Daily Archives

December 17, 2022

ମୋବାଇଲରେ କିଏ ଏହି ରହସ୍ୟମୟୀ ସୁନ୍ଦରୀ? ହଠାତ୍ ଭିଡିଓ କଲ କରି ଉଲଗ୍ନ ହେଲେ, ସ୍କ୍ରିନ ସଟ୍ ଓ ଭିଡିଓ କରି ଧମକାଇଲେ

କନକ ବ୍ୟୁରୋ: ଆପଣଙ୍କ ମୋବାଇଲକୁ ଅଜଣା ନମ୍ବରରୁ କଲ ଆସୁଛି କି? କୌଣସି ଅଜଣା ମହିଳା ଭିଡିଓ କଲ କରୁଛନ୍ତି କି? ଯଦି କଲ ଆସୁଛି ସାବଧାନ ହୋଇଯାଆନ୍ତୁ । ଟିକିଏ ଅସାବଧାନ ହେଲେ ଆପଣ ବି ହୋଇପାରନ୍ତି ବ୍ଲାକମେଲର ଶିକାର । କାରଣ ସାଇବର ଲୁଟେରାମାନେ ଏବେ ରହସ୍ୟମୟୀ ସୁନ୍ଦରୀ ଯୁବତୀମାନଙ୍କୁ…

କିଏ ନେଇଗଲା ଅର୍ଚ୍ଚନାଙ୍କ ଘରର ଫୁଟେଜ? ଗାଏବ ହୋଇଗଲା କି ସିସିଟିଭି ଉଠିଲା ପ୍ରଶ୍ନ।

କନକ ବ୍ୟୁରୋ: ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ଘରର ସିସିଟିଭିର ଡିଭିଆରକୁ ଖୋଜୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । କୁହାଯାଉଛି, ଅର୍ଚ୍ଚନାଙ୍କ ଗିରଫଦାରୀର ମାସକ ପୂର୍ବର ସମସ୍ତ ଫୁଟେଜ ଏହି ସିସିଟିଭିରେ କଏଦ ହୋଇଥିଲା । ପ୍ରଭାବଶାଳୀଙ୍କ ଚେହେରା ପଦାକୁ ଆସିବା ଭୟରେ ସିସିଟିଭି ଫୁଟେଜକୁ…

ପଦ୍ମପୁରରେ କାହିଁକି ହାରିଲା ବିଜେପି? ପ୍ରଭାରୀଙ୍କୁ କାରଣ ଦର୍ଶାଇଲେ ଦଳୀୟ ନେତା ।

କନକ ବ୍ୟୁରୋ: ବିଜେପିର ଗୁରୁତ୍ୱପୂଣ୍ଣ ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ଉପନିର୍ବାଚନ ଫଳାଫଳର ରିପୋର୍ଟ ଦେଇଛନ୍ତି ନେତା । ଧାମନଗର ରିପୋର୍ଟ ବିଜେପି ନେତା ମନମୋହନ ସାମଲ ଦେଇଥିଲେ । ପଦ୍ମପୁର ଫଳାଫଳ ରିପୋର୍ଟ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଧାମନଗରରେ…

ପଦ୍ମପୁର ମଡେଲ୍ ବନାମ ଧାମନଗର ମଡେଲ। କିଏ ଲଢ଼ିବେ କେଉଁ ଷ୍ଟାଇଲରେ?

କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଭିତରେ ୨୦୨୪ ବିଜୟର ସ୍ୱପ୍ନ ଦେଖୁଛନ୍ତି ଉଭୟ ବିଜେଡି ଓ ବିଜେପି । ୨୦୨୪ରେ କେମିତି ବିଜୟୀ ହେବେ ଓ ସରକାର ଗଢ଼ିବେ ସେ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଡାକି…

ନୂଆ ବର୍ଷରେ ନୂଆ ମନ୍ତ୍ରିମଣ୍ଡଳ! କିଏ ହେବେ ଇନ୍, କିଏ ହେବେ ଆଉଟ୍?

କନକ ବ୍ୟୁରୋ :ପଦ୍ମପୁର ବିଜୟ ପରେ ବିଜେଡିର ଲକ୍ଷ୍ୟ ୨୦୨୪ । ଏଥିପାଇଁ ନୂଆ ଟିମ୍ ଗଢିପାରନ୍ତି ନବୀନ । ଏପରିକି ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । କିଛି ନେତାଙ୍କୁ ମନ୍ତ୍ରୀପଦ ମିଳିପାରେ, କିଛି ମନ୍ତ୍ରିମଣ୍ଡଳରୁ ବାଦ ପଡିପାରନ୍ତି । ବିଜେଡିର ଜଣେ ବରିଷ୍ଠ…

ଭାରତକୁ ପରମାଣୁ ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ ଶାଜିଆ ମରୀ , କହିଲେ, ଆମ ଅଣୁଅସ୍ତ୍ର ନୀରବ ରହିବ ନାହିଁ

କନକ ବ୍ୟୁରୋ : ପୁଣି ଆରମ୍ଭ ହୋଇଛି ପାକିସ୍ତାନର ବାଚଳାମୀ । ଗତକାଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଗୁଜରାଟର କଂସେଇ କହିବା ପରେ ଆଜି ପୁଣି ଜଣେ ପାକ୍ ମନ୍ତ୍ରୀଙ୍କ ବୟାନ ଆସିଛି । ଏଥିରେ ପାକିସ୍ତାନର ମନ୍ତ୍ରୀ ଶାଜିଆ ମରୀ ସିଧାସଳଖ ଭାରତକୁ ପରମାଣୁ ଅସ୍ତ୍ରର…