Daily Archives

December 3, 2022

ପୁଣି ଥରେ ବିଦେଶୀଙ୍କ ସହ ଦୁର୍ବ୍ୟବହାର । ଲଜ୍ଜିତ ହେଲା ବିଶ୍ୱବିଦ୍ୟାଳୟ!

କନକ ବ୍ୟୁରୋ : ପୁଣି ଥରେ ଲଜ୍ଜିତ ହୋଇଛି ବିଶ୍ୱବିଦ୍ୟାଳୟ । ଜଣେ ବିଦେଶୀ ଛାତ୍ରୀଙ୍କୁ ଶାରୀରିକ ଶୋଷଣ କରିବା ଅଭିଯୋଗରେ ଉଠିଛି ପଡିଛି ହାଇଦ୍ରାବାଦ ସେଂଟ୍ରାଲ ୟୁନିଭର୍ସିଟି । ଜଣେ ଥାଇଲ୍ୟାଣ୍ଡ ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ଅଶାଳୀନ ବ୍ୟବହାର ଓ ଶାରୀରିକ ଶୋଷଣ କରିଥିବା ଅଭିଯୋଗ ହୋଇଛି ।…

ମୁଣ୍ଡ ନୁଆଁଇଲେ ଚୀନ୍ ସରକାର । ଜନତାଙ୍କ ଆକ୍ରୋଶ, ବ୍ୟାକଫୁଟରେ ଜିନପିଙ୍ଗ

କନକ ବ୍ୟୁରୋ : ୨୦୧୯ ମସିହା ଡିସେମ୍ବର ମାସରେ ଚୀନରେ କରୋନା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହି ମହାମାରୀକୁ ତିନି ବର୍ଷ ପୂରି ସାରିଛି । ଭାରତ ସମେତ ସମଗ୍ର ବିଶ୍ୱରେ ଏହି ମହାମାରୀ ବ୍ୟାପିଥିଲା । ଅନେକ ଦେଶ ଏହି ମହାମାରୀ ବିରୋଧରେ ଲଢ଼ିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ ।…

ନିର୍ବାଚନ ଆଗ, ବିଧାନସଭା ପଛ: ପରସ୍ପର ଉପରେ ଦୋଷ ଲଦିଲେ ଶାସକ ଓ ବିରୋଧୀ

କନକ ବ୍ୟୁରୋ: ପଦ୍ମପୁର ପ୍ରଚାରରେ ବ୍ୟସ୍ତ ରହିଲେ ମନ୍ତ୍ରୀ ଓ ବିଧାୟକ । ଏପଟେ ବିଧାନସଭା ପଡିଲା ଖାଁ ଖାଁ । ଯେଉଁ କିଛି ଦିନ ବିଧାନସଭା ଚାଲିଲା, ଆଲୋଚନା ଅପେକ୍ଷା ହଟ୍ଟଗୋଳ ଅଧିକ ଦେଖିବାକୁ ମିଳିଲା । କେତେବେଳେ ବିରୋଧୀ ତ କେତେବେଳେ ଶାସକ ଦଳର ସଦସ୍ୟ ବିଧାନସଭା ଚଲାଇ ଦେଲେନି । ଶୀତ…

ସରିଲା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର । ଭୋଟ ହାତେଇବାକୁ ୩ ଦଳର ଜୋରଦାର ପ୍ରୟାସ

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରିଛନ୍ତି । ବିଜେପି ପାଇଁ ଷ୍ଟାର କ୍ୟାମ୍ପେନର ଭାବେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅହମଦାବାଦ, ଖେଡାରେ ପ୍ରଚାର କରିଥିଲେ ।…

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ନୋ ଫ୍ଲାଇଂ ଜୋନରେ ଡ୍ରୋନ ଉଡାଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ବଙ୍ଗୀୟ ୟୁ-ଟ୍ୟୁବର…

କନକ ବ୍ୟୁରୋ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଶ୍ରୀମନ୍ଦିରର ନୋ-ଫ୍ଲାଇଙ୍ଗ୍ ଜୋନରେ ଉଡିଛି ଡ୍ରୋନ୍ । କିଛିଦିନ ତଳେ ଶ୍ରୀମନ୍ଦିର ଭିତରକାଠ ନିକଟ ଫଟୋ ଉଠାଇ ଜଣେ ଯୁବକ ଗିରଫ ହୋଇଥିବାବେଳେ, ପୁଣିଜଣେ ବଙ୍ଗୀୟ ୟୁ-ଟ୍ୟୁବର, ଶ୍ରୀମନ୍ଦିର ଉପରେ ଡ୍ରୋନ…

ଆହୁରି ମଜବୁତ ହେବ ମିଶନ ଶକ୍ତି: ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ଥାପନ ହେବ ଶିଳ୍ପ ପାର୍କ

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଚତୁର୍ଥ ଦିନରେ ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗଦେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଘୋଷଣା କରିଛନ୍ତି ଯେ, ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ଥାପନ ହେବ ଶିଳ୍ପ ପାର୍କ ।  ସବୁ ଜିଲ୍ଲାରେ ହେବ ମାଇକ୍ରୋ ଓ ସ୍ମଲ…