Daily Archives

November 20, 2022

ବ୍ରହ୍ମପୁର ଛାତ୍ରୀ ମୃତ୍ୟୁ ପଛରେ ରାଗିଂ! କଲେଜ କର୍ତ୍ତୃପକ୍ଷ ଦେଇଥିଲେ ନିର୍ଯାତନା!

କନକ ବ୍ୟୁରୋ: ବ୍ରହ୍ମପୁରର ଦୁଇ ଦୁଇଟି କଲେଜରେ ରାଗିଂ ଘଟଣା ସାମ୍ନାକୁ ଆସିବା ପରେ ଏବେ ଅନ୍ୟ ଏକ ଘରୋଇ କଲେଜର ଛାତ୍ରୀ ଓ ଅଭିଭାବକ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଗତ ୧୩ ତାରିଖରେ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅଂଚଳର ଏକ ଘରୋଇ କଲେଜରେ ଜଣେ ଯୁକ୍ତଦୁଇ ଛାତ୍ରୀ ଦୀପ୍ତିଲତା ଦାସଙ୍କ…

ଭିତରେ ଅର୍ଚ୍ଚନା-ଜଗା, ବାହାରେ କିଏ? କିଏ ଲୁଚାଇଥିଲା ଅର୍ଚ୍ଚନାଙ୍କ ଏଣ୍ଡେଭର କାର?

କନକ ବ୍ୟୁରୋ: ଅର୍ଚ୍ଚନାଙ୍କ ଯେଉଁ ଇଣ୍ଡେଭର କାରରୁ ଇଡି ଖୋଜୁଥିଲା, ସେହି ୪୦ ଲକ୍ଷର କାର ଶେଷରେ ଜବତ ହୋଇଛି । ତେବେ ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ଜେଲରେ ଥିବାବେଳେ ବାହାରେ ସେମାନଙ୍କ ପାଇଁ କିଏ ସେମାନଙ୍କ ଗୁଇନ୍ଦା ସାଜିଛି ସେ ନେଇ ଉଠିଛି ପ୍ରଶ୍ନ । ଶୁକ୍ରବାର…

ପୁଣି ଗର୍ଜିଲେ ଖୋର୍ଦ୍ଧା ପାଇକ । ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡର ବିକାଶ ପାଇଁ ରଣହୁଙ୍କାର ଦେଲେ ବୀର ପାଇକ

କନକ ବ୍ୟୁରୋ: ପୁଣି ଶୁଭିଲା ପାଇକଙ୍କ ସ୍ୱର । ପ୍ରଥମ ସ୍ୱାଧୀନଗଡ ଖୋର୍ଦ୍ଧାଗଡର ବିକାଶ ପାଇଁ ରଣ ହୁଙ୍କାର ଦେଇଛନ୍ତି ପାଇକ ବୀର । ସ୍ୱାଧୀନତାର ବିଗୁଲ ବାଜିଥିବା ଏହି ସ୍ଥାନରୁ ବୀର ପାଇକ ଇଂରେଜଙ୍କ ବିରୋଧରେ ଲଢିଥିଲେ । ତେବେ ପୁରୁଣା ଇତିହାସ ବହନ କରୁଥିବା ଏହି ସ୍ଥାନର ଉନ୍ନତି ପାଇଁ…

ଖବର ବାଜିଲା, ସମସ୍ୟାର ସମାଧାନ ହେଲା । ଧର୍ମଶାଳାରେ ତିଆରି ହେଉଛି ଫ୍ଲାଏ ଓଭରବ୍ରିଜ୍ । 

କନକ ବ୍ୟୁରୋ: ଖବର ବାଜିଲା, ସମସ୍ୟାର ସମାଧାନ ହେଲା । ଧର୍ମଶାଳାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା । କନକ ନ୍ୟୁଜର ଲଗାତର ଭାବେ ପ୍ରସାରଣ ପରେ ଫ୍ଲାଏଓଭର ବ୍ରିଜ୍ କାମ ଆରମ୍ଭ ହୋଇଛି । ପୂର୍ବରୁ ଗୋଟିଏ ମାତ୍ର ଗଳି ପୋଲ ଯୋଗୁ ଲୋକମାନେ ବହୁ ଅସୁବିଧା ଭୋଗୁଥିଲେ । ଲୋକେ ବି ବାରମ୍ବାର…

ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରିବେ । ଦୀର୍ଘ ୨୩ ବର୍ଷ ପରେ ଘରକୁ ଫେରୁଛନ୍ତି ନିମାପଡା ପାତିପାଇକ ସାହିର କ୍ଷୀତିଶ…

କନକ ବ୍ୟୁରୋ: ଘରକୁ ଫେରିବେ ମୃତ ଘୋଷିତ ବ୍ୟକ୍ତି । ଦୀର୍ଘ ୨୩ ବର୍ଷ ପରେ ଘରକୁ ଫେରୁଛନ୍ତି ନିମାପଡାର ପାତିପାଇକ ସାହିର କ୍ଷୀତିଶ ଚନ୍ଦ୍ର ବିଶ୍ୱାଳ । କ୍ଷୀତଶ ୧୯୯୯ ବାତ୍ୟା ସମୟରେ କୁଆଡେ ଚାଲିଯାଇଥିଲେ । ବହୁ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଦିନେ କି ଦୁଇ…

ଭାଙ୍ଗିଲା ଘରଦ୍ୱାର । ମୁଣ୍ଡ ବାଡେଇ କାନ୍ଦିଲେ ମହିଳା । ଅନୁରୋଧ ପରେ ବି ଚାଲିଲା ଉଚ୍ଛେଦ କାମ । 

କନକ ବ୍ୟୁରୋ: ଭାଙ୍ଗୁଛି ଘରଦ୍ୱାର, ମୁଣ୍ଡ ବାଡେଇ କାନ୍ଦୁଛନ୍ତି ଲୋକେ ।  ଝାରସୁଗୁଡା ପାହାଡି ମନ୍ଦିର  ନିକଟରେ ଥିବା  ଝୁପୁଡିପଡାକୁ  ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ । ଯାହାକୁ ବିରୋଧ କରିଛନ୍ତି ଲୋକେ । ତେବେ ଏହି ଉଚ୍ଛେଦ ଯୋଗୁ ୭୦ରୁ ଅଧିକ ପରିବାର ବାସହରା ହୋଇଯିବେ । ବର୍ଷ ବର୍ଷ ଧରି…