Daily Archives

December 25, 2022

ଗଂଜାମର ଧନୁମୁଆଁର ରହିଛି ସ୍ୱତନ୍ତ୍ର ଚାହିଦା । ଧନୁସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଲାଗିଛି ଗ୍ରାହକଙ୍କ…

କନକ ବ୍ୟୁରୋ : କଟକ ଦହିବରା, ବ୍ରହ୍ମପୁର ମୁଢିମାଂସ ଭଳି ଗଂଜାମର ଧନୁମୁଆଁର ରହିଛି ସ୍ୱତନ୍ତ୍ର ଚାହିଦା । ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ପ୍ରସିଦ୍ଧି ରହିଛି । ବ୍ରହ୍ମପୁର ସହରର ପ୍ରମୁଖ ରାସ୍ତାଠାରୁ ଗଳିକନ୍ଦି ସବୁଠି ଏବେ ଆରମ୍ଭ ହୋଇଯାଇଛି ଧନୁମୁଆଁର ପସରା । ଫାଷ୍ଟଗେଟରୁ ଗେଟ୍ ବଜାର…

ତାଳଗୁଡ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ସଉରା ଆଦିବାସୀ, ୧୨ ଶହରୁ ଅଧିକ ଚାଷୀ ହେଉଛନ୍ତି ଲାଭବାନ

କନକ ବ୍ୟୁରୋ : ତାଳଗୁଡ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ସଉରା ଆଦିବାସୀ । ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବା ବେଳେ ଏହି ଅଂଚଳର ଲୋକଙ୍କ ରୋଜଗାର କହିଲେ ମକା ଏବଂ ଧାନ ଚାଷ । କିନ୍ତୁ ୧୯୫୯ ମସିହାରୁ କ୍ଷୁଦ୍ର ଚାଷୀଙ୍କ ପାଇଁ ସରକାର ଲୁବୁରର୍ସିଂ…

କୋରାପୁଟର କଳାଜିରା ଚାଉଳକୁ ମିଳିବ କି ଜିଆଇ ଟ୍ୟାଗ ! ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ସରକାରଙ୍କ ଉଦ୍ୟମ

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ଉତ୍ପାଦିତ ହେଉଥିବା କଳାଜିରା ଚାଉଳକୁ ମିଳିବ କି ଜିଆଇ ଟ୍ୟାଗ୍ । ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ଉଚିତ୍ ପାରିଶ୍ରମିକ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ନିକଟରେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା କୃଷି ସଚିବ ଅରବିନ୍ଦ…

ଭାରତ ଯୋଡ ଯାତ୍ରାରେ ସାମିଲ ହେବେ ଅଖିଳେଶ, ମାୟାବତୀ ଓ ଜୟନ୍ତ ଚୌଧୁରୀ ! ଓପି ରାଜଭରଙ୍କୁ ବି ନିମନ୍ତ୍ରଣ

କନକ ବ୍ୟୁରୋ : କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା ଏବେ ଦିଲ୍ଲୀରେ ଚାଲିଛି । ଏହାପରେ ଏହି ଯାତ୍ରା ଖୁବଶୀଘ୍ର ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶରେ ପ୍ରବେଶ କରିବ । ଏହି କ୍ରମରେ କଂଗ୍ରେସ ତରଫରୁ ଉତ୍ତର ପ୍ରଦେଶରେ ଭାରତଯୋଡ ଯାତ୍ରାରେ ସାମିଲ ହେବାକୁ ବହୁଜନ…

ବଡ଼ଦିନରେ ବିଭିନ୍ନ ଚର୍ଚ୍ଚ ଗୁଡିକରେ ଲାଗିଛି ଭିଡ: ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସୁଛି ଫୁଲବାଣୀ କ୍ୟାଥଲିକ ଚର୍ଚ୍ଚ

କନକ ବ୍ୟୁରୋ: ବଡ଼ ଦିନ ପାଇଁ ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଗୁଡିକରେ ଭିଡ । ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ ମାଳାରେ ଝଲସୁଛି ଚର୍ଚ୍ଚ ଗୁଡିକ । ଫୁଲବାଣୀରେ ମଧ୍ୟ ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ବେଶ ଧୁମଧାମରେ ପାଳିତ ହୋଇଛି । ପ୍ରଭୁଙ୍କ ଧରାବତରଣ ପରେ ସବୁଠି ଉତ୍ସବର ମାହୋଲ । ସାନ୍ତାକ୍ଲସ…

ଟୋକନ୍ ନେଇ ଚିନ୍ତାରେ ଚାଷୀ: ସମାଧାନ ନହେଲେ ମଣ୍ଡି ବନ୍ଦ କରିବା ସହ ଆନ୍ଦୋଳନ ଚେତାବନୀ

କନକ ବ୍ୟୁରୋ: ଆସୁଛି କମ୍ ଟୋକନ୍ । ମଣ୍ଡିରେ ଧାନ କିଭଳି ବିକ୍ରି କରିବେ ଚାଷୀ । ସେ ନେଇ ଚିନ୍ତା ବଢୁଥିବା ବେଳେ ଘଟଣାର ପ୍ରତିବାଦ କରିଛନ୍ତି ହାଟଡିହି ଅଂଚଳର ଚାଷୀ । କାହାର ୮୦ କୁଇଂଟାଲ ତ ଆଉ କାହାର ୬୦ କୁଇଂଟାଲ । ହେଲେ ତା ସ୍ଥାନରେ ମାତ୍ର ୭ କୁଇଂଟାଲ ବିକ୍ରି ହେବ । ଏକର ଏକର ଚାଷ…