Daily Archives

December 4, 2022

ଦେବ୍ରିଗଡରେ ବୁଲୁଛି ମହାବଳ। ଜଙ୍ଗଲ ଭିତରକୁ ପ୍ରବେଶ ଦୃଶ୍ୟ କ୍ୟାମେରାରେ କଏଦ ପରେ ତତ୍ପର ହେଲା ବନବିଭାଗ। 

କନକ ବ୍ୟୁରୋ: ଦେବ୍ରିଗଡ ଅଭୟାରଣ୍ୟରେ ବୁଲୁଛି ବାଘ । ପ୍ରବେଶ ପଥ ଦେଇ ରାସ୍ତାରେ ଅତି ସନ୍ତର୍ପଣରେ ଜଙ୍ଗଲ ଭିତରକୁ ପ୍ରବେଶ କରୁଛି ମହାବଳ । ଅଭୟାରଣ୍ୟର ମୁଖ୍ୟ ଦ୍ୱାରର ପଏଣ୍ଟଜିରୋରୁ ଜଙ୍ଗଲ ଭିତରକୁ ଯାଇଥିବା ରାସ୍ତାରେ କିଛି ବାଟ ବୀରଦର୍ପରେ ଚାଲିବା ପରେ ମହାବଳ ଜଙ୍ଗଲ ଭିତରକୁ ଯାଇଛି ଏହି…

ଅବସରପ୍ରାପ୍ତ ବିଏସଏଫ୍ ଯବାନଙ୍କ ଧଳା ଘୁଷୁରି ଚାଷ, ପାଳନ କରିଛନ୍ତି ୩ଶହରୁ ଅଧିକ ଘୁଷୁରି

କନକ ବ୍ୟୁରୋ : ଅବସରପ୍ରାପ୍ତ ବିଏସଏଫ୍ ଯବାନଙ୍କ ଧଳା ଘୁଷୁରି ଚାଷ । ନିଜ ବଗିଚାରେ ଏକ ଫାର୍ମ ପ୍ରତିଷ୍ଠା କରିବା ସହିତ ପାଳନ କରିଛନ୍ତି ୩୦୦ରୁ ଉର୍ଦ୍ଧ ଘୁଷୁରି । ଏହି ଘୁଷୁରି ମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରୟ କରି ରୋଜଗାର କରିରୁଛନ୍ତି ବାର୍ଷିକ ଲକ୍ଷାଧିକ ଟଙ୍କା । ନିଜ…

ରାତିରେ ହାତୀକୁ ଜଗିବ ଡ୍ରୋନ: ଜଙ୍ଗଲୀ ହାତୀପଲ ଉପରେ ନଜର ରଖିବ ଥର୍ମାଲ ଇନଫ୍ରା ରେଡ୍ କ୍ୟାମେରା

କନକ ବ୍ୟୁରୋ: ହାତୀ ମଡ଼କକୁ ରୋକିବା ପାଇଁ ଆରମ୍ଭ ହୋଇଛି ଅଭିନବ ଯୋଜନା । ଜଙ୍ଗଲରେ ହାତୀ ଥିବେ, ୧୦୦ ମିଟର ଉଚ୍ଚରେ ସେମାନଙ୍କ ଉପରେ ନଜର ରଖୁଥିବ ଥର୍ମାଲ ଡ୍ରୋନ । ବିଶେଷ କରି ରାତିରେ ହାତୀ ପଲର ଗତିବିଧି ରିଅଲ ଟାଇମରେ ଜଣାଇଦେବ । ଏ ହେଉଛି ଥର୍ମାଲ୍ ଇନଫ୍ରା ରେଡ୍ ଡ୍ରୋନ । ହାତୀପଲର…

ପୁସ୍ତକ ପ୍ରେମୀଙ୍କ ନୂଆ ଠିକଣା ପାଲଟିଛି କଟକର ଏହି ପୁରୁଣା ବହି ଦୋକାନ । ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ…

କନକ ବ୍ୟୁରୋ : ବହି ପୁରୁଣା ହେଉ କି ନୂଆ, ପାଠ ସବୁବେଳେ ସମାନ ଥାଏ । ଗୋଟିଏ ଶ୍ରେଣୀରୁ ଉର୍ତ୍ତୀନ୍ନ ହୋଇ ଅନ୍ୟ ଏକ ଶ୍ରେଣୀକୁ ଯିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ପୁରୁଣା ବହିକୁ ଖୁବ୍ କମ୍ ବ୍ୟବହାର କରିଥାଆନ୍ତି । ଘରେ ଥିବା ର୍ୟାକରେ ଏହା କେବଳ ସାଇତା ହୋଇ ରହିଥାଏ । ପୁଣି କେତେବେଳେ…

କାଲି ପଡ଼ିବ ଭୋଟ, ଆଜି ଅନ୍ଧାରୀ ବିଜେ! ରାତି ଅଧିଆ ଭୋଟ କିଣା ଉପରେ ନଜର, ଛତିଶଗଡ଼ ସୀମା ଜଗିଛନ୍ତିି ସୁରକ୍ଷାକର୍ମୀ।

କନକ ବ୍ୟୁରୋ: ରାତି ପାହିଲେ ପଡ଼ିବ ଭୋଟ୍ । ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ହେବ ମତଦାନ । ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସମସ୍ତ ଆନୁସଂଗିକ ବ୍ୟବସ୍ଥା ସରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିର୍ବାଚନ ପାଇଁ ସୁରକ୍ଷାବଳ ଭିତରେ ରହିଛି ପଦ୍ମପୁର ନିର୍ବାଚନମଣ୍ଡଳୀ ।…

ଶ୍ରୀମନ୍ଦିର ଉପରେ ଉଡିପାରିବ କି ଡ୍ରୋନ୍? ପୁରୀ ମନ୍ଦିରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଓ ଭିଡିଓ ଭାଇରାଲ ହେବା ଆଉ ନୂଆ କଥା ହୋଇ ରହିନାହିଁ । ବାରମ୍ବାର ଡ୍ରୋନ ଉଡାଇଛନ୍ତି ଏବଂ ବିବାଦକୁ ଆସିଛନ୍ତି କିଛି ଲୋକ । କିନ୍ତୁ କାହାରି ଉପରେ କଡା କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କିନ୍ତୁ ଏହା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…