Daily Archives

December 17, 2022

ବିହାର ମୁଖ୍ୟମନ୍ତ୍ରୀଙ୍କ ବୟାନ ‘ଯିଏ ମଦ ପିଇବ, ସେ ମରିବ’କୁ ନେଇ ତେଜୁଛି ବିବାଦ: ବିଜେପି କହିଲା ନିଜ ଦୋଷକୁ ଲୁଚାଇ…

କନକ ବ୍ୟୁରୋ: ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ ସୁଦ୍ଧା ୬୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାକୁ ବିରୋଧ କରି ବିଜେପି, ଏଲଜେପି ଓ ବିଭିନ୍ନ ଆଂଚଳିକ ଦଳମାନେ ରାଜଧାନୀ…

ତୱାଙ୍ଗ ସୀମା ସଂର୍ଘଷକୁ ନେଇ ରାଜନୀତି। ସରକାର ଓ ସେନାଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ, ବିଜେପିର ଜବାବ ଚୀନକୁ ନିଜର…

କନକ ବ୍ୟୁରୋ: ଭାରତ ଓ ଚୀନ ସେନା ମଧ୍ୟରେ ତୱାଙ୍ଗ ସଂଘର୍ଷ ଘଟଣାରେ ଲାଗିଛି ରାଜନୀତିର ବିବାଦୀୟ ରଙ୍ଗ । ଡିସେମ୍ବର ୯ରେ ଯେଉଁ ସୀମା ସଂର୍ଘଷ ଘଟିଥିଲା ତାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବଡ ବୟାନ ଦେଇଛନ୍ତି ।  ରାହୁଲ କେବଳ କେନ୍ଦ୍ର ସରକାରଙ୍କ ଉପରେ ନୁହେଁ ବଂର ସେନାର ଆଭିମୁଖ୍ୟ…

ମୁମ୍ବାଇରେ ମହାଅଘାଡ଼ି ମେଣ୍ଟର ମେଗାରାଲି: ସିନେ୍ଧ ସରକାର ଓ ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିରୋଧରେ ମେଣ୍ଟର ରଣହୁଙ୍କାର

କନକ ବ୍ୟୁରୋ: ମହାରାଷ୍ଟ୍ର ସରକାରଙ୍କ ବିରୁଦ୍ଧରେ ମହାବିକାଶ ଅଗାଡି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଅନ୍ୟପଟେ ବିଜେପି ମଧ୍ୟ ଏହାକୁ କାଉଂଟର କରି ଆନ୍ଦୋଳନ କରିଛି । ରାଜ୍ୟପାଳ ଭଗତ ସିଂ କୋଶରିଆ ଛତ୍ରପତିଙ୍କୁ ଦେଇଥିବା ବିବାଦୀୟ ବୟାନ, କର୍ଣ୍ଣାଟକ –ମହାରାଷ୍ଟ୍ର ସୀମା ବିବାଦରେ…

କ୍ରୀଡ଼ା ପ୍ରତିଯୋଗିତା ବେଳେ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍: ସଫଳ ଅସ୍ତ୍ରୋପଚାର ପରେ ବିପଦ ମୁକ୍ତ ହେଲେ ଛାତ୍ର

କନକ ବ୍ୟୁରୋ: ଛାତ୍ରଙ୍କ ବେକରେ ଜାଭେଲିନ । ବେକର ଗୋଟିଏ ପାଶ୍ୱର୍ରେ ପଶି ଆରପଟେ ଜାଭେଲିନ ବାହାରିଛି । ଏ ଛାତି ଥରା ଦୃଶ୍ୟ ଆସିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ପରିସରରୁ । ବଲାଙ୍ଗୀର ଆଗଲପୁର ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ସମୟରେ ଅସାବଧାନତାରୁ ଏହି ଛାତ୍ରଙ୍କ ବେକରେ…

ପୁରୀରେ କାମ ଦେଉନି କି ଡ୍ରିଙ୍କ ଫ୍ରମ ଟ୍ୟାପ୍ ? ବାସେଳିସାହିରେ ଝାଡାବାନ୍ତି ଅଣାୟତ୍ତ

କନକ ବ୍ୟୁରୋ : ସରକାରଙ୍କ ବିଶ୍ୱସ୍ତରୀୟ ପ୍ରୋଜେକ୍ଟ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ କୁଆଡେ ଗଲା ତାର ଖବର କାହା ପାଖରେ ନାହିଁ । ଏବେ ଶ୍ରୀମନ୍ଦିର ଚାରିପଟ ସାହିରେ ବ୍ୟାପିଛି ଝାଡାବାନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ ବାସେଳି ସାହିର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ଖୁଂଟିଆ ଓ ବିମାନବଡୁ…

ରାଜଧାନୀରେ ମଶା ଉପଦ୍ରବ। ଉତ୍ପତିସ୍ଥଳ ସର୍ବେକ୍ଷଣ ପାଇଁ ଉଡ଼ିଲା ଡ୍ରୋନ୍।

କନକ ବ୍ୟୁରୋ: ରାଜଧାନୀବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ବିଏମ୍ସିର ମାଷ୍ଟର ପ୍ଲାନ । ପରୀକ୍ଷାମୂଳକ ଭାବେ ଡ୍ରୋନ ବ୍ୟବହାର କରାଯାଇଛି । ଡ୍ରୋନ୍ ଉଡ଼ାଇ ଆରମ୍ଭ କରାଯାଇଛି ମଶା ଉତ୍ପତିସ୍ଥଳର ସର୍ବେକ୍ଷଣ । ପ୍ରଥମେ ନିଳାଦ୍ରୀବିହାର ସେକ୍ଟର-୩ ୱାର୍ଡ ଅଫିସରେ ମଶା ଉତ୍ପତିସ୍ଥଳ ଖୋଜିବା…