Daily Archives

December 26, 2022

ଆମେରିକା ଦେଖୁଛି ପ୍ରକୃତିର କରାଳ ରୂପ: ଭୟଙ୍କର ବରଫ ଝଡ଼ ଦେଇ ଗତି କରୁଛି ପଶ୍ଚିମ, ଉତର ଆମେରିକା

କନକ ବୁାରୋ: ଯେବେ ବରଫ ଝଡ଼ ଆସେ ସେତେବେଳେ ଦୃଶ୍ୟ କିଛି ଏଭଳି ରୁହେ । ଯୁଆଡେ ଦେଖିବ ସିଆଡେ କେବଳ ବରଫ ହିଁ ବରଫ । ଧଳାର ବରଫର ଆସ୍ତରଣ ଭିତରେ ଲୁଚି ଯାଇଛି ଉତର ଓ ପଶ୍ଚିମ ଆମେରିକା । କରାଳ ଝଡ଼ ଯୋଗୁଁ ଏତେ ମାତ୍ରାରେ ବରଫ ପାତ ହେଉଛି ଯେ ଆଖି ବି ପାଉନି । । ଉତର ଆମେରିକାରେ ଏବେ ଚାଲିଛି…

ଚୀନରେ କରୋନା ପ୍ରଳୟ: କୋଲ୍ଡ ଷ୍ଟୋରେଜରେ ମାଳ ମାଳ ଶବ, ଶବଦାହ ପାଇଁ ଗୋଟିଏ ଧାଡିରେ ୨ହଜାର ଲୋକ

କନକ ବ୍ୟୁରୋ: ପୋକ ମାଛି ପରି ଲୋକମାନେ ମୃତ୍ୟୁବରଣ କରିବେ । ଅନ୍ତିମ ସଂସ୍କାର ପାଇଁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡିବ । କମ ପଡିବ ଶ୍ମଶାନ ଘର । ଏକଥା ହୁଏ କେହି କେବେ କୌଣସି ବହିରେ ପଡିଥିବେ କି ସିରିୟଲ, ସିନେମା କିମ୍ବା କୌଣସି କାଳ୍ପନିକ କାହାଣୀରେ ଦେଖିଥିବେ । କିନ୍ତୁ କେହି…

ମଦ ପାଇଁ ପୁଅକୁ ହରାଇଥିବା କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ବୟାନକୁ ନେଇ ଚର୍ଚ୍ଚା। ମଦୁଆଙ୍କୁ ଝିଅ ବାହା ନଦେବାକୁ…

କନକ ବ୍ୟୁରୋ: ସଚେତନତାର ସ୍ଲୋଗାନ୍ ଭଳି ଲାଗୁଥିବା ଏହି କଥା କୌଣସି ସାମାଜିକକର୍ମୀ କିମ୍ବା ସାମାଜିକ ସଚେତକ କହୁନାହାଁନ୍ତି । ବରଂ କହୁଛନ୍ତି-ଜଣେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର କହିଛନ୍ତି-ମଦୁଆ ଅଧିକାରୀ ଅପେକ୍ଷା ଜଣେ ରିକ୍ସାଚାଳକ…

ସୁରତରେ ଚାଞ୍ଚଲ୍ୟ: ସୂତାକଳ ମାଲିକଙ୍କୁ ହତ୍ୟା କଲେ ଓଡିଆ ଶ୍ରମିକ

କନକ ବ୍ୟୁରୋ: ସୁରତର ଆସିଛି ଏଭଳି ଖବର, ଯାହା ଆପଣଙ୍କୁ ହୁଏତ ବିଚଳିତ କରିପାରେ । ୩ ଜଣଙ୍କୁ ଦୁଇଜଣ କାରିଗର କୌଣସି ସଙ୍କୋଚ ନକରି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଚାଲିଛନ୍ତି । ଜଣେ ଲୁହାବାଡିରେ ଆକ୍ରମଣ କରୁଥିବାବେଳେ ଅନ୍ୟ ଜଣେ ବି ତାଙ୍କର ସାଥ ଦେଉଛନ୍ତି । ଆଉ ଏହି ଆକ୍ରମଣରେ ପ୍ରାଣ…

ବିଜେଡିକୁ କାଉଣ୍ଟର ପାଇଁ ବିଜେପି କରୁଛି ସତ୍ୟାଗ୍ରହ: ମହାପୁରୁଷଙ୍କ ପ୍ରତିମୂର୍ତି ତଳେ ୪ଘଂଟିଆ ପ୍ରତିବାଦ

କନକ ବ୍ୟୁରୋ: ରାଜନୀତିର ପ୍ରତିଯୋଗୀତାରେ ପ୍ରସଙ୍ଗକୁ ଜୀବିତ ରଖିବା ପାଇଁ ପ୍ରତିଦ୍ୱନ୍ଦିତା କେତେ ଜରୁରୀ, ବିଜେପିର ଏହି ସତ୍ୟାଗ୍ରହରୁ ଅନୁମାନ କରିହେଉଛି । ଠିକ୍ ଶାସକ ବିଜେଡିର ପ୍ରତିଷ୍ଠା ଦିବସରେ ସତ୍ୟାଗ୍ରହ ଜରିଆରେ ସେହି ସବୁ ପ୍ରସଙ୍ଗ ଉଦ୍୍ଥାପନ କରିଛି ବିଜେପି, ଯାହା ବିଜେଡିକୁ…

ଚାକିରି ବାହାନାରେ ଯୁବତୀ ଚାଲାଣ। କନ୍ଧମାଳର ୨ ଯୁବତୀଙ୍କୁ ଉତ୍ତରପ୍ରଦେଶରୁ ଉଦ୍ଧାର କଲା ପୁଲିସ।

କନକ ବ୍ୟୁରୋ: ଭୋଜପୁରୀ ଗୀତର ତାଳେ ତାଳେ ଯୁବତୀ ନୃତ୍ୟ କରୁଛନ୍ତି । ଏହି ଭଳି ଦୃଶ୍ୟ ସାମ୍ନାକୁ ଆସିଛି ଉତରପ୍ରଦେଶରୁ, ଆଉ ଦର୍ଶକଙ୍କୁ ଉତେଜକ ନୃତ୍ୟ କରି ମନୋରଂଜନ ଯୋଗାଉଥିବା ଯୁବତୀମାନେ କିନ୍ତୁ ବାହାର ରାଜ୍ୟର । ଚାକିରୀ ଓ ରୋଜଗାରର ଲୋଭରେ ୟୁପି ଆସି ଏଠାରେ ଦର୍ଶକଙ୍କ ମନୋରଞ୍ଜନ…