Daily Archives

December 25, 2022

ମାସ୍କ ପିନ୍ଧିବାକୁ ଓ ହାତ ଧୋଇବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ: କହିଲେ, ସୁରକ୍ଷିତ ରହିଲେ ସବୁ ଉତ୍ସବର ଉଠାଇପାରିବେ…

କନକ ବ୍ୟୁରୋ: ଭୂତାଣୁ କେତେ ଭୟଙ୍କର ପରିଣାମ ଆଣିପାରେ ଏବଂ ମୃତ୍ୟୁ କେତେ ଯନ୍ତ୍ରଣା ଦାୟକ ହୋଇପାରେ, ଚାଇନାରୁ ଆସୁଥିବା ଏହି ସବୁ ଚିତ୍ର ତାର ପ୍ରମାଣ ।ବେଡ୍ ଉପରେ ଛଟପଟ ହେଉଥିବା ରୋଗୀ, ଚିକିତ୍ସା ପାଇଁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଲୋକ ଏବଂ ଶବଗୃହରେ ଲମ୍ବା ଧାଡ଼ିରେ ରଖାଯାଇଥିବା…

ବିଜେପିର ମିଶନ ୨୦୨୪: ଲୋକସଭା ଆସନ ୮ରୁ ୧୮ରେ ପହଂଚିବା ଲକ୍ଷ୍ୟରେ ଦଳ

କନକ ବ୍ୟୁରୋ: ଭ୍ରଷ୍ଟାଚାର ଅଭିଯୋଗ ଆଣିବା ସହ ରାଜ୍ୟ ସରକାରକୁ ଉପାଡି ଫିଙ୍ଗି, ଡବଲ ଇଂଜିନର ସରକାରକୁୁ ଆଣିବାକୁ ଆହ୍ୱାନ ଦେଇଥିଲେ ଜେପି ନଡ୍ଡା । ଏଭଳି କିଛି ଭାଷଣରେ ଉତ୍ସାହିତ ହୋଇଯାଇଥିଲେ ଭାରତୀୟ ଜନତା ପାର୍ଟିର କର୍ମୀ । ପଂଚାୟତ ଏବଂ ପୌର ନିର୍ବାଚନରେ ବିଜେଡିଠାରୁ ବହୁ ପଛରେ…

ହେତୁବାଦୀଙ୍କୁ ଚ୍ୟାଲେଂଜ କରି ଜ୍ୟୋତିଷ ସମ୍ମିଳନୀ: ନୂଆବର୍ଷ ପାଇଁ ରାଜ୍ୟ ଓ ଦେଶର ଭାଗ୍ୟ ଆକଳନ

କନକ ବ୍ୟୁରୋ: ଗ୍ରହଣରେ ଚିକେନ ଖାଇବାକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀଙ୍କ ଭିତରେ ବେଶ ବିବାଦ ହୋଇଥିଲା ।ପ୍ରସଙ୍ଗକୁ ନେଇ ଚର୍ଚା ଥମିନଥିବାବେଳେ ହେତୁବାଦୀଙ୍କୁ ଚ୍ୟାଲେଂଜ ଦେଇ ଆୟୋଜନ ହୋଇଛି ଜ୍ୟୋତିଷ ସମ୍ମିଳନୀ ।ଭୃଗୁ ଜ୍ୟୋତିଷ ସଂସ୍ଥାନ ପକ୍ଷରୁ ଭୁବନେଶରରେ ରାଜ୍ୟ ଓ ରାଜ୍ୟ ବାହାର…

ଆତ ଚାଷୀଙ୍କ ପାଇଁ କାଳ ସାଜିଛି ବଜାର ଦର, ସଂରକ୍ଷିତ ରଖିବାର ସୁବିଧା ନଥିବାରୁ ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ବଜାର ଖୋଜୁଛି ରାୟଗଡ଼ା ଆତ । ରୁତୁକାଳୀନ ଫଳ ଭାବେ ବର୍ତମାନ ସମୟରେ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ପ୍ରଚୁର ପରିମାଣର ଆତ ଅମଳ ହୋଇଥାଏ । ଏହି ଫଳକୁ ସଂଗ୍ରହ କରି ଆଦିବାସୀ ମହିଳା ମାନେ ରାସ୍ତାକଡ଼ରେ ଝୁଡିରେ ଧରି ବିକ୍ରି କରନ୍ତି । ଏଥିରେ ସେମାନେ ନିଜର ଗୁଜୁରାଣ…

କାର୍ପେଟ ତିଆରିରେ ଆଦିବାସୀ ଝିଅର କମାଲ । ପଲ୍ଲୀରୁ ଯାଇ ଦିଲ୍ଲୀରେ ହେଲେ ପୁରସ୍କୃତ

କନକ ବ୍ୟୁରୋ : କାର୍ପେଟ ତିଆରିରେ ଆଦିବାସୀ ଝିଅର କମାଲ । ପଲ୍ଲୀରୁ ଯାଇ ଦିଲ୍ଲୀରେ ପୁରସ୍କୃତ ହୋଇଛନ୍ତି ଗଜପତି ଜିଲ୍ଲା ଗୁବୁରିଗୁଡ଼ା ବଟସାହି ଗାଁର କୁମାରୀ ରଇତ । ଆନ୍ତର୍ଜାତିକ ହସ୍ତତନ୍ତ ଶିଳ୍ପ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୁମାରୀ ପୁରସ୍କାର ପାଇବା ସହ ୧ଲକ୍ଷ…

ମହିଳା ସ୍ୱୟଂସହାୟକ ଗୋଷ୍ଠୀର ନିଆରା ପ୍ରୟାସ, କେବଳ ପ୍ୟାକେଜିଂ କରି ହୋଇଛନ୍ତି ସ୍ୱାବଲମ୍ବୀ

କନକ ବ୍ୟୁରୋ : କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ.. ଏଇ ଯେମିତି କଟକ ଆଠଗଡ଼ ବ୍ଲକ କଟକିଆ ସାହିର ମହିଳା ମାନେ । ରୋଜଗାର ପାଇଁ ଇଛାକଲେ ଆଉ କିଛି କରିବାକୁ ବାଟ ପାଇଗଲେ । ବିଶେଷକରି ଚାକିରି କରି ରୋଜଗାର କରିବାକୁ ପ୍ରାୟ ସମସ୍ତେ ଆଶା କରିଥାଆନ୍ତି । କେଉଁଠି କିଛି ନମିଳିବା ପରେ…