Daily Archives

December 4, 2022

ଦିଦି ବସିଛନ୍ତି ଧାରଣାରେ: ବାହାରେ ବୁଲୁଛନ୍ତି ପିଲା, ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା

କନକ ବ୍ୟୁରୋ: ଦିଦି ବସିଛନ୍ତି ଧାରଣାରେ । ପିଲା ଖେଳୁଛନ୍ତି ଘରେ । କିଛି ଦିନ ହେଲା ଅଙ୍ଗନୱାଡି କର୍ମୀଙ୍କ ଧାରଣା ଜାରି ରହିଛି । ଯାହାଫଳରେ ବନ୍ଦ ପଡିଛି ଅଙ୍ଗନୱାଡି କେନ୍ଦ୍ର । ମହିଳା ଓ ଶିଶୁଙ୍କ ପାଇଁ ମିଳୁଥିବା ସମସ୍ତ ସୁବିଧାରୁ ବଂଚିତ ରହିଛନ୍ତି ସେମାନେ । ବିଭିନ୍ନ ଗାଁ ଗୁଡିକରେ…

ମୁହାଁମୁହିଁ ହେବେ ହାତୀ-ମଣିଷ: ହାତରେ ଅସ୍ତ୍ର ଓ ନିଆଁ ହୁଳା ଧରି ସଜବାଜ ସୁନ୍ଦରଗଡ କୁତ୍ରା ଅଂଚଳର ଲୋକ 

କନକ ବ୍ୟୁରୋ: ସଜବାଜ ହେଲେଣି ଗାଁର ଲୋକ । ହାତରେ ଅସ୍ତ୍ର ଆଉ ନିଆଁ ହୁଳା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାଁର ଲୋକମାନ ତିଆରି କରିଛନ୍ତି ହାତୀ ଚେଙ୍କ । ନିଆଁ ଜାଳି ତତଲା ଲୁହ ଚେଙ୍କ ଦିଆଯିବ ହାତୀଙ୍କୁ । ଏହି ଦୃଶ୍ୟ ହେଉଛି ସୁନ୍ଦରଗଡ ବଡଗାଁ କୁତ୍ରା ଅଂଚଳର । ପାଖରେ ଥିବା ହାତୀ…

ଭିଜିଲାନ୍ସ ଜାଲରେ ସିନେ୍ଧକେଲା ଆଇଆଇସି: ମାମଲା ରଫାଦଫା ପାଇଁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

କନକ ବ୍ୟୁରୋ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥାନା ଅଧିକାରୀ । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବା ପାଇଁ ସିନେ୍ଧକେଲା ଥାନା ଅଧିକାରୀ ଆଲୋକ ବେହେରା ୨୫ହଜାର ଟଙ୍କା ଲାଂଚ ନେଉଥିଲେ । ତେବେ ଲାଂଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି ।…

ଟିକେଟ ନକରି ରେଳ ଯାତ୍ରା କରିବା ପଡୁଛି ମହଙ୍ଗା, ଗତବର୍ଷ ତୁଳନାରେ ଚଳିତ ବର୍ଷ ୭୫ ପ୍ରତିଶତ ଅଧିକ ଜରିମାନା କରିଛି ରେଳ…

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ତରଫରୁ ଟିକେଟ ନକାଟି ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ଅଭିଯାନ କ୍ରମରେ ଗତ ୮ ମାସ ମଧ୍ୟରେ ୩୨.୭୭ ଲକ୍ଷ ଲୋକଙ୍କ ଠାରୁ ଜରିମାନା ଆଦାୟ କରିଛି ରେଳ ବିଭାଗ । ଭାରତୀୟ ରେଳ ବିଭାଗ ପକ୍ଷରୁ ଏଡି…

ଅତୁଲ ସହ ରିଙ୍କି ଏବଂ ପିଙ୍କି । ଯାଆଁଳା ଭଉଣୀଙ୍କୁ ବିବାହ କଲେ ଯୁବକ । ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଫଟୋ ଏବଂ…

କନକ ବ୍ୟୁରୋ: ଦୁଇ ଯାଆଁଳା ଭଉଣୀଙ୍କ ହୃଦୟ ଜିତିଲେ ଯୁବକ, ଧୁମଧାମରେ ହେଲା ବାହାଘର । ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ହୋଇଥିବା ଏକ ବାହାଘର ଭିଡିଓ, ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବକ ଦୁଇ ଯାଆଁଳା ଭଉଣୀଙ୍କୁ ବିବାହ କରୁଥିବାବେଳେ, ଦୁଇ ଭଉଣୀ ବର…

ପିକନିକ୍ ଋତୁରେ ଭିତରକନିକାରେ ଲାଗିଲାଣି ଭିଡ । ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଇକୋ- ରିଟ୍ରିଟ ।

କନକ ବ୍ୟୁରୋ: ଶୀତ ଆସିଲେ, ସବୁଠି ପିକନିକ ପିକନିକ ବାସେ । କ୍ୟାଲେଣ୍ଡରରେ ମାସମାନେ କଡଲେଉଟାଇ ଯେବେ ଡିସେମ୍ବରରେ ପହଞ୍ଚନ୍ତି ସେବେ ହଠାତ ଆସିଯାଏ ପିକନିକ୍ ଋତୁ । ଆଉ ମନ ପାହାଡର ଛାତି, ନଈକୂଳ, ସମୁଦ୍ରର ବେଳାଭୂମିକୁ ଧାଏଁ । ଏଇ ଯେମିତି ବୁଲାବୁଲି ପାଇଁ, ପିକନିକ କରିବାକୁ ହାତ ଠାରି…