Daily Archives

November 20, 2022

ଗାଁ ମହିଳାଙ୍କ ବ୍ୟାକେରି ୟୁନିଟ୍ । ପାଉଁରୁଟି, କେକ୍, ନିମକି, ଲଡ଼ୁ, ମଣ୍ଡାପିଠା ଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି…

କନକ ବ୍ୟୁରୋ : ଗାଁ ମହିଳାଙ୍କ ବ୍ୟାକେରି ୟୁନିଟ୍ । ପାଉଁରୁଟି, କେକ୍, ନିମକି, ଲଡ଼ୁ, ମଣ୍ଡାପିଠା ଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଆତ୍ମନିର୍ଭରଶିଳ ହେଉଛନ୍ତି ମହିଳା । ବର୍ଷକୁ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହେଉଥିବା ବେଳେ ଭଲ ଲାଭ ମଧ୍ୟ ହେଉଛି । କେନ୍ଦ୍ରାପଡ଼ା…

ଆଜିଠୁ ଆରମ୍ଭ ଫୁଟବଲ୍ ମହାକୁମ୍ଭ: ଷ୍ଟାଡିୟମ ତିଆରି ପଛରେ ରହିଛି ଓଡ଼ିଆ ଶ୍ରମିକଙ୍କ ଅବଦାନ

କନକ ବ୍ୟୁରୋ: ସାରା ବିଶ୍ୱର ଫୁଟବଲ୍ ଫ୍ୟାନ୍ସଙ୍କ ପାଇଁ ଆରମ୍ଭ ହୋଇଛି ବଡ ଉତ୍ସବ । ଫିଫା ଇତିହାସରେ ପ୍ରଥମ ଥର ମଧ୍ୟ ପ୍ରାଚ୍ୟରେ ଏହି ମହାଉତ୍ସବ ଅନୁଷ୍ଠିତ ହେଉଛି । ଫିଫା ବିଶ୍ୱକପର ଉଦ୍ଘାଟନ ଉତ୍ସବ ଅଲବେୟତ୍ ଷ୍ଟାଡିୟମରେ ଆୟୋଜିତ ହେଉଛି । ଏହି ଷ୍ଟାଡିୟମ୍ରେ ୬୦ ହଜାର ଲୋକ ବସିପାରିବାର…

ଦାଆ ତିଆରି ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି କଟକର ପହଙ୍ଗା ଅଞ୍ଚଳ । ୧୫ ଟି ପରିବାର ପାଇଁ ଦାଆ ତିଆରି ପାଲଟିଛି…

କନକ ବ୍ୟୁରୋ : ଦାଆ କାରିଗରୀ ପାଇଁ କଟକ ନିଆଳି ବ୍ଲକ ଅନ୍ତର୍ଗତ ପହଙ୍ଗା ଅଂଚଳର ରହିଛି ସ୍ୱତନ୍ତ୍ର ପରିଚୟ । ଦାଆ ତିଆରିକୁ ଏକ କୁଟିର ଶିଳ୍ପ ଭାବେ ଗ୍ରହଣ କରିଛନ୍ତି ପହଙ୍ଗା ମେଥିବୁଦା ଗାଁର ୧୫ଟି କମାର ପରିବାର । ପିଢି ପରେ ପିଢି କୌଳିକ ବୃତିକୁ ଆପଣାଇ ସେମାନେ ତାଙ୍କର ପରିବାର…

କେମିତି ହେଲା ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ: କଡ଼ା ସୁରକ୍ଷା ବଳୟ ଭେଦ କରି କେମିତି ଫଟୋ ଉଠାଇଲେ ଅଭିଯୁକ୍ତ?

କନକ ବ୍ୟୁରୋ: ଜଗନ୍ନାଥ ଓ ଶ୍ରୀମନ୍ଦିର କୋଟି କୋଟି ଓଡିଆଙ୍କ ଆସ୍ଥାର କେନ୍ଦ୍ର । ଆଉ ଶ୍ରୀମନ୍ଦିରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗର୍ଭଗୃହ ରତ୍ନବେଦୀର ଫଟୋ ଜଣେ ବିଦେଶୀ ଭାଇରାଲ କରିବା ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି । ଫଟୋରେ ରତ୍ନବେଦୀ ସହ ମହାପ୍ରଭୁ ସ୍ପଷ୍ଟ…

ଜମୁଛି ପଦ୍ମପୁର ପ୍ରଚାର: କୀର୍ତନ କରି କ୍ୟାମ୍ପେନ୍ କଲେ ପ୍ରଦୀପ, ପ୍ରଚାର ବେଳେ ବର୍ଷାଙ୍କ ପଖାଳଖିଆକୁ ନେଇ ଚର୍ଚ୍ଚା 

କନକ ବ୍ୟୁରୋ: ନିର୍ବାଚନୀ ମାହୋଲରେ ଭୋଟର୍ଙ୍କ ପାଖକୁ ପହଂଚିବା ପାଇଁ ଭିନ୍ନ ଭିନ୍ନ ବାଟ ଆଣାଇଛନ୍ତି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନରସିଂହନାଥଙ୍କ ଭଜନ ଗାଇ କୀର୍ତନ କରୁଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପଖାଳ…

ଭୁବନେଶ୍ୱରରେ ଖୁଲମଖୁଲା ବୁଲୁଥିଲା ଦୁଷ୍କର୍ମ ଅଭିଯୁକ୍ତ: କୋହଭରା କଣ୍ଠରେ ପୀଡ଼ିତା କହିଲେ, ସେହି କାଳରାତିର କାହାଣୀ

କନକ ବ୍ୟୁରୋ: ରାଜଧାନୀରେ ୧୩ ବର୍ଷ ତଳର ଜଣେ ଦୁଷ୍କର୍ମ ଅଭିଯୁକ୍ତ ବ୍ରଜ କିଶୋର ସ୍ୱାଇଁ ଓରଫ ବାଜିଆକୁ ମହିଳା ଥାନା ପୁଲିସ ଗିରଫ କରିବା ପରେ ଏ ହେଉଛି ପ୍ରେସ ରିଲିଜ୍ । ଏଥିରେ ଲେଖା ଅଛି, ଫେରାର ହୋଇ ଯାଇଥିବା ଅଭିଯୁକ୍ତ କେସ୍ ବନ୍ଦ ହୋଇଥିବା ଭାବି ନିକଟ ଅତୀତରେ ନିଜ ଘରକୁ ଫେରିଥିଲେ ।…