାର । ଯାହା ପାଇଁ ରାସ୍ତା କଡେ଼ର ପଚି ସଢ଼ି ନଷ୍ଟ ହୋଇ ଯାଉଛି ବସ୍ତା ବସ୍ତା ଆଳୁ । ଏ ଖବର ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ମଙ୍ଗଳପୁର ରାସ୍ତା କଡ଼ର । ଚାଷୀ ବିକ୍ରି କରିବାକୁ ଆଣୁଥିବା ଆଳୁ ସବୁ…