Daily Archives

December 4, 2022

ପ୍ରଥମ ଦିନିକିଆରେ ଭାରତ ପରାସ୍ତ। ୧ ୱିକେଟରେ ଭ୍ରମଣକାରୀ ଦଳକୁ ମାତ ଦେଲା ବାଂଲାଦେଶ।

କନକ ବ୍ୟୁରୋ: ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ପରାସ୍ତ ହେଲା ଭାରତ । ଘରୋଇ ଦଳ ଭାରତକୁ ୧ ୱିକେଟରେ ପରାସ୍ତ କରିଛି । ଦଳ ପକ୍ଷରୁ ମେହଦି ହସନ, ଲିଟନ ଦାସ ମୁସଫିକର ରହିମ ଦମଦାର ବ୍ୟାଟିଂ କରିଥିଲେ । ସେହିଭଳି ସାକିବ ଅଲ ହସନ ୫ ଟି ୱିକେଟ ନେଇ ଭାରତର ବିପର୍ଯ୍ୟୟ ଘଟାଇଥିଲେ । ପ୍ରଥମେ…

ଶ୍ରୀମନ୍ଦିର ସୁରକ୍ଷା ଉପରେ ଲାଗିଲା ପ୍ରଶ୍ନ ଚିହ୍ନ: ସୋସିଆଲ ମିଡିଆରେ ଘୁରି ବୁଲିଲା ଶ୍ରୀମନ୍ଦିରର ଏରିଏଲ ଭିଉ

କନକ ବ୍ୟୁରୋ: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ପରେ ଏବେ ପଦାରେ ପଡିଛି ମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା । ଶ୍ରୀମନ୍ଦିର ଡ୍ରୋନ ଭିଡିଓ ଉତୋଳନ କରିଛନ୍ତି କୋଲକାତାର ୟୁଟ୍ୟୁବର ଅନିମେଶ ଚାଟାର୍ଜୀ । ୫ ମିନିଟର ଏହି ଭିଡିଓରେ ଶ୍ରୀମନ୍ଦିରର ଏରିଏଲ ଭ୍ୟୁଉ ଓ ବାନାବନ୍ଧା ନୀତି ଉତୋଳନ…

ପଦ୍ମପୁରରେ ଭୋଟ୍ ପାଇଁ ଉଡୁଛି ନୋଟ୍। ଟଙ୍କା ବଣ୍ଟା ଅଭିଯୋଗରେ ପାଇକମାଳ ଓ ପଦ୍ମପୁର ବ୍ଲକରେ ତୁମୁଳକାଣ୍ଡ। 

କନକ ବ୍ୟୁରୋ: ଭୋଟ ପାଇଁ ନୋଟ୍? ପଦ୍ମପୁରରେ ଉଡୁଛି ଟଙ୍କା! ଟଙ୍କା ବଂଟାକୁ ନେଇ ମୁହାଁମୁହିଁ ସ୍ଥିତି । କ୍ୟାମେରାରେ କଏଦ ହୋଇଥିବା ସବୁ ଚିତ୍ର ହୁଏତ ଭୋଟ୍ ପଡ଼ିବା ଆଗରୁ ଭୋଟର୍୍ଙ୍କୁ ପ୍ରଭାବିତ କରିବାର ଗୋଟିଏ ଲେଖାଏଁ ଉଦ୍ୟମ । ପଦ୍ମପୁର ଉପ-ନିର୍ବାଚନରେ ଠିକ୍ ଧାମନଗର ଶୈଳୀରେ ଟଙ୍କା…

ପାହାଡ ଚଢିବାର ଅଜବ ନିଶା: କୋରାପୁଟରେ ଦୁର୍ଗା ପାହାଡ ଚଢିଲେ ୩ଶହରୁ ଅଧିକ ଲୋକେ

କନକ ବ୍ୟୁରୋ: ଯୁବପୀଢିଙ୍କ ପାହାଡ ଚଢା ନିଶା । ୩ ଶହରୁ ଅଧିକ ଲୋକ ପାହାଡ ଚଢି ଏକ ନୂଆ ରେକର୍ଡ କରିଛନ୍ତି । ଏଥିରେ ୬ ବର୍ଷ ଛୁଆରୁ ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ବି ହୋଇଛନ୍ତି ସାମିଲ । ମନରେ ଗୋଟିଏ ଝୁଙ୍କ୍ ସେମାନେ ପାହାଡ ଚଢିବେ । ପାହାଡ ଉପରେ ଥିବା ମନୋରମ ଦୃଶ୍ୟକୁ ଉପଭୋଗ କରିବେ ।…

ଦାମନଯୋଡିରେ ନଷ୍ଟ କରାଗଲା ୩୧୭୦ କେଜିର ଗଞ୍ଜେଇ: ମେସିନରେ ଭରି ଗଞ୍ଜେଇ ଜାଳିଦେଲା ପୋଲିସ

କନକ ବ୍ୟୁରୋ: ମାଲଖାନାର ମହଜୁଦ ଗଞ୍ଜେଇ ନଷ୍ଟ କରାଯାଇଛି । ନବରଙ୍ଗପୁର ଜିଲ୍ଲାର ୪ଟି ଥାନା ପକ୍ଷରୁ ଜବତ ହୋଇଥିବା ୩୧୭୦ କିଲୋ ଗଞ୍ଜେଇକୁ ନଷ୍ଟ କରିବାରେ ସଫଳ ହୋଇଛି ପୁଲିସ । ଦାମନଯୋଡ଼ିରେ ପ୍ରାୟ ୩୧୭୦ କିଲୋ ଗଞ୍ଜେଇ ନଷ୍ଟ ହୋଇଛି । ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର,…

ଶିକୁଳିରେ ବନ୍ଧା ପଡିିଛି ଦୁଇ ଦୁଇଟି ଜୀବନ: ମିଳୁନି ସହାୟତା, ଅଭାବ ଯୋଗୁଁ ହୋଇପାରୁନି ଚିକିତ୍ସା

କନକ ବ୍ୟୁରୋ: ଶିକୁଳିରେ ବନ୍ଧା ପଡିିଛି ଦୁଇ ଦୁଇଟି ଜୀବନ । ମାନସିକ ଅନଗ୍ରସର ହୋଇଥିବାରୁ ବନ୍ଦୀ ଭାବେ ଜୀବନ ଜୀଉଁଚନ୍ତି । କନ୍ଧମାଳ ଟିକାବାଲି ବ୍ଲକ ବରସାହିରେ ରୁହନ୍ତି ଏହି ଦୁଇ ଜଣ । ଜୀବନ କଣ ଜାଣିବା ଆଗରୁ ମାନସିକ ଭାରସାମ୍ୟ ହରାଇ ବସିଲେ ମମିତା । ବିଭିନ୍ନ ସ୍ଥାନରେ ମାଡପିଟ କରିବା…