ଭୁବନେଶ୍ୱର ବିମାନବନ୍ଦରରେ ଜବତ ହେଲା ବେଆଇନ ସୁନା । ସୁନାର ଆନୁମାନିକ ମୂଲ୍ୟ ୨କୋଟି ୭୯ଲକ୍ଷ୍ୟ । ୪ ଗିରଫ ।

47

କନକବ୍ୟୁରୋ : ଭୁବନେଶ୍ୱର ବିମାନବନ୍ଦରୁ ଜବତ ହେଲା ବେଆଇନ ସୁନା । ବାରମ୍ବାର ଜବତ ହେଉଛି ବେଆଇନ ସୁନା । ଦୁବାଇରୁ ଏହି ସୁନା ଆସୁଥିବା ବେଳେ ସୁନା କେଉଁଆଡକୁ ଯାଉଥିଲା ତାହା ନେଇ କୈଣସି ସ୍ପଷ୍ଟ ସୂଚନା ନାହଁ । ସେମାନଙ୍କଠାରୁ ୧୨ଟି ସୁନା କ୍ୟାପସୁଲ ସୁନା ଜବତ ହୋଇଛି । ସୁନାର ମୂଲ୍ୟ ୨କୋଟି ୭୯ ଲକ୍ଷ ଟଙ୍କା ମୂଲ୍ୟର ସୁନା ରହିଛି । ଏହାର ପାଖାପାଖି ମୂଲ୍ୟ ୪କୋଟି ଟଙ୍କା ରହିଛି । ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ ଅଧିକା ପଚାରଉଚାର ଜାରି ରଖିଛି ।